ନାଲ୍କୋ ଘରୋଇକରଣକୁ ଏଏମ୍ଏସ୍ର ବିରୋଧ
ବଅଁରପାଳ,୩୦ା୭(ଡି.ଏନ୍.ଏ.): ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗରୁ ଘରୋଇକରଣ ବନ୍ଦ କରାଯିବା ଏବଂ ଶ୍ରମ ଆଇନ ସଂଶୋଧନ ବିରୋଧରେ ଗୁରୁବାର ନାଲ୍କୋ ଆଲୁମିନିୟମ ମଜଦୂର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘ ପକ୍ଷରୁ ସରକାର ଜାଗୋ କାର୍ଯ୍ୟକ୍ରମ ସହ ଏହି ବିକ୍ଷୋଭ...
ମହିଳାଙ୍କ ମୃତଦେହ ରଖି ହସ୍ପିଟାଲ ସମ୍ମୁଖରେ ଧାରଣା
ବଲାଙ୍ଗୀର ଅଫିସ,୩୦ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ସକାଳେ ଉତ୍ତେଜନା ଦେଖାଦେଇଥିଲା। ଜଣେ ପ୍ରସୂତିଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ...
କୋରାପୁଟ: ୩ ଦିନରେ ୨୦୫ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬୮୭ରେ ପହଞ୍ଚିଲା, ୪୮ ଘଣ୍ଟା ଶଟ୍ଡାଉନ୍ କଲେ ଜିଲାପାଳ
କୋରାପୁଟ,୩୦ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ମାତ୍ର ତିନି ଦିନ ମଧ୍ୟରେ କୋରାପୁଟ ଜିଲାରେ ୨୦୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଜିଲାରେ ବର୍ତ୍ତମାନ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭କୁ ବୃଦ୍ଧି ପାଇଛି। ଜିଲାରେ...
ଓଲଟପୁର ଆଇଆଇସି, କଣ୍ଟାପଡ଼ା ଯୋଗାଣ ନିରୀକ୍ଷକଙ୍କୁ କରୋନା: ୫ ଦିନ ଶଟଡାଉନ ଘୋଷଣା
କଣ୍ଟାପଡା,୩୦।୭(ଡି.ଏନ୍.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଏବଂ ଓଲଟପୁର ଥାନାର ୨ ମହିଳା ଅଧିକାରୀ ଓ ଇଛାପୁର ଗ୍ରାମର ୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ପରେ କଣ୍ଟାପଡା ପଞ୍ଚାତ ସରଞ୍ଚ ପ୍ରୀତି ବେହେରା ପଞ୍ଚାୟତର କୁଅଁରପୁର ଛକଠାରୁ ଇଛାପୁର...
ସଂକ୍ରମଣକୁ ନାହିଁ ଭୟ: ଗାଁ ଦାଣ୍ଡରେ ଜମୁଛି ତାସ ଆସର
କଣ୍ଟାପଡା,୩୦।୭(ଡି.ଏନ୍.ଏ.): ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ଚଳିତ ମାସରେ କଟକ ଜିଲାକୁ ୧୪ ତାରିଖରୁ ୩୧ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରିଛନ୍ତି। ଅଧିକ...
ଗୋପାଳପୁର ଏନ୍ଏସି ସମ୍ପୂର୍ଣ୍ଣ କରୋନା ମୁକ୍ତ: ସୂଚନା ଦେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୩୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଗୋପାଳପୁର ଏନ୍ଏସି ସମ୍ପୂର୍ଣ୍ଣ ରୂପେ କରୋନା ପଜିଟିଭ୍ ମୁକ୍ତ ହୋଇଛି। ଗତ ୧୫ରୁ ୨୯ ତାରିଖ ମଧ୍ୟରେ ଏଠାରୁ କେହି କରୋନା ପଜିଟିଭ୍ ଚି଼ହ୍ନଟ ହୋଇନାହାନ୍ତି। ଏହି ଏନ୍ଏସି ରେଡ୍ରୁ ଗ୍ରୀନ ୱାର୍ଡରେ ପରିଣତ କରିବା...
ଗଞ୍ଜାମରେ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି: ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷରୁ ଅଧିକ ତଣ୍ଡ
ଛତ୍ରପୁର,୩୦।୭(ଡି.ଏନ୍.ଏ.): କରୋନା ନେଇ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟକୁ କଡାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ୧ ଲକ୍ଷ ୫୧ ହଜାର...
ବିପ୍ଳବଜିତ୍ ଭଦ୍ରକ ଜିଲାରେ ମାଟ୍ରିକ ଟପ୍ପର
ପଦ୍ମପୁର,୩୦ା୭(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ବିପ୍ଳବଜିତ୍ ମିଶ୍ର ଚଳିତ ମାଟ୍ରିକ ପରୀକ୍ଷାରେ ୫୭୧ ମାର୍କ ରଖି ଜିଲାରେ ଟପ୍ପର ହୋଇଛନ୍ତି। ତାଙ୍କର ବାପା ବିବେକାନନ୍ଦ ନନ୍ଦ ମିଶ୍ର ଶିକ୍ଷକତା କରୁଥିବା ବେଳେ...
ବରଗଡ଼ରେ ନୂଆ ୧୨ କରୋନା ପଜିଟିଭ୍ ଚିହ୍ନଟ: ସର୍ବାଧିକ ପୌରାଞ୍ଚଳର
ବରଗଡ଼ ଅଫିସ,୩୦।୭: ବରଗଡ଼ ଜିଲାରେ ଗୁରୁବାର ପୁଣି ୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୧ ଜଣ ହୋଇଥିବା ବେଳେ ଅନ୍ୟ ଆକ୍ରାନ୍ତ ଜଣକ କଟାପାଲି ଗ୍ରାମର ଅଟନ୍ତି।...
କରୋନାକୁ ହରାଇଲେ ଗଞ୍ଜାମର ୮୫ ବର୍ଷୀୟ ଅଭିମନ୍ୟୁ: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା
ଛତ୍ରପୁର,୩୦ା୭(ଡି.ଏନ୍.ଏ.): ଗଞ୍ଜାମର ଜଣେ ୮୫ ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ୍ କରି କହିଛନ୍ତି ଯେ, ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡିର ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କୋଭିଡ୍-୧୯ରୁ ସୁସ୍ଥ...
ଭଦ୍ରକରେ ୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୩୦ା୭: ଗୁରୁବାର ଭଦ୍ରକ ଜିଲାରେ ଆଉ ୫୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୮ ଜଣ...
ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଲା
ବାଲେଶ୍ୱର ଅଫିସ,୩୦ା୭: ଗୁରୁବାର ୨୦ କରୋନା ପଜିଟିଭ୍ ଚି଼ହ୍ନଟ ହେବା ପରେ ବାଲେଶ୍ୱର ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୯୯ ଆରୋଗ୍ୟ ହୋଇ ଫେରିଥିବା ବେଳେ ୨୨୯ଜଣ ଚିକିତ୍ସିତ ହେଉଛନ୍ତି। ୩ ଜଣଙ୍କର କରୋନାରେ ମୃତ୍ୟୁ...
Archives


