ଆମ ଜିଲା ଖବର

ଲୁଣର କୃତ୍ରିିମ ଅଭାବ ଗୁଜବ ସୃଷ୍ଟି କରି ଖାଉଟୀଙ୍କୁ ଲୁଟ୍‌ : ହୋଲସେଲରଙ୍କ ଦୋକାନରେ ଚଢ଼ାଉ

ବଲାଙ୍ଗୀର ଅଫିସ/ସଇଁତଲା,୧୪ା୫(ଡି.ଏନ୍‌.ଏ.)-କରୋନା ମହାମାରୀ ସମୟରେ ପ୍ରତ୍ୟେକ ମଣିଷ ଅନ୍ୟକୁ ସହୃଦୟତା ଦେଖାଇବାକୁ ଅନୁରୋଧ କରୁଥିଲେ ମଧ୍ୟ କେତେକ ବ୍ୟବସାୟୀ ଖାଉଟୀଙ୍କୁ ଲୁଟ୍‌ କରିବାକୁ ପଛାଉ ନାହାନ୍ତି ା ବଲାଙ୍ଗୀର ଜିଲା ସଇଁତଲା ଓ ଟିଟିଲାଗଡରେ କେତେକ ବ୍ୟବସାୟୀ ଲୁଣର କୃତ୍ରିିମ...

ମୁମ୍ବାଇରୁ ଗଜପତିକୁ ୩ ଟ୍ରକ୍‌ରେ ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.)- ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି ା ଏମାନଙ୍କ ମଧ୍ୟରେ ଗଜପତି ଜିଲାର ଗୁମ୍ମା ଓ ରାୟଗଡ଼ା ଜିଲାର ଶ୍ରମିକ ଅଛନ୍ତି। ଗୁମ୍ମା...

୭୨ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ଖଇରା,୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତର ସରପଞ୍ଚ ଗଜେନ୍ଦ୍ର ପରିଡା ନିଜ ପଞ୍ଚାୟତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ୭୨ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ୧୫ତାରିଖ ସକାଳ ୬ଟାରୁ ୧୮ତାରିଖ ସକାଳ ୬ଟା ପର୍ଯ୍ୟନ୍ତ...

କୁଆପଥର ମାଡ଼ରେ ଫସଲ ନଷ୍ଟ: କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ଦଶମନ୍ତପୁର,୧୪ା୫( ଡି.ଏନ୍‌.ଏ. ) -କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଗତ କୁଆପଥର ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ଛି। ଏଥିରେ ଚାଷୀଙ୍କ ଖାଦ୍ୟଶସ୍ୟ ସହ ବହୁ ପରିମାଣରେ ପନିପରିବା କ୍ଷତି ହୋଇଛି। ଅନେକ ଆଶା ନେଇ ଉକ୍ତ ଅଞ୍ଚଳର...

କରୋନା କଟକଣା: ୪୦ ହଜାର ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେବେ

ମାଲକାନଗିରି,୧୪ା୫ (ଡି.ଏନ୍‌.ଏ.)-ରାଜ୍ୟରେ କରୋନା ମହାମାରୀରେ ଯେପରି ଛାତ୍ରୀଛାତ୍ରମାନେ ସଂକ୍ରମିତ ନ ହୁଅନ୍ତି ଏହାକୁ ଦଅଟେିରେ ରଖି ସରକାର ଗତ ମାର୍ଚ୍ଚ ମାସରେ ପ୍ରଥମରୁ ନବମ ଶ୍ରେଣୀ ବୃତ୍ତି ପରୀକ୍ଷା ବାତିଲ କରି ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। ମାଲକାନଗରି ଜିଲାରେ...

ଜେଜେମା’ଙ୍କ ମୃତ୍ୟୁ ଦେଖି ଜୀବନ ହାରିଲେ ନାତି

ଚିତ୍ରଡା,୧୪ା୫(ଡି.ଏନ୍‌.ଏ.)- ଜେଜେମା’ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ନାତି ଜୀବନ ହାରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ବରକନ୍ଦ ପଞ୍ଚାୟତର ମୂଷାଗଡିଆ ଗ୍ରାମରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ମୂଷାଗଡିଆ...

