ଆମ ଜିଲା ଖବର

ଆଞ୍ଚଳିକ ବାରିକ ସମିତି ପକ୍ଷରୁ ଦାବିପତ୍ର

ବାହାନଗା,୬ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ଆଞ୍ଚଳିକ ବାରିକ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାହାନଗା ତହସିଲଦାର ଓ ସୋର ବିଧାୟକଙ୍କୁ ସରକାର ଲକଡାଉନ୍‌ରେ ସହାୟତା ପ୍ରଦାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ା ଗୋପାଳପୁର ଆଞ୍ଚଳିକ ବାରିକ୍‌...

କୋଭିଡ୍‌ ଫଣ୍ଡକୁ ଓଡିଆ ବାପ୍‌ଟିଷ୍ଟ ମଣ୍ଡଳୀ ଦେଲା ୧ଲକ୍ଷ

ଫୁଲବାଣୀ ଅଫିସ, ୫ା୫-କରୋନା ମୁକାବିଲା ଲାଗି ବହୁ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରି ଆସୁଛନ୍ତି। ଏହିକ୍ରମରେ ଫୁଲବାଣୀ ଅମଲାପଡା ଓଡ଼ିଆ ବାପ୍‌ଟିଷ୍ଟ ମଣ୍ଡଳୀ ପକ୍ଷରୁ ସୋମବାର ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ...

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬

ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ୫୮ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲାର ଏବଂ ସେ କୋଲକାତା ଫେରନ୍ତା...

ଭିଡ଼ିଓ ଭାଇରଲ ପରେ ବନରକ୍ଷୀ ନିଳମ୍ବିତ

ଭଞ୍ଜନଗର,୫।୫(ଡି.ଏନ୍‌.ଏ.)- ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ବିଞ୍ଜିଗିରି ସେକ୍ସନର ବନରକ୍ଷୀ ଏମ.ଏମ୍‌. ରାଉଳ ଜଣେ କାଠ ଚୋରଙ୍କ ଠାରୁ ଲାଞ୍ଚ ନେବା ଭିଡ଼ିଓ କିଛିଦିନ ପୂର୍ବେ ଭାଇରଲ ହୋଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏକ...

ମୋହନା, ନୂଆଗଡକୁ କେରଳରୁ ଫେରିଲେ ୩୮ଜଣ

ଆର.ଉଦୟଗିରି,୫ା୫(ଡି.ଏନ.ଏ.)- ଗଜପତି ଜିଲା ମୋହନା ଓ ନୂଆଗଡ ବ୍ଲକକୁ କେରଳରୁ ୩୮ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସ୍ବତନ୍ତ ଟ୍ରେନ ଯୋଗେ ସୋମବାର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚତ୍ବାପରେ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ମୋହନାର ୩୭...

ଅଗ୍ନିବିପନ୍ନଙ୍କୁ ସହାୟତା

ହାଟଡିହୀ, ୫।୫(ଡି.ଏନ.ଏ.)-ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ୫ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ। ମଙ୍ଗଳବାର ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉକ୍ତ ଗ୍ରାମକୁ ଯାଇ ଅଗ୍ନି ବିପନ୍ନଙ୍କୁ ଭେଟିବା ସହ...

ଚଢାଦରରେ ଖାଦ୍ୟ ସାମଗ୍ରୀ ବିକିଲେ କାର୍ଯ୍ୟାନୁଷ୍ଠାନ

ଶଙ୍କରାଖୋଲ,୫ା୨୦(ଡି.ଏନ୍‌.ଏ.)- ଲକ୍‌ଡାଉନର ସୁଯୋଗ ନେଇ ଚକାପାଦ ବ୍ଲକ ଶଙ୍କରାଖୋଲରେ ଥିବା ରାଶନ ଦୋକାନ ଗୁଡିକରେ ପ୍ରିଣ୍ଟ ଦାମ ଠାରୁ ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଏନେଇ ସମିତିସଭ୍ୟ ବିଷ୍ଣୁ ଚରଣ ଦିଗାଳ, ମଣ୍ଟୁ ବେହେରା, ସୂର୍ଯ୍ୟକାନ୍ତ ପାତ୍ର,...

ମହାରାଷ୍ଟ୍ର ଶ୍ରମିକଙ୍କୁ ସହଯୋଗ

ହାଟଡିହୀ,୫।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ସ୍କୁଲ ନିକଟରେ ଥିବା ମହାରାଷ୍ଟ୍ର ରାଜ୍ୟ ସୋଲାପୁରର ୧୫ଜଣ ଶ୍ରମିକଙ୍କୁ ଫ୍ରେଣ୍ଡ ଫର ଫାଉଣ୍ଡେସନର ସଦସ୍ୟମାନେ ସହଯୋଗର ହାତ ବଢ଼େଇଛନ୍ତି। ଶ୍ରମିକଙ୍କ ନିକଟରେ ପହଞ୍ଚିି ଚାଉଳ,ଆଳୁ, ପିଆଜ, ଡାଲି, ତେଲ, ମୁଢ଼ି, ଚୁଡ଼ା...

ଟ୍ରକ ପଛରେ ପିଟିଲା ଟ୍ରକ, ୨ ଗୁରୁତର

ଖଲ୍ଲିକୋଟ,୫ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ବ୍ଲକ କେଶପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରକ (ନଂ.ଏପି୨୬ଟିଟି-୧୦୯୯) ରଖି ଚାଳକ ଓ ହେଲ୍‌ପର ମରାମତି କରୁଥିଲେ। ପଛରୁ ଆଉ ଏକ ଟ୍ରକ (ନଂ.ଟିଏନ୫୨ଏଫ୍‌-୬୯୨୨) ଆସି ଧକ୍କା ଦେଇଥିଲା। ଫଳରେ ଗାଡ଼ି...

ହାତୀର ଗଳିତ ମୃତଦେହ ଉଦ୍ଧାର

କେନ୍ଦୁଝର/ଯୋଡ଼ା,୫ା୫ (ସ୍ବ.ପ୍ର./ଡି.ଏନ୍‌.ଏ.)-କେନ୍ଦୁଝର ବନ ବିଭାଗ ବାମେବାରୀ ଥାନା ଅନ୍ତର୍ଗତ କେନ୍ଦୁଘାଟି ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ଠିକ୍‌ ଜଣାପଡି ନ ଥିଲେ ହେଁ ୩୦ ବର୍ଷରୁ ଅଧିକ ହେବ। ମାସେ ପୂର୍ବରୁ ହାତୀଟିର...

କାର ଧକ୍କାରେ ବାଇକ ଆରୋହୀ ଗୁରୁତର

ଧରାକୋଟ,୫ା୫(ଡି.ଏନ.ଏ.)- ଧରାକୋଟ ଥାନା ତାଳପାଟଣାସ୍ଥିତ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ସକାଳେ କାର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଆହତ ହେଲେ ଧରାକୋଟ ଗ୍ରାମର ଶ୍ରୀକାନ୍ତ ପ୍ରସାଦ ସ୍ବାଇଁ (୫୫)। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ...

ବାଲ୍ୟ ବିବାହ ରୋକିଲେ ଚାଇଲ୍ଡଲାଇନ କର୍ମକର୍ତ୍ତା

ଦେବଗଡ,୫ା୫(ଡି.ଏନ.ଏ)-ଦେବଗଡ ଜିଲା ବାରକୋଟ ବ୍ଲକ କାଉଁଶିବାହାଲ ପଞ୍ଚାୟତ ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ବାଲ୍ୟ ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଏହାକୁ ରୋକିଛନ୍ତି ଚାଇଲ୍ଡଲାଇନର କର୍ମକର୍ତ୍ତା। ସୂଚନା ଅନୁଯାୟୀ ଗୌଡସୁଗୁଡା ଗ୍ରାମରେ ଏକ ବାଲ୍ୟ ବିବାହ ସ୍ଥିର ହୋଇଥିବା ଖବର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri