ପାଲି ବୁଗବୁଗାରୁ ଆରମ୍ଭ ହେଲା ବିଶୋଧନ
ବରଗଡ଼ ଅଫିସ୍,୪।୪- କରୋନା ଭୂତାଣୁ(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲା ଅତାବିରା ବ୍ଲକ୍ ବୁଗବୁଗା ପଞ୍ଚାୟତ ପକ୍ଷରୁ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି। ଉକ୍ତ ପଞ୍ଚାୟତର ପାଲି ବୁଗବୁଗା ଗ୍ରାମରୁ ସ୍ଥାନୀୟ ସରପଞ୍ଚ ପୁଷ୍ପକାନ୍ତୀ ସେଟ୍ ଶନିବାର...
ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ
ଭବାନୀପାଟଣା/କୋକସରା-୪ । ୪, (ଡି.ଏନ.ଏ.) : ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟର ହିତାଧିକାରୀମାନଙ୍କୁ ଓଡ଼ିଶା ସରକାର ଆଗୁଆ ୩ ମାସର ରାସନ ସାମଗ୍ରୀ ସହ ପ୍ରତି ହିତାଧିକାରୀଙ୍କ ପରିବାରକୁ ୧ ହଜାର ଟଙ୍କା ଦେବା ପାଇଁ ଘୋଷଣା...
ସାନିଟାଇଜର ସିଞ୍ଚନ ଆରମ୍ଭ କଲା ବୋରିଗୁମ୍ମା ପ୍ରଶାସନ
ବୋରିଗୁମ୍ମା,୪।୪(ଡି.ଏନ୍. ଏ.): କରୋନା ପାଇଁ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସଦରରେ ସାନିଟାଇଜର ସିଞ୍ଚନ ଆରମ୍ଭ କରିଛି ପ୍ରଶାସନ। ବୋରିଗୁମ୍ମା ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବ୍ୟାଙ୍କ, ଦୈନିକ ବଜାର, ସ୍ଥାନୀୟ...
ଜିଲାପାଳ,ଏସପି ଅଫିସ ବିଶୋଧନ ହେଲା
କେନ୍ଦୁଝର,୪।୪, (ସ୍ବ.ପ୍ର.) :କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ରେ ସାନିଟାଇଜେସନ କାମ ଜୋର ସୋର ରେ ଚାଲିଛି। ଶନିବାର ଜିଲାପାଳ, ଏସପି ଙ୍କ କାର୍ଯ୍ୟାଳୟ ସମେତ କେନ୍ଦୁଝରଗଡ ପୌରପାଳିକା କାର୍ଯ୍ୟାଳୟକୁ ବିଶୋଧନ କରାଯାଇଛି। ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ...
ନିଜକୁ ସୀମାନ୍ତର ଜାଗ୍ରତ ପ୍ରହରୀ ଭାବେ ଦେଖିବାକୁ ପ୍ରସ୍ତୁତ ରୁହନ୍ତୁ
ଭୁବନେଶ୍ବର, ୪।୪(ବ୍ୟୁରୋ) : ଆଜିର ସମୟ ସମ୍ବେଦନଶୀଳ ସମୟ l ପ୍ରତିଟି ଜନସାଧାରଣ ସରକାର, ପ୍ରଶାସନ, ପୁଲିସ କୁ ସେମାନଙ୍କର କାମ କରିବାକୁ ଦିଅନ୍ତୁ l ଡାକ୍ତରଖାନା କର୍ମଚାରୀଙ୍କ ଉପରେ ମଧ୍ୟ କୌଣସି ଚାପ ପକାନ୍ତୁ ନାହିଁ l ଆଗକୁ...
ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ
ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା ବେଳେ ସମଗ୍ର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଏପରି ପରିସ୍ଥିତିରେ...
