ଷ୍ଟେଶନରୁ ସ୍କୁଲ ବ୍ୟାଗରେ ଦିଲ୍ଲୀ ଚାଲାଣ ହେଉଥିଲା ଗଞ୍ଜେଇ, ଅଚାନକ ପହଞ୍ଚିଗଲା…
ରାଉରକେଲା,୩୦।୧୦(ସଂଗୀତା ଜେନା): ଷ୍ଟେଶନ ପାର୍ସଲ ଅଫିସରେ ରେଲୱେ ପୋଲିସ (GRP) ଚଢାଉ କରିଛି। ଦୁଇଟି ବଡ଼ ବ୍ୟାଗରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଖୋଲିଲା ୨ ସନ୍ଦିଗ୍ଧ ବ୍ୟାଗ। ପୋଲିସ…
ବିଚାର ବିଭାଗୀୟ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ମାଜିଷ୍ଟ୍ରେଟ, ଜାଣନ୍ତୁ କାହିଁକି…
ଦିଗପହଣ୍ଡି, ୩୦।୧୦(ଅଶେଷ ନାଥ ମିଶ୍ର): ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଗୁରୁବାର ଦିଗପହଣ୍ଡିସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ବିଚାର ବିଭାଗୀୟ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି। ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ…
ଆକାଶରେ ପଡ଼ିଲା ଇନ୍ଦ୍ରଧନୁ: ଅଟକିଗଲେ ବାଟୋଇ
କୋରାପୁଟ,୩୦।୧୦(ଅମିତାଭ ବେହେରା): ଗୁରୁବାର ଅପରାହ୍ନରେ କୋରାପୁଟ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଛି। ଗୁରୁବାର ଅପରାହ୍ନ ୫ଟା ସମୟରେ କୋରାପୁଟ ଭବାନୀନଗରସ୍ଥିତ ପୂର୍ବ ଆକାଶରେ ଏହା ଦେଖିବାକୁ ମିଳିଛି। ଅପରାହ୍ନରେ ହଠାତ ଝିପିଝିପି ବର୍ଷା ପରେ ଏହା ଦେଖିବାକୁ ମିଳିଛି। ଇନ୍ଦ୍ରଧନୁର ସାତରଙ୍ଗ ଦେଖିବାକୁ…
ଧାନ ବିଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟର ପର୍ଦ୍ଦାଫାଶ କଲେ ଏସ୍ପି, ଯୁବତୀଙ୍କ ସହ…
ବଲାଙ୍ଗୀର,୩୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ କୁମନାଶି ଜଙ୍ଗଲ ନିକଟ ଏକ ଧାନ କିଆରିରୁ ବୁଧବାର ସକାଳେ ଏକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସମ୍ପୃକ୍ତା ଯୁବତୀଙ୍କ ପରିଚୟ ମିଳିବା ପରେ ପୋଲିସ…
ନୂଆପଡ଼ା ଉପନିର୍ବାଚନ: ଆରମ୍ଭ ହେଲା ହୋମ୍ ଭୋଟିଂ
ନୂଆପଡ଼ା,୩୦ା୧୦(ପୀତାମ୍ବର ସାହୁ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାରଠାରୁ ହୋମ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି। ପ୍ରତି ଦଳରେ ଦୁଇଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଓ…
ଋଷିକୂଲ୍ୟା ଜଳସ୍ତର ବୃଦ୍ଧି: ଅନେକ ଗାଁ ଜଳବନ୍ଦୀ, ଚିନ୍ତାରେ ଚାଷୀ
ଗଞ୍ଜାମ, ୩୦।୧୦ (ଅଖିଳ ତରାଇ): ବାତ୍ୟା ମୋନ୍ଥାର ପ୍ରଭାବରେ ଲଗାତାର ବର୍ଷା ଯୋଗୁ ଗଞ୍ଜାମରେ ବନ୍ୟା ଆଶଙ୍କା ଦେଖାଦେଇଛି। ପ୍ରବଳ ବର୍ଷା କାରଣରୁ ଋଷିକୂଲ୍ୟା ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…
