ଆମ ଜିଲା ଖବର

ମଦନମୋହନଙ୍କ ଅଁଳା ବେଶ: ରାଧା ପାଦ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ )ଗଞ୍ଜାମ ସହର ବ୍ରାହ୍ମଣ ଢାମଣା ସାହିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଅଁଳା ନବମୀ ଉପଲକ୍ଷେ ଠାକୁର ମଦନ ମୋହନ ଅଁଳା ବେଶରେ ହବିଷ୍ୟାଳି ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଉପଲକ୍ଷେ ଆଖପାଖ ଅଞ୍ଚଳର ଶତାଧିକ…

ଭାଜପା ନେତାଙ୍କ ବଡ଼ ବୟାନ, ନୂଆପଡାରେ ନବୀନ ମଇଦାନକୁ ଓହ୍ଲାଇଲେ…

ନୂଆପଡା,୩୧।୧୦:ରାଜ୍ୟ ଭାଜପା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । କହିଲେ, ନବୀନ ମୈଦାନକୁ ଓହ୍ଲାଇଲେ କିଛି ବି ଫରକ ପଡ଼ିବ ନାହିଁ । ଭାଜପାର ନୂଆପଡ଼ା ବିଜୟ ସୁନିଶ୍ଚିତ । ଏପଟେ ଅରୁଣ ସାହୁଙ୍କ କାଉଣ୍ଟର ।…

ନୂଆପଡ଼ାରୁ ଆସିଲା ବଡ଼ ଖବର: ବବିଙ୍କ ନାଁରେ ସାଂଘାତିକ …

ନୂଆପଡ଼ା,୩୧।୧୦(ମକାରୁ ବେମାଲ): ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ଜନୈକ ଯୁବକ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବିଜେଡି ନେତା ମନୋଜ…

ସ୍କୁଲ ବସ୍‌ରେ ୪ବର୍ଷର ଶିଶୁ କନ୍ୟାଙ୍କୁ ଯୌନ ଶୋଷଣ: ଦୁଇ ସେନା କର୍ମଚାରୀଙ୍କୁ ଆଜୀବନ କାରଦଣ୍ଡ

ବ୍ରହ୍ମପୁର,୩୧।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଥିବା ଆର୍ମି ଏଡି କଲେଜ ପରିସରରେ ଗତ ଜାନୁଆରୀ ମାସରେ ଏକ ବସ୍‌ ଭିତରେ ଜନୈକା ୪ ବର୍ଷର ଶିଶୁକନ୍ୟାଙ୍କୁ ଯୌନ ଶୋଷଣ କରାଯାଥିଲା। ଉକ୍ତ ମାମଲାର ଶୁକ୍ରବାର ରାୟ…

ଛୁଟି ମଞ୍ଜୁର ପାଇଁ ରୋଷେୟାଙ୍କଠୁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡିବସିଲା ଭିଜିଲାନ୍ସ , ଆଉ ତା’ପରେ…

ଦାରିଙ୍ଗବାଡି/ ଫୁଲବାଣୀ, ୩୧।୧୦ (ଅରୁଣ ସାହୁ, ରିଙ୍କୁ ରାଉତ): ଜଣେ ଲେଡି କୁକ-କମ-ଆଟେଣ୍ଡାଣ୍ଟଙ୍କ ଛୁଟି ମଞ୍ଜୁର କରିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଚଢ଼ାଉ କରିଛି। ଫୁଲବାଣୀ ଭିଜିଲାନ୍ସ ଟିମ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି…

ଜାତୀୟ ଏକତା ଦିବସ ଅବସରରେ ପ୍ରକମ୍ପିତ ହେଲା ରାଜରାସ୍ତା, ପଦଯାତ୍ରାରେ ସାମିଲ ହେଲେ ଏମାନେ…

ପାଟଣା ,୩୧।୧୦(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପଦଯାତ୍ରା ପାଟଣା ଥାନାରୁ ବାହାରି ବଜାର,…

କଳିଙ୍ଗା ଘାଟିରେ ଚାଲିଲା ଦୁଇ, ଚାରି ଚକିଆ ଯାନ, ଦୀର୍ଘଦିନ ବନ୍ଦ ରହିବା ଯୋଗୁ ପରିବା ଦର ଆକାଶ ଛୁଆଁ

ଜି.ଉଦୟଗିରି, ୩୧।୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ ଭୂସ୍ଖଳନ ଯୋଗୁ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ସରିଛି। ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା…

ରାଷ୍ଟ୍ରୀୟ ଏକତା ଦିବସରେ ମିନି ମାରାଥନ: ଫିଟ୍‌ ରହିବାକୁ ଶପଥ

ଗଞ୍ଜାମ,୩୧।୧୦(ଅଖିଳ ତରାଇ): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସାରା ଦେଶରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳନ କରାଯାଉଥିବା ବେଳେ ଗଞ୍ଜାମ ପୋଲିସ ପକ୍ଷରୁ ମଧ୍ୟ ଏହି ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ମିନି ମାରାଥନ…

ଦୁର୍ନୀତି ପ୍ରସାର ରୋକିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ରାଇକିଆ,୩୧।୧୦(ପ୍ରଦୀପ ବେହେରା)-ଦୁର୍ନୀତି ନିବାରଣ ସପ୍ତାହ ଅବସର ରେ କନ୍ଧମାଳ ଜିଲ୍ଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରତ୍ନ ଗ୍ୟାସ ବିତରଣ ସଂସ୍ଥା ମୁଖ୍ୟ ପରିଚାଳକ ରାଜେନ୍ଦ୍ର ପାଳ ଅତିଥି ଭାବେ…

ବିଜେଡି ନେତାଙ୍କ ଭଡ଼ା ଘରେ ପଶିଲେ ନିର୍ବାଚନ ଅଧିକାରୀ: ଆଉ ତା’ପରେ…

ନୂଆପଡା,୩୧।୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି ନେତା…

୨୦ ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା: କୋରାପୁଟକୁ ୭ ପଦକ

କୋରାପୁଟ,୩୧/୧୦(ଅମିତାଭ ବେହେରା): ଝାରସୁଗୁଡାଠାରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ କୋରାପୁଟକୁ ୭ ଟି ପଦକ ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବର ୨୪ରୁ ୨୬ ତାରିଖ ଯାଏ ଝାରସୁଗୁଡ଼ାରେ ୨୦ତମ ରାଜ୍ୟ ସ୍ତରୀୟ ସ୍କ୍ବାଏ ମାର୍ଶାଲ…

୭ ନଭେମ୍ବରରୁ ୩୧ ଡିସେମ୍ବର ପାଣି ଯୋଗାଣ ହେବ ବନ୍ଦ

ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ): ହୀରାକୁଦ ସେଚାଞ୍ଚଳ ଅଧୀନ ସମସ୍ତ କେନାଲରେ ଆସନ୍ତା ନଭେମ୍ବର ମାସ ୭ ତାରିଖରୁ କେନାଲ ପାଣି ଯୋଗାଣ ବନ୍ଦ ରହିବ । ଖରିଫ ଧାନ ଫସଲ ଅମଳ ଏବଂ ବିଭିନ୍ନ ଉନ୍ନୟନ କାମ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri