ନାସିକରେ ଫଶିିଛନ୍ତି ୨୮ ଓଡ଼ିଆ ତୀର୍ଥଯାତ୍ରୀ
ଜଳେଶ୍ୱର,୨୬।୩(ସ୍ବ.ପ୍ର)- ତୀର୍ଥଯାତ୍ରା କରିବାକୁ ଯାଇଥିବା ବାଲେଶ୍ୱର ଜିଲାର ୨୮ଜଣ ଯାତ୍ରୀ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ସହରରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ପରିବାରବର୍ଗ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ବାଲେଶ୍ୱର ଜିଲାପାଳଙ୍କ...
‘କାପୁରୁଷ ହେବା ନାହିଁ’
ସମଗ୍ର ପୃଥିବୀରେ କୋଭିଡ୍-୧୯ (କରୋନା ଭାଇରସ୍)ର ଭୟ ନାଗରିକଙ୍କ ମନରେ ଭର୍ତ୍ତି ହୋଇରହିଛି। ବିଶ୍ୱର ୧୯୩ ଦେଶରେ ଏହି ରୋଗ ଠାବ ହୋଇଥିବା ବେଳେ ଭାରତରେ ମଧ୍ୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ବନ୍ଦ ହେଲା ବାୟାଣି ଯାତ୍ରା
ଛେଣ୍ଡିପଦା, ୨୫।୩(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣି ଠାକୁରାଣୀଙ୍କ ଗୁରୁବାର ଆୟୋଜିତ ହେବାକୁ ଥିବା ବାର୍ଷିକ ଯାତ୍ରା ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ସରକାରୀ ଗାଇଡ୍ଲାଇନ ଅନୁଯାୟୀ ଯାତ୍ରା...
ଟୋକନଧାରୀଙ୍କଠାରୁ ଧାନ କିଣ: ଜିଲାପାଳ
ପାଲଲହଡା,୨୫।୩(ଡି.ଏନ.ଏ.)- ଟୋକନ ଥାଇ ମଧ୍ୟ ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ୧୧ଟି ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ନେଇ ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପାଲଲହଡା ଉପଜିଲାପାଳ ଅଜିତ କୁମାର...
ସ୍କୁଲ, ଘର ଭାଙ୍ଗିଲା ଦନ୍ତା
ପାଲଲହଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ବ୍ଲକ ଝାରବେଡାର ରାଇପାଳ ବରବାହାଳି ଜୁଆଙ୍ଗ ସାହିରେ ବୁଧବାର ଏକ ଦନ୍ତା ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଗଁାରେ ଥିବା ପ୍ରାଥମିକ ବିଦ୍ୟାଳୟ ଝରକା ଭାଙ୍ଗି ସମସ୍ତ ଆସବାବପତ୍ର ନଷ୍ଟ କରିଛି। ଏଥିସହ...
୧୮ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ଘଟଣା: ତଦନ୍ତ କଲେ ଜିଲା ପଞ୍ଚାୟତ ଅଧିକାରୀ
ପାଲଲହଡା,୨୫ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବାଲିପଶି ପଞ୍ଚାୟତର ସରପଞ୍ଚ ବାବୁଲି ନାୟକଙ୍କ ନଁ।ରେ ୧୮ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଥିଲା। ଏ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଜିଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ଉକ୍ତ...
କଟକଣାକୁ ବେଖାତିର, ୨୧ ଗିରଫ
ଢେଙ୍କାନାଳ ଅଫିସ, ୨୫।୩-ଲକ୍ଡାଉନ କଟକଣାକୁ ମାନୁନାହାନ୍ତି ଜନସାଧାରଣ। ସୁରକ୍ଷାକୁ ବିପନ୍ନ କରି ଖୋଲାମେଲାରେ ବୁଲୁଛନ୍ତି। ଏହାକୁ ନେଇ କଠୋର ହୋଇଛି ଢେଙ୍କାନାଳ ଜିଲା ପ୍ରଶାସନ। ଆଇନ ଅମାନ୍ୟ ଅଭିଯୋଗରେ ବୁଧବାର ୨୧ଜଣଙ୍କୁ ଗିରଫ କରାଯାଇଛି। ୨୧ ଗାଡ଼ି ଜବତ କରାଯିବା...
୧୪୭ ଫେରନ୍ତା ଶ୍ରମଜୀବୀ ପଞ୍ଜୀକୃତ
ବଇଣ୍ଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ବାହାରୁ ଫେରିଥିବା ୧୪୭ ଶ୍ରମଜୀବୀ ବୁଧବାର ନାମ ପଞ୍ଜୀକରଣ କରିଛନ୍ତି। ସେମାନେ ସମସ୍ତେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ହୋମ କ୍ୱାରାଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ...
ବ୍ରହ୍ମପୁର ମହାନଗର : ପ୍ରତି ୱାର୍ଡରେ ଆଳୁ, ପିଆଜ ବିକିବେ ଏସ୍ଏଚଜି ମହିଳା
ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁର ମହାନଗରର ପ୍ରତି ୱାର୍ଡରେ ଠେଲା ଗାଡ଼ି ନେଇ ଏସ୍ଏଚଜି ମହିଳାମାନେ ଗୁରୁବାରୁ ଆଳୁ, ପିଆଜ ବିକିବେ ବିକ୍ରି କରିବେ। ଏହି ବ୍ୟବସ୍ଥା ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍ ଡାଉନ...
ପେନସନ ଦାନ କଲେ ପୂର୍ବତନ ବିଧାୟକ
ଛେଣ୍ଡିପଦା,୨୫।୩(ସ୍ବ.ପ୍ର.)- କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା। ସେ ପେନସନ ବାବଦ ୩୦ ହଜାର ଟଙ୍କାର ଚେକ୍ ବୁଧବାର ଜିଲାପାଳଙ୍କ ଉଦ୍ଦେଶ୍ୟରେ...
ବାହାନା କରି ବୁଲୁଛନ୍ତି: ୨୫ ଜଣଙ୍କ ନାମରେ ମାମଲା
ଅନୁଗୋଳ ଅଫିସ୍, ୨୫ା୩- କରୋନା ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶକୁ ଲକ୍ଡାଉନ ଘୋଷଣା କରାଯାଇଥିଲେ ହେଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି କଟକଣା ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ଜରୁରୀ କାମ ନ ଥିଲେ ବି ଅନେକ...
ପ୍ରଶାସନ ଟାଣିଲା ଲକ୍ଷ୍ମଣ ରେଖା
ଅନୁଗୋଳ ଅଫିସ, ୨୫।୩- ଲକ୍ଡାଉନ ଘୋଷଣା ପରଠାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁଗୋଳ ସହରର ବିଭିନ୍ନ ଦୋକାନରେ ଭିଡ଼ ବଢ଼ୁଛି। ବୁଧବାର ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସହର ପରିଦର୍ଶନ କରି ଏପରି ଭିଡ଼ ନ ଲଗାଇବାକୁ...
Archives