ଆନ୍ଧ୍ରରୁ ଟ୍ରକ୍‌ରେ ଫେରିଲେ

ବାରିପଦା ଅଫିସ,୧୪ା୫- ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ୍‌ ଯୋଗେ ମୟୂରଭଞ୍ଜ ଜିଲାକୁ ୬୫ ପ୍ରବାସୀ ଓଡ଼ିଆ ଗୁରୁବାର ଫେରିଛନ୍ତି। ଅପରାହ୍ନରେ ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନଂ. ଜାତୀୟ ରାଜପଥରେ ଏତେ ସଂଖ୍ୟକ ଲୋକ ଟ୍ରକ୍‌ରେ ବୋଝେଇ ହୋଇ...

କେନ୍ଦୁଝରରେ ଜଣେ ସୁସ୍ଥ ହୋଇ ଫେରିଲେ

କେନ୍ଦୁଝର,୧୪।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ପଜିଟିଭ ଚିହ୍ନଟ ରୋଗୀ ସୁସ୍ଥ ହୋଇ ଗୁରୁବାର ଘରକୁ ଫେରିଛନ୍ତି। ଫଳରେ ଜିଲାରେ ଦେଖାଦେଇଥିବା କରୋନା ସ୍ଥିତିକୁ ନେଇ ଜିଲାବାସୀ ଆଶ୍ୱସ୍ତ ହୋଇଛନ୍ତି। ଜିଲାର ଆନନ୍ଦପୁର ବ୍ଲକରେ ଜଣେ...

କରୋନା ଚିକିତ୍ସା ପାଇଁ ୭ ଆୟୁଷ ଡାକ୍ତର ଚୟନ

ଅନୁଗୋଳ ଅଫିସ, ୧୪।୫- ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ସାକ୍ଷାତକାର ମାଧ୍ୟମରେ ୭ ଜଣ ଆୟୁଷ ଡାକ୍ତରଙ୍କୁ ଚୟନ କରାଯାଇଛି। ଏଥିରେ ୪ ଜଣ ହୋମିଓପାଥିକ ଓ ୩...

ଡାଟାବେଶରେ ମିଳିବ କଳାକାରଙ୍କ ତଥ୍ୟ: ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି

ଯାଜପୁର ଅଫିସ,୧୪।୫: ରାଜ୍ୟ ସରକାର କଳାକାରମାନଙ୍କର ଏକ ଡାଟାବେଶ୍‌ ବା ତଥ୍ୟପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ଯାଉଛନ୍ତି। ପୂର୍ବରୁ ରାଜ୍ୟ ସରକାର ଜିଲା କଳା ସଂସ୍କୃତି ସଂଘ, ବ୍ଲକ କଳା ସଂସ୍କୃତି ସଂଘ ଗଠନ କରିଛନ୍ତି। ଯାହାଦ୍ୱାରା କଳାକାରମାନେ ସଂଗଠିତ...

ମହିଳା ଶ୍ରମିକଙ୍କୁ ଫୋନରେ ବିଡିଓଙ୍କ ଦୁର୍ବ୍ୟବହାର: ଯୁକ୍ତିତର୍କର ଅଡିଓ ଭାଇରାଲ

ଅନୁଗୋଳ ଅଫିସ/ଛେଣ୍ଡିପଦା, ୧୪।୫- ଅନୁଗୋଳ ଜିଲା ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେର୍କେଟା କେତେଜଣ ମହିଳା ଶ୍ରମିକଙ୍କୁ ଫୋନରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ସମ୍ପୃକ୍ତା ମହିଳା ଶ୍ରମିକମାନଙ୍କ ସହ ଫୋନରେ ବିଡିଓଙ୍କ ଯୁକ୍ତିତର୍କର ଅଡିଓ ଗୁରୁବାର ଭାଇରାଲ ହେବା...

କିମ୍ଭିରିଆପାଳରେ ୨ କରୋନା ପଜିଟିଭ୍‌:  ଗୋବିନ୍ଦାବାଟି, ମିଳିମିଳାପୁର, ମାଳଦା ଗ୍ରାମ ୨୪ ଘଣ୍ଟାଆ ସର୍ଟଡାଉନ

ବରୀ(ସ୍ବ.ପ୍ର.)/ରତ୍ନଗିରି, ୧୪।୫ (ଡି.ଏନ୍‌.ଏ): ବରୀ ବ୍ଲକ ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ଗୋବିନ୍ଦାବାଟି ଗ୍ରାମରୁ ଗୁରୁବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଦ୍ୱୟ ଦୁଇ ଭାଇ ଓ ସେମାନଙ୍କ ବୟସ ଯଥାକ୍ରମେ ୬୦ ଓ ୩୫ ବର୍ଷ। କିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri