ଆମ ଜିଲା ଖବର

ଲଗାଣ ବର୍ଷାରେ ଧସିଲା ମାଟି: ଗାଡି ଚଳାଚଳ ଠପ୍‌

ମୋହନା,୨।୧୦(ମନ୍ମଥ ମିଶ୍ର): ବ୍ରହ୍ମପୁରଠାରୁ ରାୟଗଡା, ଜୟପୁର, କନ୍ଧମାଳ ଯାତାୟତ କରିବା ମୁଖ୍ୟ ରାସ୍ତା ୩୨୬ ଜାତୀୟ ରାଜପଥ ଠପ୍‌ ହୋଇପଡିଛି। କିଛିଦିନ ହେବ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଗତକାଲି ବୁଧବାର ଦିନଠାରୁ ଅତି ପ୍ରବଳ ବର୍ଷା…

ପାଟଣାରେ ରାବଣ ଦହନ: ଅସତ୍ୟ ଉପରେ ସତ୍ୟର ବିଜୟ, ଖବରଦାତା-ସାମାଜିକ କର୍ମୀଙ୍କୁ ସମ୍ମାନ

ପାଟଣା,୨।୧: କେନ୍ଦୁଝର ଜିଲାର ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଗୁରୁବାର ରାତିରେ ରାବଣ ପୋଡ଼ି ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଆୟୋଜିତ ହୋଇଛି। ରାବଣ ପୋଡ଼ି କମିଟିର ଅଧ୍ୟକ୍ଷ ବିଜୟ ରତ୍ନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପାଟଣା…

ଗୁଣପୁରରେ ଲଗାଣ ବର୍ଷା: ବଂଶଧାରାରେ ବନ୍ୟା, ଧାନ ଫସଲ ନଷ୍ଟ, ୧୦ ଗାଁ ବିଚ୍ଛିନ୍ନ

ଗୁଣପୁର,୨।୧(ପ୍ରଦୀପ କୁମାର ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷାରୁ ରାୟଗଡ଼ା ଜିଲାର ଗୁଣପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି। ସକାଳୁ ୧୬୦ ମି.ମି. ବର୍ଷା ରେକର୍ଡ୍ ହୋଇଛି। ବଂଶଧାରା ନଦୀର ବିପଦ ସଙ୍କେତ ୮୪ ମିଟରରେ ରହିଥିବାବେଳେ ରାତି ୯ଟାରେ ୮୩.୮୫ ମିଟରରେ…

ଘୋଡାହାଡ଼ ନଦୀରେ ବନ୍ୟାସ୍ଥିତି: ଆସିକା – ଦିଗପହଣ୍ଡି – ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି/ପାଟପୁର,୨।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ଘୋଡ଼ାହାଡ଼ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପରମୁଣ୍ଡରେ ଥିବା ଗଜପତି ଜିଲାରେ ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରେ ଘୋଡ଼ାହାଡ଼…

କଣ୍ଡରେଇ ଗାଁର ପ୍ରତ୍ୟକ୍ଷ ଦେବୀ ବସ୍ତ୍ରେଣ: ନିଃସନ୍ତାନିଙ୍କ ବିଶ୍ୱାସର ପୀଠ, ପଛରେ ରହିଛି ବଡ଼ ଇତିହାସ

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ। ଏହି ଗାଁର ମଙ୍ଗଳା ଜୋର ନିକଟରେ ପୂଜା ପାଉଛନ୍ତି ବସ୍ତ୍ରେଣ ଦେବୀ। ପ୍ରତିବର୍ଷ ବିଜୟା ଦଶମୀ ଦିନ ଦେବୀଙ୍କର ବାର୍ଷିକ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ।…

କୋରାପୁଟରେ ପ୍ରବଳ ବର୍ଷା ପବନ: ମାତିଅତଡ଼ା ଖସିବା ସହ ସହିତ ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଲା, ୨ ଟ୍ରେନ ବାତିଲ

