ଆମ ଜିଲା ଖବର

କିଡ୍‌ନୀ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଜିଲାପାଳଙ୍କ ନିକଟରେ ଦାବି

ବୌଦ୍ଧ ,୬ା୬(ସ୍ବ.ପ୍ର.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ୧୧ଟି ପଞ୍ଚାୟତର ୨୪ ଗୋଟି ଗ୍ରାମରେ କିଡ୍‌ନୀ ରୋଗ ମହାମାରୀ ରୂପ ଧାରଣ କରିଛି ା ଏହି ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ବର୍ଷ ମଧ୍ୟରେ ୧୮୯ ଜଣଙ୍କ...

ପାଟଣା ସବଷ୍ଟେଶନ ଦେଖିଲେ ବିଧାୟକ

ପାଟଣା,୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସବଷ୍ଟେଶନକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏନେଇ ପାଟଣା ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଣେ ସାମାନ୍ୟ ବର୍ଷା ପବନରେ ଅଞ୍ଚଳରେ ୨୪ରୁ...

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିକ୍ଷା

ଖଇରା, ୬ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଖଇରା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସରପଞ୍ଚ ସୁଦର୍ଶନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରବାସୀଙ୍କୁ ଯୋଗ ଶିକ୍ଷା ଦିଆଯାଇଛି। ଜିଲା ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ ଦେହରେ ପ୍ରତିରୋଧକ ଶକ୍ତି ବଢାଇବାକୁ...

ଜଗନ୍ନାଥ ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୬।୬- ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର ଜିଲା ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ସ୍ନାନପୂର୍ଣ୍ଣିମା ଶେଷ ହୋଇଛି। ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି ଇମ୍ଫ୍ରାର ମିଳିତ ଆନୁକୂଲ୍ୟରେ ୬ଷ୍ଠ...

ଦାଦାଙ୍କ ପରେ ପୁତୁରା କରୋନା ଆକ୍ରାନ୍ତ ଚିହ୍ନଟ, ଗ୍ରାମବାସୀ ଭୟଭୀତ

ନିରାକାରପୁର,୬ା୬(ଡି.ଏନ୍‌.ଏ.): କିଛିଦିନ ତଳେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଯାଜପୁର ଗ୍ରାମରେ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତା’ର ୮ଦିନ ପରେ ତାଙ୍କ ପୁତୁରାଙ୍କ ପଜିଟିଭ୍‌ ବାହାରିବା ପରେ ଗାଁରେ କୋକୁଆ...

‘ରେଭେନ୍‌ଶାରେ ବାତିଲ ହେବନି ପରୀକ୍ଷା’ ଖବର ସମ୍ପର୍କିତ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୬।୬-‘ରେଭେନ୍‌ଶାରେ ବାତିଲ୍‌ ହେବନି ପରୀକ୍ଷା’ ସମ୍ପର୍କିତ ଏକ ଖବର ଧରିତ୍ରୀରେ ୬ ଜୁନ୍‌ ଶନିବାର ଇ-ପେପରର ପୃଷ୍ଠା ୧୨ରେ ପ୍ରକାଶ ପାଇଥିଲା। ଏଥିରେ ପରୀକ୍ଷା ବାତିଲ ସମ୍ପର୍କରେ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି, ସେଥିରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ କରୋନା ଆକ୍ରାନ୍ତ ଚିହ୍ନଟଙ୍କୁ ଛାଡ଼ିଲେନି ପ୍ରବାସୀ, ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଅଡ଼ିବସିଲେ

ଭଣ୍ଡାରିପୋଖରୀ,୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ରହୁଥିଲେ ମଧ୍ୟ କାହାର ସ୍ବାବ୍‌ ଟେଷ୍ଟ କରାଯାଉ ନ ଥିବାରୁ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭଣ୍ଡାରିପୋଖରୀ ବ୍ଲକରେ ଶନିବାର ଦୁଇଜଣ କରୋନା...

ବ୍ରହ୍ମପୁରରେ ଶଟ୍‌ଡାଉନ୍‌ର ପ୍ରଭାବ: ତେଜରାତି ଦୋକାନ ସହ ପନିପରିବା ଦୋକାନ ବି ବନ୍ଦ, ଶୂନ୍‌ଶାନ ସହର ରାସ୍ତା

ବ୍ରହ୍ମପୁର ଅଫିସ,୬ା୬: କରୋନା ମୁକାବିଲା ପାଇଁ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ୧୧ଟି ଜିଲାରେ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ତନ୍ମଧ୍ୟରେ ଗଞ୍ଜାମ ଜିଲା ରହିିଥିବା ବେଳେ ଶନିବାର ପ୍ରଥମ ଶଟ୍‌ଡାଉନ୍‌ର ପ୍ରଭାବ...

ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ସରପଞ୍ଚ ସଂଘର ଦାବିପତ୍ର: କୋଭିଡ୍‌-୧୯ରୁ ନିବୃତ୍ତ ରହିବାକୁ ଚେତାବନୀ

କେନ୍ଦୁଝର,୬ା୬(ସ୍ବ.ପ୍ର.): ସୋସୋ ଥାନା ଅନ୍ତର୍ଗତ ବଉଳା ଫାଣ୍ଡିରେ ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତଙ୍କୁ ପୋଲିସର ମାଡ଼ ନେଇ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ, ସରପଞ୍ଚ ମହାସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଏନେଇ ଶନିବାର ଥାନାଧିକାରୀଙ୍କ ବିରୋଧରେ...

ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଠାକୁରଡିହି ନିକଟରେ ଜଣେ ଟ୍ରାନ୍ସପୋର୍ଟ କର୍ମଚାରୀଙ୍କୁ ଶନିବାର ଦୁର୍ବୃତ୍ତ ଭୁଜାଲିରେ ହାଣି ଆଠ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଛନ୍ତି। ଉକ୍ତ କର୍ମଚାରୀଙ୍କ ନାମ ବବଲୁ ବୋଲି ଜଣାପଡ଼ିଛି। ପୂର୍ବାହ୍ନରେ ବବ୍‌ଲୁ...

ଭାଜପାର କୋଭିଡ-୧୯ ନିୟମ ଉଲ୍ଲଂଘନ ପ୍ରତିବାଦରେ ବିଜେଡିର ଦାବିପତ୍ର

ଆନନ୍ଦପୁର,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଫାଣ୍ଡି ସମ୍ମୁଖରେ ଗତ ୩ ତାରିଖରେ ଭାଜପା ନେତାଙ୍କ ନେତୃତ୍ୱରେ କୋଭିଡ-୧୯ ନିୟମର ଉଲ୍ଲଂଘନ କରାଯାଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହା ବିରୋଧରେ ଶନିବାର ମଧ୍ୟାହ୍ନରେ ବିଜେଡି ପକ୍ଷରୁ ଏକ ଦାବିପତ୍ର...

ଗଛ-ଗୀତା ମାଧ୍ୟମରେ ବିଦାୟ ଦେଲେ ସରପଞ୍ଚ, ଭାବବିହ୍ବଳ ହେଲେ ପ୍ରବାସୀ

ଖଇରା,୬।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତ ସରପଞ୍ଚ ରାଜଶ୍ରୀ ଦାସ ଶନିବାର ଗୀତା ଓ ଗଛ ଦେଇ ନହଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରହୁଥିବା ପ୍ରବାସୀମାନଙ୍କୁ ଭାବବିହ୍ବଳ ପରିବେଶରେ ବିଦାୟ ଜଣାଇଛନ୍ତି। ଏହି ସଙ୍ଗରୋଧ କେନ୍ଦ୍ରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri