ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ ୭ ଆହତ
ଛତ୍ରପୁର,୬।୧୦,(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ତମ୍ପରା ଛକ ନିକଟରେ ଏକ ଅଟୋ ରବିବାର ରାତିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଉକ୍ତ ଅଟୋରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ୧୦୮…
ବିଧାୟକଙ୍କ ବଡ଼ ସୂଚନା: ପିପିପି ମୋଡ୍ରେ ଚାଲିବ ବରଗଡ଼ କ୍ୟାନ୍ସର ହସ୍ପିଟାଲ
ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ୟାନ୍ସର ହସ୍ପିଟାଲରେ ଦୀର୍ଘଦିନ ହେଲା ତାଲା ଝୁଲୁଛି। ଏହାକୁ ନେଇ ଗତମାସ ବିରୋଧୀ ବିଜେଡି ଶାସକ ଭାଜପା ସରକାରକୁ କଡ଼ା ସମାଲୋଚନା କରିଥିବାବେଳେ ୟୁନାଇଟେଡ୍ ଫୋରମ ଫର୍ କ୍ୟାନ୍ସର ହସ୍ପିଟାଲ ଏଟ ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇ କ୍ୟାନ୍ସର…
ହୃଦ୍ଘାତରେ ବରିଷ୍ଠ ଖବରଦାତାଙ୍କ ପରଲୋକ
ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣାର ବରିଷ୍ଠ ଖବରଦାତା ପ୍ରଭାକର ପଟ୍ଟନାୟକ(୫୧)ଙ୍କ ଶନିବାର ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ କଳାହାଣ୍ଡି ଜିଲା ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ରହିଥିଲେ। ଏହାସହ ଦୀର୍ଘ…
ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ହତ୍ୟା ଅଭିଯୋଗ: ସାମାନ୍ୟ ବଚସା ହେଲା କାଳ
ଭଞ୍ଜନଗର,୬।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲିରେ ରବିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏଥିରେ ମୁଜାଗଡ ପଂଚାୟତର ପୂର୍ବତନ ସମ୍ପାଦକ ପଞ୍ଚୁ ବେହେରା (୬୫) ମୃତ୍ୟୁବରଣ କରିଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ…
କେନାଲ ଉପରେ ହେଉନି ପୋଲ: ବାଜିରେ ଲାଗୁଛି ଜୀବନ
ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କେନାଲ ଉପରେ ପୋଲ ନ ଥିବାରୁ ଦୁଇ ପାର୍ଶ୍ୱରେ ଥିବା ଗ୍ରାମବାସୀ ଏବେ ବିପଦସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ କେନାଲ ପାରି ହେଉଛନ୍ତି। କେନାଲରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ରାଜନେତା, ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ…
ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ: ବାହାରେ ଚକାଚକ୍, ଭିତରେ ଅଳିଆ
ନୂଆପଡ଼ା,୬ ା୧୦(ମକାରୁ ବେମାଲ):ନୂଆପଡ଼ାକୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରି ଭାରତରେ ଏକ ନମ୍ବର କରିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛନ୍ତି। ପ୍ରତ୍ୟେକ ସୋମବାର ଗୋଟିଏ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଏକକ ବ୍ୟବହାର ପ୍ଲାଷ୍ଟିକମୁକ୍ତ ଉପରେ…
ଜଳପ୍ରପାତରେ ପ୍ରବଳ ସ୍ରୋତ: ପର୍ଯ୍ୟଟକଙ୍କୁ ଯିବା ମନା
ଗଜପତି,୦୬।୧୦(ଗିରିଧାରୀ ପରିଛା): ଲଗାଣ ବର୍ଷା ଯୋଗୁ ଜଳପ୍ରପାତ ଗୁଡ଼ିକରେ ପ୍ରବଳ ବର୍ଷାଜଳର ସ୍ରୋତ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଜଳପ୍ରପାତ ଭିତରକୁ ଯିବାକୁ ବାରଣ କରିଛି। ଗଜପତି ଜିଲା ପ୍ରଶାସନ ଦ୍ୱାରା ଜିଲାର ଜଳପ୍ରପାତ ଅଞ୍ଚଳକୁ…
ମଝିଘରିଆଣୀ ମନ୍ଦିର ନିକଟରେ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ରାୟଗଡ଼ା,୬/୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ମଝିଘରିଆଣି ମନ୍ଦିର ନିକଟସ୍ଥ ରାୟଗଡ଼ା-ବିଶାଖାପାଟଣା ରାସ୍ତାରେ ଥିବା ପୋଲର ବୁଲାଣିଠାରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଟ୍ରକଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ ବ୍ରେକ ଫେଲ ହୋଇ ସେଠାରେ ଥିବା…
ଦଶହରା ଷୋହଳ ପୂଜା ମହୋତ୍ସବ: ଦେବୀଙ୍କୁ ଅର୍ପଣ ହେଲା ୩୨ ଜୁଗାର
ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ମାଁ ପର୍ହାପାଟ ଦେବୀଙ୍କ ଦଶହରା ଷୋହଳ ପୂଜା ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ଜୁଗାର ଯାତ୍ରା ସମ୍ପନ୍ନ ହୋଇଛି। ଏହି ଅବସରରେ ବରାହଗୋଡ଼ା ଗ୍ରାମର ବିଭିନ୍ନ ପଡ଼ାରୁ ୩୨ଟି ଜୁଗାର ବାହାରିଥିଲା।…
ବାଇକ୍ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଆହତ
ହିଞ୍ଜିଳିକାଟୁ,୫ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ-ଆସିକା ଏନ୍ଏଚ୍- ୫୯ ଆସିକା ଥାନା ଅନ୍ତର୍ଗତ ଚେରମାରିଆ ଛକ ନିକଟରେ ରବିବାର ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ଆସିକା ଲାଲା ଶାସନର ହିମାଂଶୁ ଶେଖର…
ଖୋଲିଲା ମା’ ସମଲେଶ୍ୱରୀ ମନ୍ଦିରର ଦାନବାକ୍ସ, ଏଥିରୁ ମିଳିଲା…
ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ରହିଥିବା ଦାନବାକ୍ସ(ହୁଣ୍ଡି)କୁ ବର୍ଷକ ପରେ ରବିବାର ସନ୍ଧ୍ୟାରେ ଖୋଲାଯାଇଥିଲା। ରାତି ପ୍ରାୟ ୯ଟା ୩୦ମିନିଟ୍ ପର୍ଯ୍ୟନ୍ତ ଦାନବାକ୍ସରୁ ମିଳିଥିବା ଭକ୍ତଙ୍କ ଦାନ ରାଶି ଗଣତି ଚାଲିଥିଲା। ତେବେ ଗଣତି…
ଦୁର୍ଗାପୂଜା ଉପଲକ୍ଷେ ଧମାଲ କରୁଛି ନାଟକ ଶ୍ରୀକୃଷ୍ଣ ବଳେ…
ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ୩୭ ବର୍ଷରେ ପଦାର୍ପଣ କରିଛି ଦୁର୍ଗାପୂଜା। ଏହି ପୂଜା ବଡ଼ ଧୂମ୍ଧାମରେ ପାଳନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୋଲସରା ଗୋଛାବାଡ଼ି ଗ୍ରାମର କଳାକାରମାନଙ୍କ ଦ୍ୱାରା ନିର୍ଦ୍ଦେଶକ ରାଜେନ୍ଦ୍ର…
Archives


