ଆମ ଜିଲା ଖବର

ଜି.ଉଦୟଗିରିରେ ଘୂର୍ଣ୍ଣିଝଡ଼, କୁଆପଥର ବର୍ଷା

ଜି.ଉଦୟଗିରି, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହରରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ କୁଆପଡ଼ର ବର୍ଷା ହୋଇଥିଲା। ପ୍ରାୟ ଏକ ଘଣ୍ଟାଧରି ଏହି ଘୂର୍ଣ୍ଣିଝଡ଼ ଓ କୂଅପଥର ବର୍ଷା ଫଳରେ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ...

ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ ପରିଦର୍ଶନ କରିଛନ୍ତି।...

ଏସଆଇଙ୍କ ମଣିଷପଣିଆ: ବୃଦ୍ଧାଙ୍କୁ ବୁଝାଇସୁଝାଇ ଖୁଆଇଲେ

ମଣିଷପଣିଆ ଦେଖାଇବାକୁ ଟଙ୍କା, ପଇସା ଦରକାର ନାହିଁ । ଏହାକୁ ବିନା ମୂଲ୍ୟରେ ବି ଖର୍ଚ୍ଚ କରାଯାଇ ପାରେ । ଆଉ ଯିଏ ନିଜର ମଣିଷପଣିଆକୁ ଖୁସିରେ ଖର୍ଚ୍ଚ କରି ଶିଖିଛି, ସେ ହେଉଛି ପ୍ରକୃତ ମଣିଷ । ଅନ୍ୟକୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଲା କଳାହାଣ୍ଡି ଶିକ୍ଷା ବିଭାଗ

ଭବାନୀପାଟଣା,୧୮।୪ (ସ୍ବ.ପ୍ର.): କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଇଛି କଳାହାଣ୍ଡି ଜିଲା ଶିକ୍ଷା ବିଭାଗ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ଜିଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ସମୁଦାୟ ୭୭ ଲକ୍ଷ ୪୧ ହଜାର ୫୮...

ବରଗଡ଼ସ୍ଥିତ କୋଭିଡ-୧୯ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ

ବରଗଡ଼ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ-୧୯ ହସପିଟାଲ ସ୍ଥାପନ କରାଯାଇଛି। ଏହି କ୍ରମରେ ବରଗଡ଼ ସହର ଉପକଣ୍ଠ ଖେଦାପାଲି (ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଏକ କୋଭିଡ-୧୯ ହସ୍ପିଟାଲ ସ୍ଥାପିତ ହୋଇଛି।...

ମାସ୍କ ବାଣ୍ଟିଲା ଜାବ

ବରଗଡ଼ ଅଫିସ,୧୮।୪: କରୋନା (କୋଭିଡ-୧୯) ଭୂତାଣୁ ପ୍ରତିହତ କରିବା ପାଇଁ ମୁହଁରେ ମାସ୍କ, ରୁମାଲ କିମ୍ବା ଗାମୁଛା ବାନ୍ଧିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏପରିକି ଘରୁ ବାହାରି ସମୟରେ ମାସ୍କ ପିନ୍ଧି ନ ଥିଲେ ଜରିିମାନା...

ବେଆଇନ ଚୋରା ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ରାଜନଗର ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ବୈତରଣୀ ନଦୀର ରାଇକଳା ବାଲି ଘାଟରୁ ୨ଟି ଟ୍ରାକ୍ଟର ଜବତ ହୋଇଛି। ବେଆଇନ ଚୋରା ଚାଲାଣ ହେଉଥିବା ବେଳେ ଶନିବାର ତୁରୁମୁଙ୍ଗା ପୋଲିସ ୨ଟି ବାଲି ବୋଝେଇ...

ସନ୍ଧ୍ୟାରେ ଟିଫିନ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାଣ୍ଟୁଛି ରୋଟାରୀ ମିଡ୍‌ଟାଉନ

ଭଦ୍ରକ ଅଫିସ,୧୮।୪: ଭଦ୍ରକରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଳା ରୋଟାରୀ ମିଡ୍‌ଟାଉନ। ଅସହାୟ ଲୋକଙ୍କ ପାଇଁ ରୋଟାରୀ ମିଡ୍‌ଟାଉନ ପକ୍ଷରୁ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ଟିଫିନ ଓ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ମିଡ୍‌ଟାଉନ ସଭାପତି ତଥା...

୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ହେଲେ କିଛି ଅମାନିଆ ଲୋକ ଏହି ସବୁ ନିୟମକୁ ଉଲ୍ଳଂଘନ କରୁଥିବା...

ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀ

ଭଦ୍ରକ ଅଫିସ,୧୮।୪: ଲକ୍‌ଡାଉନ୍‌ ସମୟରେ ଦୁଇ ନିଆରା ସେବାକାରୀଙ୍କୁ ନେଇ ଏବେ ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଲକ୍‌ଡାଉନ୍‌ରେ ଘରେ ସମସ୍ତେ ବନ୍ଦୀ ହୋଇ ଥିବାବେଳେ ଏହି ଦୁଇ ଜଣ ବ୍ୟକ୍ତି କିନ୍ତୁ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାରେ ବ୍ୟସ୍ତ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ଭଦ୍ରକର ପି.ଏନ୍‌. ଏଜେନ୍ସିି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପି.ଏନ୍‌. ଏଜେନ୍ସିି ପକ୍ଷରୁ ସମାଜସେବୀ ସୀତାଂଶୁ ମହାପାତ୍ର ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସଙ୍କୁ ଏକ...

ରବିବାର ଖୋଲିବ ବହିଦୋକାନ: ରୋଗୀ ଯାତାୟତ ପାଇଁ ପ୍ରଶାସନ ଧାର୍ଯ୍ୟ କଲା ଅଟୋ ଭଡ଼ା

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଭଦ୍ରକରେ ଆଶିଂକ ଭାବେ ଏହାକୁ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୋଗୀ ନେବା ଆଣିବା ପାଇଁ ଅଟୋ ଚଳାଚଳ କରିବା ଲାଗି ଭଦ୍ରକ ପ୍ରଶାସନ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri