ସହରାଞ୍ଚଳ ବିଶୋଧନ ଆରମ୍ଭ କଲା ଗୁଣପୁର ପ୍ରଶାସନ
ଗୁଣପୁର,୪।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି। ମେଡିକାଲ, ପୁରୁଣା ବସଷ୍ଟାଣ୍ଡ ଏବଂ ମାଛ ବଜାର ଅଞ୍ଚଳରେ ବିଶୋଧନ ହୋଇଛି। ପୌର ପରିଷଦର...
କୁକୁଡ଼ା ଦୋକାନ ଭାଙ୍ଗିଲା ପୌର ପରିଷଦ
ବାରିପଦା ଅଫିସ,୪।୪: କରୋନା ମୁକାବିଲା ପାଇଁ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମୟୂରଭଞ୍ଜ ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଶନିବାର ସହରର ସତ୍ୟସାଇ ପେଟ୍ରୋଲ ପମ୍ପ ଛକରେ ଥିବା ଏକ ବ୍ରଏଲର କୁକୁଡ଼ା...
କରୋନା ସଚେତନ ଜନଜାତି ସାହି ଆରମ୍ଭରେ ଦେଲେ ବାଡ଼
ରାୟଗଡ଼ା ଅଫିସ,୪।୪: କରୋନା ଲକ୍ ଡାଉନକୁ ସାଧାରଣ ଲୋକଙ୍କ ସହ ଅନେକ ଶିକ୍ଷିତ ମଧ୍ୟ ମାନୁ ନ ଥିବା ବେଳେ ରାୟଗଡ଼ା ସହରରେ ଥିବା ଜନଜାତିଙ୍କ ଗୋଟିଏ ସାହି ଏ ଦିଗରେ ବେଶ ସଚେତନ ଥିବା ଦେଖିବାକୁ ମିଳିଛି। ସହର...
ନିଜାମୁଦ୍ଦିନ ଫେରନ୍ତାଙ୍କ ଉପରେ ନଜର
ବାରିପଦା ଅଫିସ,୪।୪: ନିଜାମୁଦ୍ଦିନରୁ ଫେରିଥିବା ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ୫ ପରିବାରର ରକ୍ତ ନମୂନା ପରୀକ୍ଷା ପାଇଁ ପଠା ଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷେ ବାରିପଦାସ୍ଥିତ ପିଆରଏମ ମେଡିକାଲରେ ଜଣେ...
ହିଙ୍ଗୁଳା ଯାତ୍ରାରେ ଯୋଗ ନ ଦେବାକୁ ପରାମର୍ଶ: ସାମାଜିକ ଦୂରତା ରକ୍ଷା କରିବେ ପୂଜକ, ସେବାୟତ
ତାଳଚେର, ୪ା୪(ନି.ପ୍ର.)- ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ମା’ ହିଙ୍ଗୁଳା ଠାକୁରାଣୀ...
ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍ଡାଉନ
ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୯ ଘଣ୍ଟିଆ ସଟ୍ଡାଉନ ନିର୍ଦ୍ଦେଶ ଜାରି...
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ଅଭିଯୋଗରେ ଓ୍ବେବପୋର୍ଟାଲ ଖବରଦାତା ଗିରଫ
ନୂଆପଡା ଅଫିସ,୪।୪- ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ ତାଗିଦା କରୁଛି। ଏଭଳିକି କେତେଜଣଙ୍କୁ ଗିରଫ ମଧ୍ୟ କଲାଣି। ତଥାପି ଲୋକଙ୍କ ଭୟ ରହୁନି । ଏହିକ୍ରମରେ ନୂଆପଡ଼ା ଜିଲା...
ଚାଷୀଙ୍କ ଦାବି: ପଞ୍ଜିକରଣ ସମୟ ବଢୁ
ଜୟପୁର,୪।୪ (ଡି.ଏନ୍.ଏ.): ଆସନ୍ତା ରବି ଚାଷ ପାଇଁ ଚାଷୀଙ୍କ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛି କୋରାପୁଟ ଜିଲା କୃଷକ କଲ୍ୟାଣ ମଞ୍ଚ। କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏହି ଦାବିପତ୍ର ପ୍ରଦାନ...
ବୃଦ୍ଧାଙ୍କୁ ଗଛତଳୁ ଉଦ୍ଧାର କଲା ପ୍ରଶାସନ
ନୂଆପଡା ଅଫିସ,୪।୪- ନୂଆପଡ଼ା ଜିଲା କୋମନା ବ୍ଲକ ପ୍ରଶାସନ ସାବିତ୍ରୀ ତାଣ୍ଡି (୬୫) ନାମ୍ନୀ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛି । ତାଙ୍କ ଘର ସ୍ଥାନୀୟ ଧୂମାଭଟା ଗାଁରେ ବୋଲି ଜଣାପଡିଛି । ସେ ଭୋକଉପାସରେ ପଣ୍ଡରାପଥର ଗାଁ ମୁଣ୍ଡ...
ସଟ ଡାଉନ ସଫଳ ହେଇଛି:ଡିଜିପି
ଭୁବନେଶ୍ୱର: ସଟ୍ଡାଉନ ସମ୍ପର୍କରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍ଡାଉନ ସଫଳ ହୋଇଛି । ଅଞ୍ଚଳବାସୀ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି। ସଟ ଡାଉନ ନିୟମ ଉଲଂଘନ କରିବାରୁ...
ବରିଷ୍ଠ ସାହିତ୍ୟିକ, ଗବେଷକଙ୍କ ପରଲୋକରେ ଶୋକ
କେନ୍ଦୁଝର , ୪।୪(ସ୍ବ.ପ୍ର.): ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଗବେଷକ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ (୯୦)ଙ୍କ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ର ତଥା ଆଦିବାସୀ କଳା, ସଂସ୍କୃତି, ପର୍ବପର୍ବାଣି ଓ ପରମ୍ପରା ଉପରେ ତାଙ୍କର ଗବେଷଣା...
ଲକ୍ ଡାଉନ ମାନିଲେନି, ଜବତ ହେଲା ୨୫ ବାଇକ୍
ଗୁଣପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ବେଳେ ରାୟଗଡ଼ା ଜିଲା ଗୁଣପୁର ଏବଂ ପଦ୍ମପୁର ପୋଲିସ ୨୫ ବାଇକ୍ ଜବତ କରିଛି। ଲକ୍ ଡାଉନ ସମୟର ନିୟମ ଭାଙ୍ଗି ଥିବାରୁ ବାଇକ୍ ସବୁ ଜବତ କରାଯାଇଛି l ଗୁଣପୁରଠାରେ ୧୨ ବାଇକ୍ ଜବତ...
Archives


