ନିର୍ମାଣ ଶ୍ରମିକଙ୍କୁ ମାସ୍କ, ସହାୟତା ରାଶି ବଣ୍ଟନ
ଖଇରା, ୧୦।୪(ଡି.ଏନ.ଏ.)-ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି ା ପ୍ରଥମେ ମନ୍ତ୍ରୀ ଅନ୍ଧାରୀ ଗ୍ରାମକୁ ଯାଇ ରବୀନ୍ଦ୍ର କୁମାର...
ବାଜିଲାନି ସାହାନାଇ: ଫିକା ପଡ଼ିଲା ଚନ୍ଦନେଶ୍ୱରଙ୍କ କାମିନୀ ବିବାହ
ଭୋଗରାଇ, ୧୦।୪(ଡି.ଏନ.ଏ.)-କରୋନା ପାଇଁ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କ ମେଳା ଚଳିତବର୍ଷ ଫିକା ପଡ଼ିଛି। ଚନ୍ଦନେଶ୍ୱର ଟ୍ରଷ୍ଟ ବୋର୍ଡ଼ ତଥା ଜିଲା ପ୍ରଶାସନର କଡ଼ା କଟକଣା ଯୋଗୁ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା...
ଖଇରାରେ ଆରମ୍ଭ ହେଲା ବିଶୋଧନ
ଖଇରା, ୧୦।୪(ଡି.ଏନ.ଏ.)-ଖଇରା ଅଗ୍ନିଶମ ବିଭାଗ ତରଫରୁ ଖଇରା ବଜାର ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁବାର ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ହାଡିବନ୍ଧୁ ସିଂଙ୍କ ନେତୃତ୍ୱରେ ପ୍ରଥମେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଶୋଧନ କରାଯାଇଥିଲା। ପରେ...
ଏସ୍ଇଏମ୍ଙ୍କୁ ବାନ୍ଧିଲେ ଗ୍ରାମବାସୀ
ସଜନାଗଡ଼, ୧୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କେସିପୁର ପଞ୍ଚାୟତର ଭାଲିଆପୁଷି ଗ୍ରାମରେ ଅଚଳ ନଳକୂପକୁ ତୁରନ୍ତ ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଗୁରୁବାର ଏହାକୁ ମରାମତି କରିବାକୁ ଯାଇଥିବା ପଞ୍ଚାୟତସ୍ତରୀୟ...
ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା
ବାଲେଶ୍ୱର ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଏବେ ଲକ୍ଡାଉନ ରହିଛି। ଏହି ସମୟକୁ କିପରି ସଦୁପଯୋଗ କରାଯାଇପାରିବ ତାହାକୁ ନେଇ ବିଶିଷ୍ଟ ଶିଳ୍ପୀ କେଶୁ ଦାସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଓଡ଼ିଆ...
୨୦ରୁ ଊର୍ଦ୍ଧ୍ୱ ମଦଭାଟି ଭାଙ୍ଗିଲେ ଏସ୍ଏଚ୍ଜି
ଔପଦା, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡସାହି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଶୀତବଣ ପାହାଡଘେରା ବେତେଇ ଗ୍ରାମ ଜଙ୍ଗଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ବେଆଇନ ମହୁଲି ମଦଭାଟିକୁ ସ୍ଥାନୀୟ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଓ ଗ୍ରାମବାସୀ ମିଳିତ ଭାବେ...
ପୁଣି ୪ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୪୮
ଭୁବନେଶ୍ୱର,୧୦।୪: (ବ୍ୟୁରୋ)- ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଁଚିଛି। ଗୁରୁବାର ମୋଟ ୬ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ଗୁରୁବାର...
ଗୁଡ୍ଫ୍ରାଇଡେ ଚର୍ଚ୍ଚରେ ପାଳନ ନ କରିବାକୁ ପରାମର୍ଶ
ଦାରିଙ୍ଗବାଡ଼ି,୯।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଖ୍ରୀଷ୍ଟ ସମ୍ପ୍ରଦାୟ ପକ୍ଷରୁ ଗୁଡ୍ ଫ୍ରାଇଡେ ପାଳନ ହୋବାକୁ ଥିଲା ା ଏହାକୁ ଚର୍ଚ୍ଚ ପରିସରରେ ନ କରିବା ପାଇଁ ବିଭିନ୍ନ ଚର୍ଚ୍ଚ ଗୁଡ଼ିକୁ ପରାମର୍ଶ ଦିଆଯାଇଛି ା କନ୍ଧମାଳ ଜିଲାପାଳ ଡ....
ମତ୍ସ୍ୟଜୀବୀଙ୍କୁ ପେଟ ଚିନ୍ତା
ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ଓ ଲକ୍ ଡାଉନ ଘୋଷଣା ପରେ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଛି। ଶ୍ରମିକ, ଦିନ ମଜୁରିଆଙ୍କଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀର ପରିବାର ଉପରେ ଏହାର ପ୍ରଭାବ ପଡିଛି। ଏଥିରୁ ବାଦ୍...
୧୨ଜଣଙ୍କୁ ଦିଆଗଲା କୁକୁର କାମୁଡା ଇଞ୍ଜେକସନ
ଜୁନାଗଡ,୯।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଗତ ୨ଦିନ ହେଲା ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ସହରର ବିଭିନ୍ନ ପଡାରେ ଏହି କୁକୁରମାନେ ୨୦ଜଣଙ୍କୁ କାମୁଡିଥିବା ଅଭିଯୋଗ ହୋଇଥିଲା। ତେବେ ଜୁନାଗଡ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ ନ...
ବୌଦ୍ଧ ଆରଏସଏସ ପକ୍ଷରୁ ମାସ୍କ ବଣ୍ଟନ
ବୌଦ୍ଧ, ୯ା୪(ସ୍ବ.ପ୍ର)-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ଶାଖା ପକ୍ଷରୁ କରୋନା ସଚେତନତା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାନିଟାଇଜେସନ ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଜିଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଓ ନଗର କାର୍ଯ୍ୟବାହ...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା
ପାଟଣାଗଡ, ୯ା୪(ଡି.ଏନ.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ପାଟଣାଗଡ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଳିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଲବ କୁମାର ଅଗ୍ରୱାଲ ନିଜ ଦିବ୍ୟାଙ୍ଗ ଭତ୍ତା ଟଙ୍କାରୁ...
Archives


