ରୁଟ୍ ବଦଳାଇ ପଶିଲା ପ୍ରବାସୀ ବସ୍, ଟିକ୍ରାପଡାରେ ଭୟର ବାତାବରଣ
ବଲାଙ୍ଗୀର ଅଫିସ, ୧୫ା୫- ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ଗୁରୁବାର ବଲାଙ୍ଗୀର ରେଳଷ୍ଟେଶନ୍ରେ ପହଞ୍ଚଥିଲା। ସେଠାରୁ ବସ୍ ଯୋଗେ ବଲାଙ୍ଗୀର ଓ ଅନ୍ୟ ଜିଲା ଗୁଡିକୁ ପ୍ରବାସୀଙ୍କୁ ନିଅଯିବା ବ୍ୟବସ୍ଥା କରାଯାଇଥିଲା। ପ୍ରବାସୀଙ୍କୁ ନେଇକରି...
ରାତିରେ ଭାତ ନୁହେଁ, ରୁଟି ଦିଅ
ଅନୁଗୋଳ ଅଫିସ, ୧୫।୫ – ସଙ୍ଗରୋଧ କେନ୍ଦ୍ରରେ କିପରି ଖାଦ୍ୟ ଦିଆଯିବ ସେ ନେଇ ସରକାରଙ୍କ ଗାଇଡ୍ଲାଇନ୍ ରହିଛି। ହେଲେ ଅନୁଗୋଳ ସହରର ଦୁଇଟି କ୍ବାରାଣ୍ଟାଇନ୍ ସେଣ୍ଟରରେ ଥିବା ୨୭ ପ୍ରବାସୀ ରାତିରେ ଭାତ ବଦଳରେ ରୁଟି ଦେବାକୁ ଦାବିକରି...
ମିଳୁନି ରୋଜଗାରର ଆଶା ଭରସା
ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ ସେମାନଙ୍କ ହାତରେ କାମ ନାହିଁ। ଏପରି ଅବସ୍ଥାରେ ପରିବାର କେମିତି ଚଳିବ ସେ...
ଅନ୍ଲାଇନ ପାଠପଢ଼ାରେ ନେଟ୍ୱର୍କ ବାଧକ: ହ୍ବାଟ୍ସଆପ୍ ଗ୍ରୁପରେ ୧୦ମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା
ଫୁଲବାଣୀ ଅଫିସ,୧୫ା୫- ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦେଖି ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏପଟେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲକୁ ଜୁନ୍ ୧୭ ଯାଏ ଛୁଟି ଘୋଷଣା କରିଛନ୍ତି। ହ୍ବାଟ୍ସଆପ୍ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅନଲାଇନ୍ରେ ପାଠ ପଢାଇବା...
ଖାଲି ହେଲା ଆମ୍ବ ବଜାର: ୩ ଦିନରେ ୪ ହଜାର କୁଇଣ୍ଟାଲ ଆମ୍ବ ନଷ୍ଟ
ବ୍ରହ୍ମପୁର ଅଫିସ,୧୫ା୫-ବ୍ରହ୍ମପୁର ମହାନଗର ନିଗମ ନିର୍ଦ୍ଦେଶରେ ଅନ୍ଧପସରା ରୋଡ ନିକଟସ୍ଥ ଆମ୍ବ ବଜାର ଗୁରୁବାର ଖାଲି କରାଯାଇଛି। ବିଏମ୍ସିର ନିର୍ଦ୍ଦେଶ ପ୍ରକାରେ ଭୋର ୪ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀମାନେ ମାର୍କେଟରେ ଥିବା ସମସ୍ତ ଆମ୍ବ ଖାଲି କରିଛନ୍ତି ା...
ନିୟମ ଉଲ୍ଲଂଘନ ଅଭିଯୋଗ: ୪ ଦୋକାନ ସିଲ୍
ବ୍ରହ୍ମପୁର ଅଫିସ,୧୫ା୫-କରୋନା ପାଇଁ ଲକ୍ଡାଉନ୍ ଜାରି ରହିଛି। ଏହାକୁ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୪ ଦୋକାନ ସିଲ୍ କରାଯାଇଛି। ଏଥିସହ ସାମାଜିକ ଦୂରଦ୍ୱ ନିୟମ ଉଲ୍ଲଂଘନ ଓ ମାସ୍କ ବ୍ୟବହାର ନ କରିବା ଅଭିଯୋଗରେ...
ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ
ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି ବଦାନ୍ୟତା ଦେଖାଇଛନ୍ତି ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ। ଆସ୍କାରୋଡ ସୋମନାଥନଗର ୫ମ ଲେନ୍...
ବସ୍ରେ ଗୁଜରାଟରୁ ଆସିଲେ ୩୮ଜଣ ଫୁଲବାଣୀ ପ୍ରବାସୀ: ଓଡ଼ିଆଙ୍କୁ ଭଞ୍ଜନଗରରେ ଓହ୍ଲାଇ ଦେଲା ବସ୍
ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗୁଜରାଟରୁ ଓଡ଼ିଶାକୁ ଟ୍ରେନ୍ ସେବା ଆରମ୍ଭ ପରେ ବସ୍ ସେବା ବନ୍ଦ ହୋଇଯାଇଥିଲା। କିନ୍ତୁ ଗୁରୁବାର କରସିଙ୍ଗି ଦେଇ ଗଞ୍ଜାମକୁ ଗୋଟିଏ ବସ୍ରେ ଗୁଜରାଟର ବିଭିନ୍ନ ଅଞ୍ଚଳରୁ ୩୮ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ...
କୋଭିଡ୍ ଆମ୍ବୁଲାନ୍ସରୁ ଓହ୍ଲାଇ ନଳକୂପରେ ପିଇଲେ ପାଣି: ସାନିଟାଇଜ୍ ହେଲା ଗ୍ରାମ, ଲୋକେ ଭୟଭୀତ
ପାଟପୁର,୧୫ା୫(ଡି.ଏନ୍.ଏ.)- କୋଭିଡ୍-୧୯ ଆମ୍ବୁଲାନ୍ସରୁ ଓହ୍ଲାଇ ୨ ଅନ୍ତେବାସୀ ଗ୍ରାମ ନଳକୂପରୁ ପାଣି ପିଇବା ପରେ ଗଁା ସାନିଟାଇଜ୍ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଅଞ୍ଚଳରେ। ଏକ କୋଭିଡ୍-୧୯ ଆମ୍ବୁଲାନ୍ସ ଗୁରୁବାର ମଧ୍ୟାହ୍ନରେ ସଙ୍ଗରୋଧ...
ବାଟଭୂଲି ପାତ୍ରପୁରରେ ନବରଙ୍ଗପୁର ଶ୍ରମିକ
ପାତ୍ରପୁର,୧୫ା୫(ଡି.ଏନ୍.ଏ.)- ବିଜୟୱାଡ଼ାରୁ ଚାଲିଚାଲି ନବରଙ୍ଗପୁର ଜିଲାକୁ ଯାଉଥିବା ୧୧ ଶ୍ରମିକ ବାଟଭୂଲି ଗୁରୁବାର ପାତ୍ରପୁର ବ୍ଲକ ଜୟନ୍ତିପୁରରେ ପହଞ୍ଚତ୍ଛନ୍ତି। ଲକ୍ଡାଉନ୍ ପରେ ଫସି ରହିଥିବା ଶ୍ରମିକ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ଭୁଲବଶତଃ ସେମାନେ ଆନ୍ଧ୍ର ସୀମା ପାରି ହେବାପରେ...
ଫସଲ ନଷ୍ଟ କଲେ ହାତୀପଲ
ଯୋଡ଼ା,୧୫ା୫ (ଡି.ଏନ୍.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗତ ୨ଦିନ ହେବ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ା ବନ ବିଭାଗର ହାତୀ ସ୍କ୍ବାଡ ରାତି ସମୟରେ ସେମାନଙ୍କ ଗତିବିଧି ଉପରେ ସଠିକ ଭାବେ...
୫ ଦଫାରେ ଦାବିପତ୍ର ଦେଲେ ଆଶାକର୍ମୀ
କେନ୍ଦୁଝର, ୧୫ା୫(ଡି.ଏନ୍.ଏ.)-ଓଡିଶା ଆଶାକର୍ମୀ ଆସୋସିଏସନ୍ (ସିଟୁ) ତରଫରୁ ଗୁରୁବାର କେନ୍ଦୁଝରଠାରେ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ରକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ମିଶନଶକ୍ତି ନିର୍ଦ୍ଦେଶିକାଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ କୋଭିଡ୍-୧୯ରେ ସ୍ବତନ୍ତ୍ର ଦୈନିକ...
Archives


