ବରଗଡ଼ରେ ମାତିଛନ୍ତି ଚୋର, ରାତିରେ ସ୍କୁଲରୁ ଚୋରି କରି ନେଲେ…
ବରଗଡ଼, ୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଦିନକୁ ଦିନ ଚୋରି, ଲୁଟପାଟ୍ ଆଦି ଅପରାଧ ବଢି ଚାଲିଛି। ଗୁରୁବାର ରାତିରେ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସରରୁ ସ୍କୁଲର ଅନେକ ଆସବାବପତ୍ର ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ…
ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ: କଲେଜରେ ଉତ୍ତେଜନା
ରାୟଗଡ଼ା,୩୧।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହରସ୍ଥିତ ଉକତ୍ଳ ଗୌରବ ମଧୁସୂଦନ ବୈଷୟିକ (ୟୁଜିଏମଆଇଟି) କଲେଜର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶୁକ୍ରବାର କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଅନୁଷ୍ଠାନ ଆଗରେ ଧାରଣାରେ ବସିବା ସହ ପୀଡିତାଙ୍କୁ…
ସୁରଭି କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀଛାତ୍ର ମାନେ ଭଲ…
ଦିଗପହଣ୍ଡିରେ ରାଷ୍ଟ୍ରୀୟ ଏକତା ଦିବସ : ପ୍ରତିଭା ଦେଖାଇଲେ …
ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ଶୁକ୍ରବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସବଜଜ …
ପରକୀୟା ପ୍ରୀତି ହେଲା କାଳ: ରଶି ଲଗାଇ ଝୁଲିପଡ଼ିଲେ…
ଅତାବିରା/ଗୋଡଭଗା,୩୧।୧୦(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ): ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ କୁମେଲସିଂହା ପଞ୍ଚାୟତ ଅଧୀନ ବଗର୍ତ୍ତୀଟିକ୍ରା ଓ ଶବରପଡାରୁ ଥିବା ନିଖୋଜ ବିବାହିତା ମହିଳା, ପୁରୁଷଙ୍କ ମୃତଦେହକୁ ଶୁକ୍ରବାର ପୋଲିସ୍ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ମୃତକଦ୍ୱୟ ହେଲେ…
ଚକ୍ଷୁଦାନ କରି ଏବେ ବି ଜିବିତ
ଛତ୍ରପୁର/ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଛତ୍ରପୁର ବରିଷ୍ଠ ଆଇନଜୀବୀ ତଥା ରାଜ ନଗରନିବାସୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ( ୭୩) ପରଲୋକ ଘଟିଛି। ସେ ବହୁତ ଦିନ ଅସୁସ୍ଥ ରହିଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟଛିି। ଏନେଇ ଅଞ୍ଚଳରେ ଶୋକର ଛାୟା…
ମଦନମୋହନଙ୍କ ଅଁଳା ବେଶ: ରାଧା ପାଦ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ
ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ )ଗଞ୍ଜାମ ସହର ବ୍ରାହ୍ମଣ ଢାମଣା ସାହିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଅଁଳା ନବମୀ ଉପଲକ୍ଷେ ଠାକୁର ମଦନ ମୋହନ ଅଁଳା ବେଶରେ ହବିଷ୍ୟାଳି ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଉପଲକ୍ଷେ ଆଖପାଖ ଅଞ୍ଚଳର ଶତାଧିକ…
ଭାଜପା ନେତାଙ୍କ ବଡ଼ ବୟାନ, ନୂଆପଡାରେ ନବୀନ ମଇଦାନକୁ ଓହ୍ଲାଇଲେ…
ନୂଆପଡା,୩୧।୧୦:ରାଜ୍ୟ ଭାଜପା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । କହିଲେ, ନବୀନ ମୈଦାନକୁ ଓହ୍ଲାଇଲେ କିଛି ବି ଫରକ ପଡ଼ିବ ନାହିଁ । ଭାଜପାର ନୂଆପଡ଼ା ବିଜୟ ସୁନିଶ୍ଚିତ । ଏପଟେ ଅରୁଣ ସାହୁଙ୍କ କାଉଣ୍ଟର ।…
ନୂଆପଡ଼ାରୁ ଆସିଲା ବଡ଼ ଖବର: ବବିଙ୍କ ନାଁରେ ସାଂଘାତିକ …
ନୂଆପଡ଼ା,୩୧।୧୦(ମକାରୁ ବେମାଲ): ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ଜନୈକ ଯୁବକ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବିଜେଡି ନେତା ମନୋଜ…
ସ୍କୁଲ ବସ୍ରେ ୪ବର୍ଷର ଶିଶୁ କନ୍ୟାଙ୍କୁ ଯୌନ ଶୋଷଣ: ଦୁଇ ସେନା କର୍ମଚାରୀଙ୍କୁ ଆଜୀବନ କାରଦଣ୍ଡ
ବ୍ରହ୍ମପୁର,୩୧।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଥିବା ଆର୍ମି ଏଡି କଲେଜ ପରିସରରେ ଗତ ଜାନୁଆରୀ ମାସରେ ଏକ ବସ୍ ଭିତରେ ଜନୈକା ୪ ବର୍ଷର ଶିଶୁକନ୍ୟାଙ୍କୁ ଯୌନ ଶୋଷଣ କରାଯାଥିଲା। ଉକ୍ତ ମାମଲାର ଶୁକ୍ରବାର ରାୟ…
ଛୁଟି ମଞ୍ଜୁର ପାଇଁ ରୋଷେୟାଙ୍କଠୁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡିବସିଲା ଭିଜିଲାନ୍ସ , ଆଉ ତା’ପରେ…
ଦାରିଙ୍ଗବାଡି/ ଫୁଲବାଣୀ, ୩୧।୧୦ (ଅରୁଣ ସାହୁ, ରିଙ୍କୁ ରାଉତ): ଜଣେ ଲେଡି କୁକ-କମ-ଆଟେଣ୍ଡାଣ୍ଟଙ୍କ ଛୁଟି ମଞ୍ଜୁର କରିବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଚଢ଼ାଉ କରିଛି। ଫୁଲବାଣୀ ଭିଜିଲାନ୍ସ ଟିମ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି…
ଜାତୀୟ ଏକତା ଦିବସ ଅବସରରେ ପ୍ରକମ୍ପିତ ହେଲା ରାଜରାସ୍ତା, ପଦଯାତ୍ରାରେ ସାମିଲ ହେଲେ ଏମାନେ…
ପାଟଣା ,୩୧।୧୦(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପଦଯାତ୍ରା ପାଟଣା ଥାନାରୁ ବାହାରି ବଜାର,…
Archives