ରେଢାଖୋଲରେ ଗୋଟିଏ ପରିବାରର ୧୦ ଜଣଙ୍କୁ ସଙ୍ଗରୋଧରେ ରଖିଲା ପ୍ରଶାସନ
ରେଢାଖୋଲ, ୪।୪(ଡି.ଏନ.ଏ.)ସମ୍ବଲପୁର ଜିଲା ପ୍ରଶାସନ ରେଢାଖୋଲ ସହର ଖନ୍ଦାଢିପ ସାହି (ୱାର୍ଡ ନଂ ୭)ର ଗୋଟିଏ ପରିବାରର ୧୦ ଜଣ ସଦସ୍ୟଙ୍କୁ ସଂଗରୋଧରେ ରଖିଛି। ଏହି ପରିବାରର ଜଣେ ସଦସ୍ୟ ଖୋର୍ଦ୍ଧାରୁ ଆସିଥିଲେ। ପ୍ରଶାସନ ଏ ସଂପର୍କରେ ଜାଣିବା ପରେ...
୧୭୦ କିମି ଚାଲି ଗାଁକୁ ଫେରିଲେ ୫ ଦାଦନ ଶ୍ରମିକ
ନନ୍ଦପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ବଢ଼ିଯାଇଛି। ବାହାର ରାଜ୍ୟରେ କେଉଁଠି ଫସିରହିଛନ୍ତି ତ ଅନ୍ୟ କେଉଁଠୁ ଚାଲିଚାଲି ଗାଁକୁ ଫେରୁଛନ୍ତି। ଶନିବାର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦୀର୍ଘ ୧୭୦ କି.ମି. ଚାଲି...
ଆଶ୍ରୟସ୍ଥଳରେ ଦାଦନ ଶ୍ରମିକଙ୍କ ସ୍ଥିତି ପରଖିଲେ ଜିଲାପାଳ
ରାୟଗଡା ଅଫିସ,୪।୪: ଜିଲାପାଳ ପ୍ରମୋଦ କୁମାର ବେହେରା ଶନିବାର ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଗ୍ରାମରେ ଥିବା ଆଶ୍ରୟସ୍ଥଳରେ ଦାଦନ ଶ୍ରମିକଙ୍କ ସ୍ଥିତି ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ପରଖିଛନ୍ତି। ବିଭିନ୍ନ ରାଜ୍ୟରୁ ଆସି ଏଠାରେ...
କରୋନାକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ, ଗିରଫ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଲା ପୋଲିସ
ପାଇକମାଲ, ୪।୪(ଡିଏନଏ)- ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ଜଣେ ଯୁବକ ପ୍ରଶାନ୍ତ କୁମାର ଓରଫ୍ ପ୍ରଶାନ୍ତ ମହାନନ୍ଦଙ୍କୁ ମହଙ୍ଗା ପଡିଛି। ଏ ନେଇ ପୋଲିସ ଏକ...
ବିଶୋଧନ ହେଲା ଏନଏସି
ଭୁବନ, ୪।୪(ଡି.ଏନ୍.ଏ.)- ଢେଙ୍କାନାଳ ଜିଲା ଭୁବନ ଦମକଳ ବାହିନୀ ପକ୍ଷରୁ ଶନିବାର ଅଞ୍ଚଳର ପ୍ରମୁଖ ସ୍ଥାନଗୁଡିକୁ ବିଶୋଧନ କରାଯାଇଛି। ଏନଏସି କର୍ତ୍ତୃପକ୍ଷ ଏବଂ ତହସିଲଦାର ଶକ୍ତିକାନ୍ତ ରାଏଙ୍କ ଉପସ୍ଥିତିରେ ଡାକ୍ତରଖାନା, କାଳୀଵଜାର ଓ ନୂଆଵଜାରକୁ ବିଶୋଧନ କରାଯାଇଥିଲା। ଏହି କାର୍ଯ୍ୟରେ...
ବମିଖାଲରୁ କାଦପଡା ଯାଇଛନ୍ତି ଯୁବକ
ଆଠମଲ୍ଲିକ, ୪ା୪(ଡି.ଏନ.ଏ.)- ଭୁବନେଶ୍ୱର ସ୍ଥିତ ବମିଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ହେଲେ ବମିଖାଲର ଜନୈକ ବ୍ୟକ୍ତିଙ୍କ ଘରେ କାମ କରୁଥିବା ଜଣେ ଯୁବକ ଗୁରୁବାର ଅନୁଗୋଳ...
Archives