କୋରାପୁଟ,୨।୧୦(ଅମିତାଭ ବେହେରା ): ଲଘୁଚାପ ଓ ଅବପାତ ଯୋଗୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଓ ପବନ ବହିବା ସହ କୋରାପୁଟ – ରୟାଗଡା ରେଳ ଲାଇନ ଓ କୋରାପୁଟ – ବିଶାଖାପାଟଣା ରେଳ ଲାଇନରେ ରେଳ ଚଳାଚଳ ଠପ୍‌। ପାହାଡ଼ରୁ…

ରାୟଗଡ଼ା-କୋରାପୁଟ ରେଳପଥରେ ବର୍ଷାରେ ଭାଙ୍ଗିଲା ଗଛ: ଟ୍ରେନ୍ ଚଳାଚଳ ବିଚ୍ଛିନ୍ନ

କଲ୍ୟାଣସିଂହପୁର,୨।୧୦(ଦୀପକ୍ କୁମାର ପରିଡ଼ା): ଜିଲାରେ ଲାଗିରହିଥିବା ଲଗାଣ ବର୍ଷାରୁ ରାୟଗଡ଼ା-କୋରାପୁଟ ରେଳପଥରେ ବିପତ୍ତି ସୃଷ୍ଟି ହୋଇଛି। ଭାଲୁମୁଷ୍କା ଓ ଲେଲିଗୁମ୍ମା ଷ୍ଟେସନ୍ ମଧ୍ୟରେ ଟ୍ରାକ୍ ଉପରେ ଦୁଇ ଫୁଟ ପାଣି ଚାଲୁଥିବା ବେଳେ ଗଛ ପଡ଼ିବାରୁ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ…

ଭିଜିଲା ବିଜୟା ଦଶମୀ: ବାଲିଗୁଡାରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ

ବାଲିଗୁଡା, ୦୨।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ। ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ବାଲିଗୁଡାରେ ଏକପ୍ରକାର ଶୂନଶାନ ପରିବେଶ ହୋଇଯାଇଛି। ଏପରିକି ଗୁରୁବାର…

ଲଘୁଚାପ ଜନିତ ବର୍ଷା, ଗୁମାଡି ନଦୀର ଅସ୍ଥାୟୀ ପୋଲ ଉପରେ ବର୍ଷା ଜଳ ପ୍ରବାହିତ, ଭୟଭୀତ ଗ୍ରାମବାସୀ

ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାରେ ଗୁରୁବାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହି କ୍ରମରେ ତିଲୋରୀ ପଞ୍ଚାୟତର ଗୁମାଡି ନଦୀ ଫୁଲିଛି ଫଳରେ ଗୁମାଡି ନଦୀରେ ନୂତନ…

ସ୍ତ୍ରୀକୁ ଗଳା ଚିପି ହତ୍ୟା କଲେ ସ୍ବାମୀ, ହତ୍ୟା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ

ଲାଞ୍ଜିଗଡ, ୨।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ ବିଜେପୁର ପଞ୍ଚାୟତ ବିଜେପୁର ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ପୁଲସିଙ୍ଗ ମାଝୀ (୫୯) ନିଜ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ବୁଧବାର ବିଜେପୁର ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ…

ବିଜୟା ଦଶମୀରେ ଖୋଲିଲା ନ୍ୟୁ ଲାଇଫ ମେଡିକାଲ ହଲ୍‌: ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଡାକ୍ତର

ପାଟଣା,୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ତ୍ରିବିନ୍ଧାରେ ଗୁରୁବାର ନ୍ୟୁ ଲାଇଫ ମେଡିକାଲ ହଲ୍‌ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଫିତା କାଟି ଉଦ୍‌ଘାଟିତ…

ଗାନ୍ଧୀ-ଶାସ୍ତ୍ରୀଙ୍କ ଜୀବନ ଆଦର୍ଶକୁ ମନେ ପକାଇଲେ ଛାତ୍ରୀଛାତ୍ର

ହାଟଡିହୀ,୨l୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଂଚାୟତ ହାଇସ୍କୁଲରେ ମହାମାନବ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ସମୂହ ରାମଧୁନ ଗାନ କରାଯାଇ କ୍ରାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏନସିସି ଛାତ୍ରୀଛାତ୍ରଙ୍କ ସହାୟତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri