ଆମ ଜିଲା ଖବର

ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା: ଧୋଇଗଲା କଂକ୍ରିଟ୍‌ କାର୍ଯ୍ୟ

ଜି.ଉଦୟଗିରି,୧୧ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ) ଭୂସ୍ଖଳନ ଯୋଗୁ ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା ଓ…

ବିଜେଡିରେ ପଶିଲା ଛନକା: ଢୋଲକିଆ ପଦ୍ମ ଧରିବା ପରେ , ପ୍ରାର୍ଥୀ ଖୋଜିଖୋଜି…

ନୂଆପଡ଼ା,୧୧ା୧୦ (ମକାରୁ ବେମାଲ) : ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ଜିଲାରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଏହି ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ଓ ବିଜେଡି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଲାଗିରହିଛି। ପୂର୍ବତନ…

ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୧୧ା୧୦ (ଦୁର୍ଗା କୀର୍ତ୍ତି)- ରାସ୍ତା ଶୋଚନୀୟ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ଜନନୀ ଯନ୍ତ୍ରଣାର ଏଭଳି ଏକ ଚିତ୍ର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଗୁଣୁପୁର…

ପାନ ଦୋକାନରେ ବିକୁଥିଲେ ବିଦେଶୀ ମଦ, ଚଢ଼ାଉ କଲା ଅବକାରୀ ବିଭାଗ, ଅଭିଯୁକ୍ତ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ନିରଞ୍ଜନ ବେହେରାଙ୍କ ପାନ ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ୧୧୧ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର…

ଭାଜପାରେ ସାମିଲ ହେବା ପରେ ଜୟ ଢୋଲକିଆଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

ଭୁବନେଶ୍ୱର,୧୧।୧୦: ଭାଜପାରେ ସାମିଲ ହେବାପରେ ଜୟ ଢୋଲକିଆ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ପାଳନ କରିବି।ରାଜ୍ୟରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।ବାପାଙ୍କ ଅଧୂରା ସ୍ବପ୍ନ ପୂରଣ ଓ ସମାଜ…

ବର୍ଷାରେ ଧୋଇଗଲା ୩୦ ହଜାର କୋବି ଗଛ, ଧୂଳିସାତ୍‌ ହେଲା ଚାଷୀଙ୍କ ସ୍ବପ୍ନ

ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): ଅନେକ ଆଶା ଥିଲା ଚାଷ କରି ଭଲ ଦୁଇ ପଇସା କମେଇବେ। ଏଥିପାଇଁ ନିଜ ଜମି ନ ଥାଇ ମଧ୍ୟ ଅନ୍ୟ ଜଣଙ୍କ ଜମିକୁ ଭଡ଼ାସୂତ୍ରରେ ମାଗି କରିଥିଲେ ଚାଷ ହେଲେ ବର୍ଷା ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଲା।…

‘ଆମ ଭଞ୍ଜ ଆମ ଅସ୍ମିତା’

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା କକ୍ଷରେ ଶନିବାର ସମ୍ଭବ ସାହିତ୍ୟ ପରିବାର ଓ ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଞ୍ଜ ସାହିତ୍ୟ କୃତୀ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ଭବ ପତ୍ରିକା…

ମେଡିକାଲରୁ ପିଲା ଚୋରି, ବାପାଙ୍କୁ ଫଟୋ ଆଣିବାକୁ ପଠାଇ ନବଜାତକକୁ ନେଇ ମହିଳା ଚମ୍ପଟ

ବାରିପଦା,୧୧ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ୭ମହଲା କୋଠାର ମହିଳା ଏବଂ ଶିଶୁ ବିଭାଗ ଓ୍ବାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର ପରିବାର…

ଟାପୁରେ ଫସିଲେ ୩୦ ହାତୀ, ଦେଖିବାକୁ ନଦୀକୂଳରେ ଲାଗିଛି ପ୍ରବଳ ଭିଡ଼

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୈତରଣୀ ଟାପୁରେ ଫସିଛନ୍ତି ୩୦ ହାତୀ। ବୈତରଣୀ ନଦୀ ପାର ହୋଇ କେନ୍ଦୁଝରରୁ ମୟୂରଭଞ୍ଜ ଜିଲାକୁ ଯାଉଥିବା ବେଳେ ଲୋକଙ୍କ ଘେରାଉ କାରଣରୁ ମଝିରେ ଏକ ଟାପୁରେ ଅଟକି ଯାଇଛନ୍ତି। ସେମାନଙ୍କୁ ଦେଖିବାକୁ ନଦୀକୂଳରେ ଭିଡ଼ ଜମିଛି।…

ବୟଫ୍ରେଣ୍ଡଙ୍କ ସହ ଗୁପ୍‌ଚୁପ୍‌ ଖାଇବାକୁ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଫେରିବା ବେଳେ ଗଣବଳାତ୍କାର

ଜଳେଶ୍ୱର,୧୧ା୧୦(ନବୀନ ସାହୁ): ପଶ୍ଚିମବଙ୍ଗରେ ଆରଜି କର୍‌ ମେଡିକାଲ କଲେଜ ଘଟଣାର ହୋଇଛି ପୁନରାବୃତ୍ତି। ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣବଳାତ୍କାର। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।…

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୧୧ା୧୦(ଦୁର୍ଗା କୀର୍ତ୍ତି): ଗୋଟିଏ ନୁହେଁ କି ଦୁଇଟି ନୁହେଁ ବାରମ୍ବାର ଏହି ବ୍ଲକଠାରେ ଖଟିଆରେ ଏବଂ ଭାରରେ ଗର୍ଭବତୀ ମହିଳା ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଏକ ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…

ଜଙ୍ଗଲଜାତ ଦ୍ରବ୍ୟର ବ୍ୟବହାର ବିକ୍ରି ନେଇ ତାଲିମ

ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜଙ୍ଗଲ ସୁରକ୍ଷା ନେଇ ଜାଗୃତି ସଭାଗୃହ ଠାରେ ଚାଲିଥିବା ୨ ଦିନିଆ କର୍ମଶାଳା ଶନିବାର ଉଦ୍‌ଯାପିତ ହୋଇଛ। ଗୋଷ୍ଠୀ ଜଙ୍ଗଲ ଜମି ସମ୍ପର୍କିତ ଏହି କର୍ମଶାଳାକୁ କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂଙ୍କ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri