ବୁଲା କୁକୁରଙ୍କ ପାଇଁ ଦରଦ
ରାଉରକେଲା ଅଫିସ,୧୧ା୪: ପେଶାରେ ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ହେଲେ ମନରେ ତାଙ୍କର ଜୀବେ ଦୟା ନୀତି ଭରି ରହିଛି। କରୋନା ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ ରାଉରକେଲା ସହରର ବୁଲା ପଶୁପକ୍ଷୀଙ୍କ ଅବସ୍ଥା ସଂଗୀନ ହୋଇ...
୫ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ
ନୂଆପଡା ଅଫିସ,୧୧ା୪: ଲକ୍ଡାଉନ ସମୟରେ କାହାକୁ ଭୋକରେ ରହିବାକୁ ଦିଆଯିବ ନାହିଁ ବୋଲି ସରକାର ବିକଳ୍ପ ପନ୍ଥା ମାନ ଅବଲମ୍ବନ କରୁଛନ୍ତି। ନୂଆପଡା ଜିଲାର ୧୩୧ ପଞ୍ଚାୟତ ମଧ୍ୟରୁ ୧୧୦ ପଞ୍ଚାୟତରେ ପ୍ରତ୍ୟହ ୫ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ହେଲେ...
ରାଉରକେଲାରେ ନିୟମ ମାନୁ ନାହାନ୍ତି ବାଇକ୍ ଚାଳକ
ରାଉରକେଲା ଅଫିସ,୧୧ା ୪-ରାଉରକେଲାରେ ଅମାନିଆ ବାଇକ ଚାଳକ ବାଟକୁ ଆସୁ ନାହାନ୍ତି। ଘର ପାଖରେ ସମସ୍ତ ସୁବିଧା ସତ୍ତ୍ୱେ ରାସ୍ତାରେ ମାଳ ମାଳ ବାଇକ୍ ବୁଲୁଛି। ଇସ୍ପାତ ସହରର ଶିକ୍ଷିତ ଯୁବ ବର୍ଗଙ୍କ ମତି ଗତିରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ...
ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ରିକ୍ସା ଚଳାଇଲେ ୱାର୍ଡସଭ୍ୟ
ବଲାଙ୍ଗୀର ଅଫିସ,୧୧ା୪: ଗରିବଙ୍କ ଦୁଃଖକୁ ଜଣେ ଗରିବ ହିଁ ଠିକ୍ ଭାବେ ବୁଝିପାରେ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଖୁଜେନପାଲି ଗ୍ରାମ ପଞ୍ଚାୟତ ୧୦ ନମ୍ବର ୱାର୍ଡର ୱାର୍ଡସଭ୍ୟ ତଥା କାମାକ୍ଷୀନଗର ନିବାସୀ ଶିବ ସା...
ଲକ୍ ଡାଉନ ପାଇଁ ପେଟକୁ ଖାଦ୍ୟ ଯୋଗାଡ କରି ହେଉନି
ସମ୍ବଲପୁର, ୧୧।୪ (ବ୍ୟୁରୋ)- ସମ୍ବଲପୁର ଜିଲା ଖୁଲିଆ ଗ୍ରାମର ବହୁମୁଖି କଳାକାର ଲାଲୁ ମୁଣ୍ଡାଙ୍କୁ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଛି । ଲାଲୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ତାଙ୍କ ବୟସ ୬୮...
ଭୋକ ଓପାସରେ ବୁଲା କୁକୁର
ବଲାଙ୍ଗୀର ଅଫିସ,୧୧ା୪: କରୋନା ଲକ୍ଡାଉନ୍ ସମୟରେ ରାଜ୍ୟ ସରକାର ରାଜ୍ୟର ଗରିବ ଜନସାଧାରଣଙ୍କ ଭଳି ବୁଲା କୁକୁର ଓ ଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ବଲାଙ୍ଗୀର ମ୍ୟୁନିସିପାଲଟି ଫେଲ ମାରିଛି।...
ଘର ଭାଙ୍ଗିଲା, ବୃଦ୍ଧାଙ୍କୁ ଦଳି ମାରିଲା ହାତୀ
ଖପ୍ରାଖୋଲ,୧୧ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବ୍ଲକ ଅନ୍ତର୍ଗତ ହନୁପାଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ମୃତା ହେଲେ ବେଲମତୀ ବରିହା(୯୦)। ହାତୀ ଆକ୍ରମଣରୁ ତାଙ୍କ...
କରୋନା ଯୋଗୁ ଗୋରୁଗାଈ ଓପାସରେ
ସମ୍ବଲପୁର, ୧୧।୪ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ସମ୍ବଲପୁରରେ ଲକ୍ ଡାଉନ ଜାରି ରହିଛି । ଗରିବ ଜନସାଧାରଣଙ୍କୁ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି । କିନ୍ତୁ ଗୋରୁ ଗାଈ...
ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍ କିଟ୍
କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି କରୋନା ସହ ମୁକାବିଲା କରୁଥିବା ବେଳେ ଡାକ ବିଭାଗର କର୍ମଚାରୀମାନେ ଯୋଧ୍ୟା ଭାବରେ...
ରିଲିଫ ପାଣ୍ଠିକୁ ଦାନ କଲା ଶୀତଳଷଷ୍ଠୀ ଯାତ୍ରା କମିଟି
ସମ୍ବଲପୁର, ୧୧।୪ (ବ୍ୟୁରୋ)-ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଏହି ପରିସ୍ଥିତିରେ ମୁକାବିଲା ଲାଗି ସମ୍ବଲପୁର ବଡବଜାର ଶ୍ରୀ ଶ୍ରୀ ଶିତଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛି।...
ଗଛରେ ପାଚୁଛି ବାଇଗଣ, ମାଟିରେ ପୋତୁଛି ଚାଷୀ
ବେଗୁନିଆପଡା,୧୧ା୪(ଡି.ଏନ.ଏ.)- ବେଗୁନିଆପଡା ବ୍ଲକର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକର କଞ୍ଚଣା ଓ ପୁସ୍ତପୁର ଗ୍ରାମରେ ପ୍ରଚୁର ବାଇଗଣ ଚାଷ ହୋଇଥାଏ। ଲକ୍ଡାଉନ ଯୋଗୁ ବହୁ ଚାଷୀ ବିକ୍ରି ହେଉ ନ ଥିବାରୁ ଏହାକୁ ତୋଳୁ ନାହାନ୍ତି। ବେଗୁନିଆପଡ଼ା ସ୍ଥିତ...
ଭୂତ ବେଶରେ ସଚେତନତା
କବିସୂର୍ଯ୍ୟନଗର,୧୧ା୪- କରୋନାକୁ ମୁକାବିଲା କରିବାକୁ ଲକ୍ଡାଉନ୍ ହିଁ ଏକମାତ୍ର ବିକଳ୍ପ। ତେଣୁ ଏକ ନିଆରା ଢଙ୍ଗରେ ସଚେତନତା କରୁଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ସମାଜସେବୀ ଏ.ବ୍ରହ୍ମାନନ୍ଦ। ଭୂତବେଶରେ ଗଁା ଗଁା ବୁଲି ଲୋକଙ୍କୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ବୁଝାଉଛନ୍ତି। ଲକ୍-ଡାଉନ...
Archives


