ଦୁଇ ମାସରେ ୧୦ମୃତ୍ୟୁ, ଅନେକ ଲୋକ ଆକ୍ରାନ୍ତ: ଡେଙ୍ଗୁ ସନ୍ଦେହ
ମୁନିଗୁଡା,୨୧।୪: କରୋନା ବା କୋଭିଡ-୧୯କୁ ନେଇ ସାରା ରାଜ୍ୟରେ ଏବେ ଆତଙ୍କ ଖେଳିଯାଇ ଥିବା ବେଳେ ରାୟଗଡା ଜିଲା ମୁନିଗୁଡାରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିଛି। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ...
ଲକ୍ଡାଉନ ଉଠିବା ପରେ ବାହାର ରାଜ୍ୟରୁ ଫେରିବେ ଲୋକେ: ନାମ ପଞ୍ଜିକରଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି
ଛତ୍ରପୁର, ୨୧।୪( ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାର ବହୁ ଲୋକ ଓଡ଼ିଶା ବାହାରେ ଅଛନ୍ତି। ମେ’ ୩ ତାରିଖ ପରେ ଲକ୍ଡାଉନ ଉଠିବା ପରେ ସେମାନେ ଗଞ୍ଜାମ ଜ଼ିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବେ। ସେମାନଙ୍କୁ ବାହାର ରାଜ୍ୟ ଫେରନ୍ତା ଭାବରେ ବିବେଚନା କରାଯିବ।...
ଓଲଟିଲା ଗ୍ୟାସ ଟ୍ୟାଙ୍କର
ଜୟପୁର,୨୧।୪(ଡି.ଏନ୍.ଏ): କୋରାପୁଟ ଓ ଜୟପୁର ଘାଟି ମଧ୍ୟରେ ବାରିଣୀପୁଟ ନିକଟସ୍ଥ ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ବାରିଣୀପୁଟ ନିକଟସ୍ଥ ଜାତୀୟ ରାଜପଥ ଦେଇ ରାୟପୁର ଅଭିମୁଖେ ଯାଉଥିବା ଗ୍ୟାସ ଟ୍ୟାଙ୍କରଟି ଭାରସାମ୍ୟ ହରାଇ...
ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ
ଛତ୍ରପୁର, ୨୧।୪(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସକାଳେ ଟୁଇଟ୍ କରି ଜଣାଇଛନ୍ତି। ବ୍ୟାଙ୍କଗୁଡିକରେ ଭିଡ଼ ନିୟନ୍ତ୍ରଣ...
୩ ବ୍ଲକ୍ର ୫ ଗ୍ରାମ ସିଲ୍
ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ ବିରଜାପୁର ଗ୍ରାମ ପଞ୍ଚାୟତର ରାମବାଗ-କୋଦେଇବାଟି, ଯାଜପୁର ବ୍ଲକର ବାସୁଦେବପୁର ପଞ୍ଚାୟତ ବାସୁଦେବପୁର, ମାର୍କଣ୍ଡପୁର...
ସଫେଇ କର୍ମଚାରୀଙ୍କୁ ପାଣି, ଫୁଲ ପକାଇ ସମ୍ମାନିତ
ଜଟଣୀ ୨୧ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାରେ ଅଗ୍ରଦୂତ ସାଜିଥିବା ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀ ଜୀବନକୁ ବାଜି ଲଗାଇଛନ୍ତି। ଲକ୍ଡାଉନ୍ ସମୟରେ ଲୋକଙ୍କ ସେବାରେ ଲାଗି ପଡିଥିବା ଜଟଣୀ ମ୍ୟୁନିସିପାଲିଟି ଅଞ୍ଚଳରେ କାର୍ଯ୍ୟରତ ୧୦୦ରୁ ଊର୍ଦ୍ଧ୍ୱ ସଫେଇ...
ପିପିଲି ଟୋଲ୍ ପ୍ଲାଜାରୁ ଟିକସ ଆଦାୟ ଆରମ୍ଭ
ପିପିଲି,୨୧ା୪ (ସ୍ବ.ପ୍ର): ରାଜ୍ୟ ସରକାର ଲକ୍ଡାଉନକୁ କିଛିମାତ୍ରାରେ କୋହଳ କରିଛନ୍ତି। ପୁରୀ ଜିଲା ପିପିଲି ଟୋଲ ପ୍ଲାଜା ସିଲକୁ ସୋମବାରଠାରୁ ଖୋଲା ଯାଇଛି। ଏଥିସହ କର୍ମଚାରୀମାନେ ପୂର୍ବଭଳି ଟୋଲ ପ୍ଲାଜାରେ ଟିକସ ଆଦାୟ କାର୍ଯ୍ୟ ଆରମ୍ଭ କରିଛନ୍ତି। କରୋନା ସଂକ୍ରମଣକୁ...
ସଙ୍କଟରେ ଚାନ୍ଦୁଆ ଶିଳ୍ପ
ପିପିଲି, ୨୧ା୪: କରୋନା ଯୋଗୁ ମଣିଷର ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିରୁ ବାଦ୍ ପଡ଼ିନାହିଁ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ। ଫନୀ ବାତ୍ୟା ପରେ କଷ୍ଟେମଷ୍ଟେ ଅଣ୍ଟା ସଳଖି ଆସୁଥିବା ଚାନ୍ଦୁଆ କାରିଗରଙ୍କ ସମେତ ବ୍ୟବସାୟୀମାନେ ଏବେ କରୋନା...
ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି
ବାଲେଶ୍ୱର ଅଫିସ୍:୨୧।୪: ବାଲେଶର ସହରରେ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବାପରେ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ଗତ ଶନିବାର ବାଲେଶ୍ୱରର ନେଳିବାବାଗ ଅଞ୍ଚଳର ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୋମବାର ନୀଳଗିରି ବ୍ଲକର...
ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର
ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୩ଟି ଲୋକପ୍ରିୟ ପର୍ବ ଓ ଲୋକନୃତ୍ୟ...
ଡାକ୍ତରଖାନାରେ ବିଦ୍ୟୁତ୍ ସମସ୍ୟା
କେନ୍ଦୁଝର,୨୧ା୪(ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅନେକ ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସୋମବାର ଏଭଳି ବିଦ୍ୟୁତ ସମସ୍ୟା ଦେଖାଦେବାରୁ ଟିକଟ କାଉଣ୍ଟରରେ ଟିକଟ ଦେବାରେ ସମସ୍ୟା ଉପୁଜି ଥିଲା। ଫଳରେ ଧାଡ଼ିରେ ଟିକଟ...
ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା
କେନ୍ଦୁଝର,୨୧ା୪(ଡି.ଏନ୍.ଏ): କେନ୍ଦୁଝର ପୌରପାଳିକା ଅଧୀନରେ କୋଭିଡ-୧୯ର ମୁକାବିଲା କରୁଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଆରମ୍ଭ ହୋଇଛି। ପୌରପାଳିକାର ନିର୍ବାହୀ ଅଧିକାରୀ ଡ.ମଧୁସ୍ମିତା ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୨୬ତାରିଖ ପଯର୍ୟନ୍ତ...
Archives


