ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୪ ଲକ୍ଷ ୩ ହଜାର ଟଙ୍କା ସହାୟତା ପ୍ରଦାନ କଲା ଚନ୍ଦାହାଣ୍ଡି ଶିକ୍ଷା ବିଭାଗ
ଚନ୍ଦାହାଣ୍ଡି,୧୮ା୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଇଓ ଭଜନଲାଲ ମାଝିଙ୍କ ନେତୃତ୍ୱରେ ବ୍ଲକର ଏଲିମେଣ୍ଟାରୀ ଶିକ୍ଷକ ସଂଘର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୪ ଲକ୍ଷ...
ପରଲୋକରେ ବିଶିଷ୍ଟ ସାହିତି୍ୟକ ରତ୍ନାକର ଚଇନି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
କଟକ ଅଫିସ,୧୮।୪: ବିଶିଷ୍ଟ ସାହିତି୍ୟକ ତଥା ନାଟ୍ୟକାର ରତ୍ନାକର ଚଇନିଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। କଟକସ୍ଥିତ ବାସଭବନରେ ଅପରାହ୍ନରେ ତାଙ୍କର ବିୟୋଗ ହୋଇଛି। ଏହି ଖବର ପାଇ ବହୁ ମାନ୍ୟଗଣ୍ୟ...
ଚାଷକାର୍ଯ୍ୟରୁ କଟକଣା ଉଠିବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ: ଦାରିଙ୍ଗବାଡ଼ିରେ ଚାଲିଛି ହଳଦୀ ଚାଷ
ଦାରିଙ୍ଗବାଡ଼ି,୧୮ା୪(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଘୋଷଣା ଅବଧି ବୃଦ୍ଧି ପାଇଛି ା ଆସନ୍ତା ମେ’୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ବଳବତ୍ତର ରହିଥିବା ବେଳେ ସରକାର ଚାଷକାର୍ଯ୍ୟ ପାଇଁ ଏହି ନିୟମକୁ କୋହଳ କରିଛନ୍ତି। ଫଳରେ ବିଶ୍ୱ ପ୍ରସିଦ୍ଧ କନ୍ଧମାଳ...
କରୋନା ପ୍ରତିହତ ପାଇଁ ସଚେତନ କଲେ ବିଧାୟକ, ପ୍ରଶାସନିକ ଅଧିକାରୀ
ବାଲିଗୁଡ଼ା,୧୮ା୪(ଡି.ଏନ୍.ଏ.): ମହାମାରୀ କରୋନା ଭୂତାଣୁ ରୋକିବା ନିମନ୍ତେ ସବୁସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସମେତ...
ବିଡିଓ, ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଉଦ୍ୟମ, ୩ ଅଟକ
ଯାଜପୁର ଅଫିସ,୧୮ା୪: ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଶନିବାର ପୂର୍ବାହ୍ନରେ ଜିଲାପାଳ ରଞ୍ଜନ...
ଲକ୍ଡାଉନ୍ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ
ବାଲିଗୁଡ଼ା,୧୮।୪.(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି । ଘଟଣା ସ୍ଥଳରୁ ୩୦ ଲିଟର ରନ୍ଧା...
ଲକ୍ଡାଉନ୍ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ
ସୁନ୍ଦରଗଡ଼, ୧୮।୪(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍ଡାଉନ୍ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ ସ୍ଥିର ହୋଇଥିବା ବର କନ୍ୟା ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା...
କୋଭିଡ-୧୯ ଲେଖି କାଠ ଚୋରା ଚାଲାଣ
ସମ୍ବଲପୁର,୧୮ା୪(ବ୍ୟୁରୋ)-ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଗାଡି ଗୁଡିକୁ ପାସ୍ ଦେଇଛନ୍ତି। ଫଳରେ ଗାଡି ସମ୍ମୁଖରେ କୋଭିଡ- ୧୯ ଲେଖାଥିବାରୁ କେଉଁଠି ନ ଅଟକି ସୁବଧାରେ ଯିବା ଆସିବା କରିପାରିବ। ହେଲେ ଏହି ସୁଯୋଗକୁ ହାତ ଛଡା...
ଦିଗପହଣ୍ଡିରେ ସ୍ଥିତି ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲିଦେଖିଲେ, ସରକାରୀ ସହାୟତା ନେଇ ପଚାରି ବୁଝିଲେ
ଦିଗପହଣ୍ଡି,୧୮।୪(ଡି.ଏନ୍.ଏ.): ଲକ୍ଡାଉନ୍ ନିୟମ ନ ମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଜିଲାପାଳ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି...
ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଲା ବ୍ଲକ ପ୍ରଶାସନ
ବନ୍ତ,୧୮।୪(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ମନୋହରପୁର ଗ୍ରାମର ୪ ଅଗ୍ନିବିପନ୍ନ ପରିବାରଙ୍କୁ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଙ୍ଗ ଓ ସରପଞ୍ଚଙ୍କ ପ୍ରତିନିଧି ନିମାଇଁ ଜେନା ଭେଟି ସମବେଦନା ଜଣାଇବା ସହିତ ସରକାରୀ...
ମାସ୍କ, ସାବୁନ ବଣ୍ଟନ
କେନ୍ଦୁଝର, ୧୮।୪(ସ୍ବ.ପ୍ର.)-ହରିଚନ୍ଦନପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ମହାମାରୀ ପାଇଁ ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ସାବୁନ, ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ବର୍ତ୍ତମାନ ସବୁଠି କରୋନା ମହାମାରୀର ଆତଙ୍କ ଖେଳିଯାଇଛି । ଏହାକୁ ଆଖି ଆଗରେ...
ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ ପ୍ରସ୍ତାବ
ପୁରୀ ଅଫିସ,୧୮।୪: ଆସନ୍ତା ଜୁନ୍ ୨୩ରେ ରଥଯାତ୍ରା। ତେବେ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ କୌଣସି ଚିତ୍ର ସ୍ପଷ୍ଟ ନ ଥିବା ବେଳେ କରୋନା ଟେଷ୍ଟ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।...
Archives


