ଜିଲାପାଳଙ୍କୁ ଭେଟିଲେ OASରେ ସଫଳତା ପାଇଥିବା ଜନକ, ଭବିଷ୍ୟତରେ ଆଇଏଏସ୍ ହେବାକୁ ଲକ୍ଷ୍ୟ
ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷାରେ ୩୨୭ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜନକ କୁମାର ତରାଇ ସୋମବାର ଜିଲାପାଳ ଭି କୀର୍ତ୍ତି ଭାସନଙ୍କୁ ଭେଟିଛନ୍ତି। ଏହି ଅବସରରେ ଜିଲପାାଳ ଜନକଙ୍କୁ ଏକ ମାନପତ୍ର ପ୍ରଦାନ…
ହଠାତ୍ ଚିରାଗଙ୍କ ଘରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ: ରାଜନୀତିରେ ହଲଚଲ
ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ଘୋଷଣା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି। ଆସନ ବଣ୍ଟନ ନେଇ ଶାସକ ଏନଡିଏ ଏବଂ ବିରୋଧୀ ମେଣ୍ଟ ମଧ୍ୟରେ ଆଲୋଚନା ଚାଲିଛି। କୁହାଯାଉଛି ଯେ, ଚିରାଗ ପାସୱାନ ଆସନ ବଣ୍ଟନ ଫର୍ମୁଲାରେ…
କଟକରୁ ହଟିଲା କର୍ଫ୍ୟୁ: ଇଣ୍ଟରନେଟ ସେବାକୁ ନେଇ ବଡ଼ ସୂଚନା ଦେଲେ ପୋଲିସ କମିଶନର
କଟକ,୭।୧୦: ଶେଷରେ କଟକରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଛି। ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ। ପରିସ୍ଥିତି ଦେଖି ଇଣ୍ଟରନେଟ ସେବା…
ଚାଷ ସାରି ଘରକୁ ଫେରୁଥିଲେ ବିଜୟ, ନଦୀରେ ଭାସିଗଲେ: ଆଉ ତା’ପରେ…
ଭଞ୍ଜନଗର,୭।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗିର ବିଜୟ କୁମାର ସାହୁ (୫୦) ଗ୍ରାମ ନିକଟ ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାର ସକାଳେ ପୋଲିସ ବିଜୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ…
ବ୍ୟବସାୟୀଙ୍କୁ ଗାଡି ଚପାଇ ହତ୍ୟା ଉଦ୍ୟମ, ନିଛାଟିଆ ସ୍ଥାନରେ ହୋଟେଲ ମାଲିକଙ୍କୁ…
ବଲାଙ୍ଗୀର/ଟିଟିଲାଗଡ,୭।୧୦( ସୁନିଲ ମହାନ୍ତି, ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ଜଣେ ହୋଟେଲ ମାଲିକଙ୍କୁ ବୋଲେରୋ ଗାଡି ଚପାଇ ହତ୍ୟା କରିବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ ଦେଖି ଏହି ଅଭିଯୋଗ କରାଯାଇଛି। ଟିଟିଲାଗଡ଼ ବିଡିସିସି…
ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ: ୪ଗୁରୁତର
ପୁରୀ,୭।୧୦: ହରଶପଡ଼ାରୁ ସୁକଳ ଯାଉଥିବା ଏକ ଆମ ବସ୍ରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ବିନ୍ଧନ ଛକଠାରେ ଜଣେ ଯୁବକ ବସ୍ରେ ଚଢି ବସିଥିବା ଯାତ୍ରୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଆକ୍ରମଣକାରୀଙ୍କ ସମତେ ୪ଜଣ ଯାତ୍ରୀ ଗୁରୁତର…
ଏସ୍ଆଇ ପରୀକ୍ଷା ଜାଲିଆତି: ଆସିଲା ରାଜନୈତିକ ଲିଙ୍କ୍
ଭୁବନେଶ୍ୱର,(ସତ୍ୟଜିତ ରାଉତ)/ବାଲେଶ୍ୱର, ୬ା୧୦ (ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍ବ୍ରାଞ୍ଚ ପାଇଁ…
ସୁନା ଦୋକାନରେ ଭୀଷଣ ନିଆଁ: ସବୁ ଜଳିପୋଡ଼ି ଛାରଖାର୍
ମୁନିଗୁଡା,୭।୧୦(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲା ମୁନିଗୁଡାର ପାଇକସାହି ଛକ ବଜାରସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ସୁନା ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଦୋକାନରେ ନିଆଁ ଲାଗିଥିବା ନେଇ…
ମହୁମାଛି ଆକ୍ରମଣରେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ଜ୍ବାଇଁ ମୃତ, ମହୁ ସଂଗ୍ରହ କରିବାକୁ ଯାଇଥିବାବେଳେ ହଠାତ୍…
କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଭୂୟାଁ ଆଦିବାସୀ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିରୋ ସାଆନ୍ତ (୫୫)। ସେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ବଡ ଜ୍ବାଇଁ ବୋଲି…
କଟକ ସହରରେ କର୍ଫ୍ୟୁ କଟକଣା କୋହଳ: ଜୀବନଯାତ୍ରା ସ୍ବାଭାବିକ
କଟକ,୭।୧୦: କଟକ ସହରରେ କଟକଣା କୋହଳ ହୋଇଛି। ପରବର୍ତ୍ତୀ କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଫଳରେ କଟକ ସହରରେ ଜୀବନଯାତ୍ରା ଏକପ୍ରକାର ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଜି ସକାଳ ୧୦ଟା ପର୍ଯ୍ୟନ୍ତ…
ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ
ଲୋଇସିଂହା,୭।୧୦(ସୁଶାନ୍ତ ବାରିକ):ବରଗଡ଼ ଜିଲା ସୋହେଲାର ପ୍ରସିଦ୍ଧ ଦୂର୍ଗା ପୂଜା ଅବସରରେଏକ ସ୍ବତନ୍ତ୍ର ଉତ୍ସବରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତାଙ୍କ ଆବାହକରେ…
ଯାତ୍ରୀବାହୀ ବସ୍ ଓଲଟି ୨୦ ଆହତ, ୫ ଗୁରୁତର
ସିମୁଳିଆ,୭।୧୦(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟାରେ ଡିଭାଇଡରକୁ ଧକ୍କା ଦେଇ ଏକ ଯାତ୍ରୀବାସୀ ବସ୍ ଓଲଟି ପଡିଥିଲା। ପୁରୀରୁ ଦୀଘା ଯାଉଥିବାଳ ବେଳେ…
Archives


