ଦୋକାନ ବନ୍ଦ କଲା ପ୍ରଶାସନ
ବାରିପଦା ଅଫିସ, ୨୬ା୪- ସମସ୍ତ ଦୋକାନ ଖୋଲିବା ଗୁଜବ ପ୍ରଚାର ହେବା ପରେ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ସହରରେ କେତେକ ଦୋକାନ ଖୋଲିଥିଲା। ଖବରପାଇ ଉପ ଜିଲାପାଳ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ତହସିଲଦାର ରାମଚନ୍ଦ୍ର ସେରେନ୍, ଟାଉନଥାନା...
ଗ୍ରସେରି ଦୋକାନ ସିଲ୍ କଲେ ତହସିଲଦାର
ବାହାନଗା, ୨୬ା୪(ଡି.ଏନ.ଏ.)-ଶଟଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ବାଲେଶ୍ୱର ଜିଲା ବାହାନଗା ତହସିଲଦାର ଜିତେନ୍ଦ୍ର କର କଲ୍ୟାଣୀ ଗ୍ରାମରେ ଖୋଲାଯାଇଥିବା ଏକ ଗ୍ରସେରି ଦୋକାନକୁ ସିଲ୍ କରିଛନ୍ତି। ସରକାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାକୁ ୬୦ଘଣ୍ଟା ପାଇଁ ଶଟ୍ଡାଉନ୍ କରିଥିବା...
ଶଟଡାଉନରେ କଟକଣା କଡାକଡି: ବାଲେଶ୍ୱରରୁ ୫ଶହରୁ ଊର୍ଦ୍ଧ୍ୱ ସ୍ବାବ ସଂଗ୍ରହ
ବାଲେଶ୍ୱର ଅଫିସ, ୨୬।୪-ବାଲେଶ୍ୱର ଜିଲାରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ୨୬ତାରିଖ ରାତି ୧୦ଟାରୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଶଟଡାଉନ୍ ଘୋଷଣା କରାଯାଇଛି। ଶନିବାର କିଛି ଜରୁରୀ ସେବା ବ୍ୟତୀତ ଜିଲାର ସମସ୍ତ ଅଫିସ, ଦୋକାନ ଏବଂ...
ବର୍ଜ୍ୟବସ୍ତୁରେ କରୋନା ଯୋଦ୍ଧା ଶହୀଦ ସ୍ମୃତିସ୍ତମ୍ଭ
ରୂପ୍ସା, ୨୬।୪(ଡି.ଏନ.ଏ.)-ସାରା ଦେଶ ଏବେ କରୋନା ପାଇଁ ଲକ୍ଡାଉନରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଥିବା ବେଳେ ସୁରକ୍ଷା ଦେବା ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ସମାଜସେବୀ ଆଗେଇ ଆସିଛନ୍ତି।...
CORONAVIRUS UPDATE: ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଛୁଇଁଲା
ଭୁବନେଶ୍ୱର,୨୫।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ଏବଂ ଏମାନେ କଲିକତା ଫେରନ୍ତା ବୋଲି ଶନିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ...
CORONAVIRUS UPDATE: ଆଉ ଜଣେ ଆକ୍ରାନ୍ତ ହେଲେ ସୁସ୍ଥ
ଭୁବନେଶ୍ୱର, ୨୫।୪ (ବ୍ୟୁରୋ)- ରାଜ୍ୟ ପାଇଁ ଏକ ଖୁସିଖବର, ଆଉ ଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସୁସ୍ଥ ହେବା ସଂଖ୍ୟା ୩୪ରେ ପହଞ୍ଚିଛି। ଶନିବାର ସୁସ୍ଥ ହୋଇଥିବା ଆକ୍ରାନ୍ତ ହେଲେ ସୁନ୍ଦରଗଡ...
ହୋମ କ୍ବାରାଣ୍ଟାଇନରେ ଥାନା ଅଧିକାରୀ
ବରଗଡ଼ ଅଫିସ୍,୨୫।୪- ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ ହୋମ କ୍ବାରାଣ୍ଟାଇନରେ ରହିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଥାନା ଅଧିକାରୀ ଗୋଚ୍ଛାୟତ ଏକ ଚାରିଚକିଆ ଗାଡ଼ିରେ ଗତ ୧୬ତାରିଖ ବାଲେଶ୍ୱର ଜିଲାକୁ...
ନୂତନ କ୍ୱାରାଣ୍ଟାଇନ୍ କେନ୍ଦ୍ର ସ୍ଥିତି ପରଖିଲେ ଜିଲାପାଳ
ଚୌଦ୍ୱାର,୨୫ା୪(ଡି.ଏନ୍.ଏ.) : କଟକ ଜିଲା ଚୌଦ୍ୱାର ସହାରାଞ୍ଚଳରେ ଗାନ୍ଧିଛକସ୍ଥିତ ଟାଉନ୍ହଲରେ ୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ ସେଣ୍ଟର ଚାଲୁ ରହିଛି। ଆସନ୍ତା ମେ’ ୩ ତାରିଖ ଲକ୍ଡାଉନ ହଟିବା ପରେ ରାଜ୍ୟ ବାହାରୁ ବହୁ ଶ୍ରମିକ ନିଜ ଅଞ୍ଚଳକୁ ଫେରିବା...
ଜି.ଉଦୟଗିରି କଂଗ୍ରେସ ତରଫରୁ ଥାନାରେ ଏତଲା
ଜି.ଉଦୟଗିରି,୨୫ା୪(ଡି.ଏନ.ଏ.)- ଜି.ଉଦୟଗିରି କଂଗ୍ରେସ ଦଳ ତରଫରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ବିରୋଧରେ ନିମ୍ନମାନର ଓ ମାନହାନି ହେବାଭଳି ଖବର ପରିବେଷଣ କରିଥିବା ଅଭିଯୋଗ କରି ରିପବ୍ଲିକ ଟିଭିର ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ...
୨୦୦ ଲିଟର ମହୁଲି ମଦ ଜବତ, ପୋଚ ନଷ୍ଟ
ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- ଆର୍.ଉଦୟଗିରି ଅବକାରୀ ବିଭାଗ ଓ ରାମଗିରି ଥାନା ପକ୍ଷରୁ ମିଳିତ ଭାବେ ରାମଗିରି ଥାନାର ସିନ୍ଦବା ଓ ବେଣିସାହିରେ ଚଢାଉ କରି ୨୦୦ ଲିଟର ମହୁଲି ମଦ ଜବତ କରାଯିବା ସହ ଓ ୨ହଜାର ଲିଟର ମହୁଲ ପୋଚ...
ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି
ଖୋର୍ଦ୍ଧା ଅଫିସ,୨୫ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ବାହାରକୁ ବାହାରିଲେ ମାସ୍କ ପରିଧାନ ଲାଗି ସରକାର କଟକଣା ମଧ୍ୟ କରିଛନ୍ତି। ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ମାସ୍କ ପ୍ରସ୍ତୁତ...
କୋଭିଡ୍ ଡ୍ୟୁଟି ଲେଖି କାରରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ
ରାଇକିଆ,୨୫ା୪(ଡି.ଏନ୍.ଏ.)- ରାଇକିଆ ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଭୋରରୁ ପେଟ୍ରୋଲିଂବେଳେ ସନ୍ଦେହରେ କୋଭିଡ ଡ୍ୟୁଟି ଲେଖାଥିବା ଏକ କାର୍କୁ ଅଟକାଇଥିଲା। ମାତ୍ର ତାହା ନ ଅଟକି ରାଇକିଆ- କରଡା ଦିଗରେ ପଳାଇଥିଲା।...
Archives


