ନଦୀକୂଳରେ ୨ ବିଶାଳକାୟ କୁମ୍ଭୀର, ଲୋକେ ଛାନିଆ
ବଲାଙ୍ଗୀର,୨୫ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଟିଟିଲାଗଡ଼ର ଉନ୍ଦେର ନଦୀକୂଳରେ ୨ଟି କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁଗନାଭଟା ଓ ସିଲୁଆ ଗାଁ ମଝି ନିକଟ ନଦୀକୂଳରେ ଏହି ୨ଟି କୁମ୍ଭୀର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହା ପରେ…
ହଠାତ୍ ହରଭଙ୍ଗୀ ଡ୍ୟାମ ଭିତରକୁ ପଶିଗଲା କଣ୍ଟେନର: ଆଉ ତା’ପରେ..
ମୋହନା,୨୫।୯୨୫(ମନ୍ମଥ ମିଶ୍ର): ରାୟଗଡାରୁ ବ୍ରହ୍ମପୁର ଯାଉଥିଲା କଣ୍ଟେନର। ବିଳମ୍ବିତ ରାତିରେ ଡ୍ୟାମରେ ବୁଡିଗଲା। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଥାନା ହରଭଙ୍ଗୀ ଡ୍ୟାମ ଅଡାପଙ୍କା ଗ୍ରାମ ନିକଟରେ l ଗତ ବିଳମ୍ବିତ ରାତିରେ ଡ୍ରାଇଭର…
ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ
ଦେବଗଡ଼,୨୫।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମଲାରବାହାଳ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଜିଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ବାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଶାଶୁ ଏବଂ…
ଲଘୁଚାପ ବର୍ଷା, ବରଗଡ଼ରେ ଅବସ୍ଥା ବେହାଲ
ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଏହି ଲଘୁଚାପଜନିତ ବର୍ଷାରେ ଜିଲାର ଗାଁଠୁ ସହର ସବୁଆଡେ ଜଳମଗ୍ନ ହୋଇ ପଡିଥିଲା। ଏଥିରେ ଜିଲାର ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ମୁଖ୍ୟତଃ ଅଧିକ ପ୍ରଭାବିତ ହୋଇଥିଲା। ବରଗଡ଼…
ତିଖାଲି ଡେମରୁ ବନ୍ୟା ଜଳ ନିଷ୍କାସନ
ଖଡ଼ିଆଳ,୨୫।୯.(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲ୍ଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳ ସେଚନର ପ୍ରକଳ୍ପର ତିଖାଲି ଡ୍ୟାମର ଦ୍ୱିତୀୟ ବନ୍ୟା ଜଳ ସୁନ୍ଦର ନଦୀରେ ନିଷ୍କାସନ ହୋଇଛି। ଲାଗିରହିଥିବା ଲଘୁଚାପ ଜନିତ ବର୍ଷାକୁ ଆକଳନ କରି ତିଖାଲି ଡ୍ୟାମରେ ପାଣି…
ଦୀର୍ଘ ବର୍ଷର ସ୍ବପ୍ନ ହେବ ପୂରଣ: ଭଇଁରୀଗୁଡା-ବାଗଡୁଙ୍ଗରୀ ହାତୀ ନଦୀ ଉପରେ ହେବ ପୋଲ
ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡା-ବାଗଡୁଙ୍ଗରୀ ଗ୍ରାମବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। କାରଣ ଏହି ୨ ଗାଁ ମଧ୍ୟରେ ଥିବା ହାତୀ ନଦୀରେ ଏକ ସୁଉଚ୍ଚ ପୋଲ ନିର୍ମାଣ କରିବା ନେଇ ରାଜ୍ୟ…
ନାରାୟଣପାଟଣାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା :୨ ମୃତ, ୩ ଗୁରୁତର
କୋରାପୁଟ,୨୫।୯(ଅମିତାଭ ବେହେରା ): କୋରାପୁଟ ଜିଲା ନାରାୟଣପାଟଣାରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ ପ୍ରଥେମେ ନାରାୟସନପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ଅବସ୍ଥା…
ବୀରମହାରାଜପୁରରେ ମାଇନ୍ସ ବିଭାଗର ଚଢ଼ାଉ, ୧୫ ଶହ ଟନର ଧଳା ପଥର ଜବତ
ଅମରପାଲି,୨୫।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣି ରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ ହେଉଛି। ବୁଧୁବାର ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧୫ ଶହ…
କୁଷ୍ମାଣ୍ଡା ବେଶରେ ମା ସମଲେଶ୍ବରୀ, ଦର୍ଶନ ପାଇଁ ଭକ୍ତଙ୍କ ସମାଗମ
ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ): ଶାରଦୀୟ ପୂଜାତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶରୀ ଗୁରୁବାର କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି। ଭକ୍ତମାନେ ଧୂପ, ଦୀପ, ଫୁଲ…
ବାଇକରେ ପଶିଗଲା ବିରାଟ ନାଗ, ଛାନିଆ ହୋଇ ଗାଡ଼ି ଛାଡ଼ିଦେଲେ ଚାଳକ, ତା’ ପରେ…
ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ବାଇକରେ ପଶିଗଲା ବିଷଧର ନାଗ। ନାକେଦମ ହେଲେ ଚାଳକ। ଏଭଳି ଏକ ଘଟଣା ଗଞ୍ଜାମ ବଡ଼ ବଜାରଠାରେ ବୁଧବାର ସନ୍ଧ୍ୟାରେ ଘଟିଛି। ସୂଚନାନୁଯାୟୀ, ପୁଇଁତୋଳା ଗ୍ରାମର ରୋହିତ କୁମାର ରାଉଳଙ୍କ ବାଇକରେ ବିଷଧର ନାଗ ସାପ ପଶିଯାଇଥିଲା…
କଣ୍ଟେନରରେ ଗୋରୁ ଚାଲାଣ: ଖବର ପାଇ ମାଡ଼ି ବସିଲା ପାଇକମାଳ ପୋଲିସ
ପାଇକମାଳ, ୨୪।୯(ବଡ ଶତପଥୀ): ପାଇକମାଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଚେରେଙ୍ଗା ଝାଞ୍ଜ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯାଇଛି। ତେବେ ଏକ କଣ୍ଟେନରରେ ଗୋରୁ ବୋଝେଇ ହୋଇ ଆସୁଥିବା ଜାଣି ପୋଲିସ ଚଢ଼ାଉ କରିଥିଲା। ଗାଡ଼ିରୁ…
ବାଇକ୍ରେ ଯିବା ବେଳେ ମାଡ଼ିଗଲା ହାଇଓ୍ବା: ଛଟପଟ ହୋଇ ଚାଲିଗଲା ୩ ଜୀବନ
ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ.ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୮ ଟାରେ ଏକ ହାଇୱା ଟ୍ରକ…
Archives


