ଖବରଦାତାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର ଅଫିସ, ୨୪।୪-ବାଲେଶ୍ୱର ଜିଲା ସଦର ମହକୁମା ଠାରେ ଥିବା ଖବରଦାତାମାନଙ୍କ ପକ୍ଷରୁ ଗୁରୁବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦେଶବାସୀ କରୋନା ଭୂତାଣୁ ପାଇଁ ଭୟଭୀତ ଅବସ୍ଥାରେ ଥିବାବେଳେ ଏବେ...
ଆଶ୍ରମ, ମଠକୁ ସହଯୋଗର ହାତ ବଢାଇଲେ ରାମଚନ୍ଦ୍ର
ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ମଠ ଓ ଆଶ୍ରମଗୁଡିକ ଅବସ୍ଥା ଏବେ ଧୀରେ ଧୀରେ ବିଗିଡିବାରେ ଲାଗିଛି ା ସେଠାରେ ରହୁଥିବା ସାଧୁସନ୍ଥ ଓ ଅନ୍ତେବାସୀଙ୍କ ମଧ୍ୟରେ ଖାଦ୍ୟ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ା ଖବର...
ମଦ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ
ଖଇରା,୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କଇଥଗଡିଆ ଗ୍ରାମରେ ଦେଶୀମଦ କାରବାର ଦିନକୁ ଦିନ ବଢି ଚାଲିଛି। ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ, ପୂର୍ବତନ ସରପଞ୍ଚ ବଳରାମ ନାଇକ, ନାଗା ଜେନା ଓ ସୁଶାନ୍ତ ବାରିକଙ୍କ ନେତୃତ୍ୱରେ ଗ୍ରାମବାସୀ ଏହାକୁ କିଭଳି...
ଗୋମାଂସ ଚାଲାଣ, ୨ ଗିରଫ
ଆର.ଉଦୟଗିରି,୨୩ା୪(ଡି.ଏନ.ଏ.)-ଆର.ଉଦୟଗିରି ଥାନା ରଣାଲଇ ଗ୍ରାମରୁ ବୁଧବାର ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ବାଇକ୍ ସହ ୨ ଜଣକୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରଣାଲଇ ଗ୍ରାମର ସୁକାନ୍ତ ପ୍ରଧାନ ଓ ପ୍ରଦୀପ କୁମାର ପାଣି। ବୁଧବାର ଆର.ଉଦୟଗିରି ତହସିଲଦାର...
ପୋଲିସକୁ ମାଡ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଆର.ଉଦୟଗିରି,୨୩ା୪(ଡି.ଏନ.ଏ.)- ଲକ୍ଡାଉନ ଲାଗୁହେବାପରେ ଗତ ୧୪ ତାରିଖରେ ଅଡବା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ମୋହନା ଓ ଅଡବା ପୋଲିସ ୧୬ ତାରିଖ ସକାଳୁ ଚଢାଉ କରି ୧୪ ଜଣଙ୍କୁ ଗିରଫ କରିଥିଲା। ତେବେ...
ବାର୍ହା ଆକ୍ରମଣରେ ଯୁବକ ଗୁରୁତର
ବାଲିଗୁଡ଼ା,୨୩ା୪(ଡି.ଏନ୍.ଏ.)- ବାଲିଗୁଡା ଉପଖଣ୍ଡ କୋଟଗଡ଼ ବ୍ଲକ ମାଦାଗୁଡା ଗ୍ରାମର ରବି ମଲ୍ଲିକ ବାର୍ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ନିକଟସ୍ଥ କାଜୁ ବଗିଚାରେ କାମସାରି ଫେରିବାବେଳେ ସେ ବାର୍ହା ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ ଦୁଇ ହାତ,କାନ୍ଧ ଓ ପିଠିରେ ଗୁରୁତର କ୍ଷତ...
କୋଲକୋତା ଫେରନ୍ତାଙ୍କୁ ବୁଝାଇବାକୁ ଯାଇ ହଟହଟା: ସରପଞ୍ଚ, ନାଏବ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ
ଯାଜପୁର ଅଫିସ,୨୩ା୪- କୋଲକୋତା ଫେରନ୍ତା ୫ଜଣ ଶ୍ରମିକଙ୍କୁ ସରକାରଙ୍କ ନୀତିନିୟମ ମାନି ରହିବାକୁ ପରାମର୍ଶ ଦେବାକୁ ଯାଇ ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ସରପଞ୍ଚ ଏବଂ ନାଏବ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ବୁଧବାର ମଧ୍ୟାହ୍ନରେ ମାଡ଼ ହୋଇଥିବା ଅଭିଯୋଗ...
ଆଇଶୋଲେଶନରେ ୮ କୋଲକାତା ଫେରନ୍ତା
ସିଂହପୁର,୨୩।୪(ଡିଏନଏ)- ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ୨୮ ଦିନ ମଧ୍ୟରେ ଫେରିଥିବା ୮ଜଣ କୋଲକାତା ଫେରନ୍ତାଙ୍କୁ ସରପଞ୍ଚ ତରୁଣ କୁମାର ସାହୁ ସମିତିସଭ୍ୟ ସୁରେନ୍ଦ୍ର କୁମାର ସାହୁ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ପଞ୍ଚାୟତର ସମସ୍ତ ଆଶା ଓ...
ଲକ୍ଡାଉନ ସ୍ଥିତି ଯାଞ୍ଚ କଲେ ଏସ୍ପି
ପଦ୍ମପୁର, ୨୩ା୪(ଡି.ଏନ.ଏ.)-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବ୍ଲକର ୯ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗ୍ରାମରୁ କାହାରିକୁ ବାହାରକୁ ଯିବାକୁ ଓ ବାହାରୁ କାହାରିକୁ ଗ୍ରାମରେ...
ବଜ୍ରପାତରେ ୨ ମୃତ, ୧୦ ବଖରା ମାଟିରେ ମିଶିଲା
ପଦ୍ମପୁର,୨୩ା୪(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦ୍ୱୟ ହେଲେ ବିଷ୍ଣୁ...
ଆର୍ଥିକ ଅନଗ୍ରସରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ରାଇକିଆ,୨୩ା୪(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ସାଧାରଣ ଲୋକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଆର୍ଥିକ ଅନଗ୍ରସର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ରାଇକିଆ ବ୍ଲକର ଯୁବ ସମାଜସେବୀ ମେନେଶ୍ୱର୍ ଦିଗାଲ ୧୫୦ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଖାଦ୍ୟ...
କାର୍ଯ୍ୟରେ ଅବହେଳା: ଅତିରିକ୍ତ ତହସିଲଦାର ନିଲମ୍ବିତ
ଭଦ୍ରକ ଅଫିସ, ୨୩ା୪- ଭଦ୍ରକ ଜିଲା ତିହିଡ଼ି ଅତିରିକ୍ତ ତହସିଲଦାର ସ୍ବେତପଦ୍ମା ଧଳଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ସେ କୋଭିଡ଼-୧୯ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜିଲା ପ୍ରଶାସନ...
Archives


