ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର
ବିନିକା,୨୫।୩(ଡି.ଏନ୍.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଏଭଳି ପରିସ୍ଥିତିରେ ବିନିକା ଅଞ୍ଚଳରେ ଆଶାକର୍ମୀମାନଙ୍କୁ...
କରୋନା ମୁକାବିଲା ଲାଗି ଜୀଉରା ଗ୍ରାମରେ ସଚେତନତା ବୈଠକ
ପାଟପୁର,୨୫।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ହାଇସ୍କୁଲ ପରିସରରେ କରୋନା ମୁକାବିଲା ଲାଗି ବୁଧବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଦିନ ବାହାର ରାଜ୍ୟ ଫେରନ୍ତାମାନେ ବହୁ ସଂଖ୍ୟାରେ ଆସୁଛନ୍ତି। ବିଶେଷକରି ଜୀଉରା...
ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ପ୍ଲାକାର୍ଡ ଧରାଇଥିଲା ପୋଲିସ: ମାଡ଼ ମାରି ଛାଡି ଦେବାକୁ ଅନୁରୋଧ
ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍.ଏ): ଦେଶ ପାଇଁ ଏହା ଆମର ଏକ ବଡ଼ ବଳିଦାନ। ଦେଶ ସେବା ଲାଗି ଏହା ଏକ ବଡ଼ ସୁଯୋଗ। ଏଭଳି ଅନେକ ବାର୍ତ୍ତା ଦେଇ ବୁଧବାର ବାଲିଗୁଡ଼ା ଏସ୍ଡିପିଓ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଦାରିଙ୍ଗବାଡ଼ି ସମେତ ସିମନବାଡ଼ି ଅଞ୍ଚଳରେ...
ଭଦ୍ରକ ସହରରେ ଲକ୍ଡାଉନ୍: ନିୟମ ଉଲ୍ଲଂଘନ କରି ୩, ଗୁଜବ ପ୍ରଚାର କରି ୧ ଗିରଫ
ଭଦ୍ରକ ଅଫିସ, ୨୫।୩: ଭଦ୍ରକ ସହରରେ ଲକ୍ଡାଉନ୍ ନିୟମ ନ ମାନି ପୋଲିସ ଦ୍ୱାରା ତିନି ଜଣ ଗିରଫ ହୋଇଛନ୍ତି। ଟାଉନ ପୋଲିସ ପଇଁତରା ମାରୁଥିବା ସମୟରେ ଏମାନେ କିଏ ଦୋକାନ ଖୋଲି ଗିରଫ ହୋଇଛନ୍ତି ତ ଅନ୍ୟ କିଏ...
ଲକ୍ଡାଉନ୍କୁ ନେଇ କଳାବଜାରି ସକ୍ରିୟ: ଭଦ୍ରକ ସହର ବନ୍ଦ ଘରୁ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ
ଭଦ୍ରକ ଅଫିସ,୨୫।୩: ଭଦ୍ରକ ସହରର ଏକ ବନ୍ଦ ଘର ଭିତରୁ ବୁଧବାର ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ଖବର ପାଇ ଟାଉନ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ନରିପୁର ଅଞ୍ଚଳରେ ଚଢ଼ାଉ କରି ଏହି ମଦ...
ଲକ୍ଡାଉନ୍ ପରେ ହଷ୍ଟେଲ୍ ଛାଡୁଛନ୍ତି ଛାତ୍ରୀଛାତ୍ର, ଗାଡ଼ିମୋଟର ନ ଥିବାରୁ ସମସ୍ୟା ଭୋଗୁଛନ୍ତି ଅଭିଭାବକ
ରାଇକିଆ,୨୫।୩(ଡି.ଏନ୍.ଏ.): ସାରା ଦେଶରେ ଲକ୍ଡାଉନ୍ ଲାଗୁ ହେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ। ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରିକି ଦୁଇ ଚକିଆ ଯାନକୁ...
ଲକ୍ଡାଉନ୍ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼
ବରଗଡ଼ ଅଫିସ,୨୫।୩: ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍ଡାଉନ୍ କଟକଣା ଲାଗୁ କରାଯାଇଛି। ୨୧ଦିନ ପାଇଁ ହୋଇଥିବା ଏହି କଟକଣାରୁ ଫଳ, ତେଜରାତି, ଔଷଧ, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଅତ୍ୟାବଶ୍ୟକ...
ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି କରୁଛନ୍ତି ଦୋକାନୀ
ଆରଡ଼ି,୨୫।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ କରୋନା କଟକଣା ଦେଖିବାକୁ ମିଳୁନାହିଁା ସାରା ଜିଲା ଲକ୍ଡାଉନ ଘୋଷଣା ପରେ ବି ପଡୋଶୀ ଯାଜପୁର, କେନ୍ଦ୍ରାପଡା ଜିଲାର କିଛି ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ବାଇକ୍ରେ ବୁଲୁଛନ୍ତି। ବୁଧବାର ସକାଳ ୬ଟାରୁ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ପାଟଣା ବିଧାୟକ ଜଗନ୍ନାଥ ନାୟକ
ପାଟଣା,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଜଗନ୍ନାଥ ନାଏକ ବୁଧବାର ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ଭୁବନେଶ୍ୱର ବିଧାନସଭା ସେକ୍ରେଟାରୀ ଦାଶରଥୀ ଶତପଥୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଚେକ୍...
ଆଇନଜୀବୀ, ଭାଜପା ଯୁବ ନେତାଙ୍କୁ ପୋଲିସର ମାଡ଼: ଏସ୍ଆଇଙ୍କ ବିରୋଧରେ ଦୁଇ ପୃଥକ୍ ମାମଲା
ଆନନ୍ଦପୁର,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ରାମଚନ୍ଦ୍ରପୁର ଥାନା ଏସ୍ଆଇ ବିଶ୍ୱଜିତ୍ ବେହେରାଙ୍କ ନାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ମାମଲା ରୁଜୁ ହୋଇଛି। ଆନନ୍ଦପୁର ଥାନା କେସ୍ ନଂ.୫୧/୨୦ ଅନୁଯାୟୀ ଶାଳବଣି ଭାଜପା ମଣ୍ଡଳ ସଭାପତି ଟୁକୁନା ମହାନ୍ତ...
କଳକାରଖାନା ଉପରେ କଟକଣା ନାହିଁ
ସମ୍ବଲପୁର, ୨୫।୩ (ବ୍ୟୁରୋ)- କେନ୍ଦ୍ର ସରକାର ଲକ୍ ଡାଉନ ୨୧ ଦିନ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଦୋକାନ, ବଜାର, ଅଫିସ ବନ୍ଦ ରହିବା ସହ ରାସ୍ତା ଘାଟ ଶୂନଶାନ ହୋଇପଡିଛି...
ବଡ଼ଭାଇଙ୍କ ଠେଙ୍ଗା ମାଡ଼ରେ ସାନଭାଇ ମୃତ
ବଡ଼ସାହି,୨୫।୩(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ମଜୁରାସାହିରେ ବଡ଼ଭାଇଙ୍କ ଠେଙ୍ଗା ମାଡ଼ରେ ମଙ୍ଗଳବାର ରାତିରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତ ସାନଭାଇ ହେଲେ ଟେରା ସିଂ(୫୫) । ପ୍ରକାଶ ଯେ, କୌଣସି କାରଣକୁ ନେଇ ବଡ଼ଭାଇ ହାଗ...
Archives