ମୋବାଇଲ ଫୋନ ଯୋଗୁ ବଢୁଛି ସାଇବର ଠକେଇ: ହୋଇଯାନ୍ତୁ ସାବଧାନ
ଗଞ୍ଜାମ,୩୦।୧୦(ବିଦ୍ୟାଧର ସାହୁ): ରାଜ୍ୟରେ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଜଣେ ବ୍ୟକ୍ତି ସାଇବର ଠକେଇ ଶିକାର ହେଉଛନ୍ତି l ମୋବାଇଲ ଫୋନ ଦ୍ୱାରା ସାଇବର ଠକେଇ ବୃଦ୍ଧି ପାଉଥିବା ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଅନୁଷ୍ଠିତ ସାଇବର ସୁରକ୍ଷା ଅଭିଯାନ…
ପାହାଡ଼ରୁ ଖସୁଛି ମାଟି ଅତଡ଼ା: ଯାତାୟାତ ବାଧାପ୍ରାପ୍ତ
ମୋହନା,୩୦/୧୦(ମନ୍ମଥ ମିଶ୍ର): ଘାଟି ରାସ୍ତାରେ ଏବେ ପାହାଡ଼ରୁ ଖସୁଛି ମାଟି ଅତଡ଼ା ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି l ଫଳରେ ୬ ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଗଜପତି ଜିଲା ମୋହନା ବ୍ଲକ ବାଲିବାଡ ଗାଁ ଘାଟି…
କଳାହାଣ୍ଡି-ବଲାଙ୍ଗୀରକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ
ମଦନପୁର,୩୦ା୧୦(ଜଗଦୀଶ ପ୍ରସାଦ ରଣା): କଳାହାଣ୍ଡି ଜିଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ ପଞ୍ଚାୟତ ଅଧୀନ ବେନାଗୁଡ଼ାରୁ କର୍ଳାକୁବୁଲି ଦେଇ ବଲାଙ୍ଗୀର ଜିଲାର ଗୁଡଭେଲା ବ୍ଲକର ଘୁନା ପଞ୍ଚାୟତ ଅଧୀନରେ ବଗବାହଲକୁ ସଂଯୋଗ କରୁଥିବା ରାସ୍ତା ଅତିଦୟନୀୟ ଅବସ୍ଥା। ସୂଚନାଯୋଗ୍ୟ, କଳାହାଣ୍ଡି…
ଚମକିଲେ ଅଭିପ୍ସା: ଉପମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଲା ପୁରସ୍କାର
ଛତ୍ରପୁର,୩୦।୧୦(ଦିଲ୍ଲୀପ ସାମଲ): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ୫ମ ଶ୍ରେଣୀ ଛାତ୍ରୀ ଅଭିପ୍ସା ସେଠୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହା ଓଡ଼ିଶାର ମହିଳା ଓ ଶିଶୁ ବିକାଶ ବିଭାଗ…
ସାଇବର ଠକଙ୍କଠାରୁ ଛାତ୍ରୀଛାତ୍ର କେମିତି ପାଇବେ ରକ୍ଷା: ଜାଣନ୍ତୁ କିଛି ଟିପ୍ସ
ଭଞ୍ଜନଗର,୩୦/୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବକ୍ତାମାନେ ଯୋଗଦେଇ ସର୍ବଦା ଷ୍ଟ୍ରଙ୍ଗ ପାସ ୱାର୍ଡ ବ୍ୟବହାର କରିବା, ଓଟିପି କାହାକୁ…
ଋଷିକୂଲ୍ୟା ମୁହାଣ ଖୋଲିଲେ ଗ୍ରାମବାସୀ: ଜୀବିକା ପାଇଁ ଦୀର୍ଘଦିନ ଦାବିର ପୁନରାବୃତ୍ତି
ଗଞ୍ଜାମ, ୩୦।୧୦(ଅଖିଳ ତରାଇ): ବନ୍ୟା ପରିସ୍ଥିତି ଏବଂ ଲଗାଣ ବର୍ଷା ଯୋଗୁ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ, ଗଞ୍ଜାମ ବ୍ଲକର ସମୁଦ୍ରକୂଳ ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ନିଜର ଦୀର୍ଘ ଦିନର ଦାବିକୁ ପୁନରୁତ୍ଥାନ କରି ମୁହାଣ ଖୋଳିଛନ୍ତି। ପୁରୁଣାବନ୍ଧ, ଅଗସ୍ତି…
Archives


