ଗଜଲକ୍ଷ୍ମୀପୂଜା ଲାଗି ଶୁଭଖୁଣ୍ଟି ସ୍ଥାପନ: ଆଜ୍ଞାମାଳ ଅଣାଯିବା ପରେ…
ପୁରୁଷୋତ୍ତମପୁର, ୨୭।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସାହି ମଧ୍ୟସ୍ଥ ଅସ୍ଥାୟୀ ପୂଜା ମଣ୍ଡପଠାରେ ଶୁକ୍ରବାର ରାତ୍ରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଆଞ୍ଜାମାଳା ଅଣାଯିବା…
୮ ଦଫା ଦାବି: ଗାଁ ସାଥୀ ସଂଘର ଚେତାବନୀ
ଦେବଗଡ,୨୭।୯(ଶଶାଙ୍କ ଶେଖର ଝାଙ୍କର): ଗ୍ରାମାଞ୍ଚଳରେ କାମ କରୁଥିବା ଗାଁସାଥୀ(ମେଟ) ମାନଙ୍କର ବିଭିନ୍ନ ସମସ୍ୟା ସମ୍ବଳିତ ୮ ଦଫା ଦାବିରେ ଓଡିଶା ପ୍ରଦେଶ ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଦେବଗଡ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ…
ଲଗାଣ ବର୍ଷା: ଅମଳକ୍ଷମ ଧାନ ଗଜା ସମ୍ଭାବନା
ନୂଆପଡ଼ା,୨୭ା୯ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ ସୋମବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ଏଥିଯୋଗୁ ନଈ ନାଳ କୂଳ ଖାଉଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇପଡିଛି ା ବର୍ତ୍ତମାନ ବିଲରେ ଦୁଇମାସିଆ ଷାଠିଆ, ପାରିଜାତ, ଖଣ୍ଡଗିରି, ନେନକା, ଭଟା…
ତୀରନ୍ଦାଜୀ ପ୍ରତିଯୋଗିତା: କଳାହାଣ୍ଡିର ଛାତ୍ରୀଛାତ୍ର ଜିତିଲେ ୮ ସ୍ବର୍ଣ୍ଣ ପଦକ
ଭବାନୀପାଟଣା,୨୮ା୯(ଉତ୍ତମ କୁମାର ଦାଶ):ସୁନ୍ଦରଗଡ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜୀ (୧୪ ଓ ୧୭ ବର୍ଷରୁ କମ୍ ବାଳିକା/ବାଳକ) ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲାର…
OPSCରେ ଜିଲା ପାଇଁ ଗୌରବ ଆଣିଲେ ଯତୀନ: ଶିକ୍ଷା ପାଇଁ…
ଅମରପାଲି,୨୭ା୯(ପୀତାମ୍ବର ସାହୁ):ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମର ଯତୀନ କୁମାର ବାଦୀ ୨୫୨ ର଼୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।…
ବିଜେଡିକୁ ଶକ୍ତ ଧକ୍କା: ଦଳ ଛାଡ଼ିଦେଲେ…
ଯାଜପୁର,୨୭ା୯(ହର୍ଷବର୍ଦ୍ଧନ ବେହେରା):ଯେଉଁ ଆସନରେ ପୂର୍ବରୁ ବାପା ଲଢୁଥିଲେ, ସେହି ଆସନରେ ସ୍ତ୍ରୀ କିମ୍ବା ପୁଅ ଲଢ଼ିଲେ। ଏହାବାଦ ବରିଷ୍ଠ ନେତାଙ୍କୁ ଛାଡ଼ି ସିନେଷ୍ଟାରଙ୍କୁ ରାଜନୀତିକୁ ଟଣାଗଲା। ହେଲେ ୨୦୨୪ ନିର୍ବାଚନରେ ପରିବାରବାଦ କିମ୍ବା ସିନେଷ୍ଟାରଙ୍କୁ ଜନତା ପସନ୍ଦ କଲେନି। ଦଳରେ ଥିବା…
OAS ପରୀକ୍ଷାରେ ଚମକିଲେ ରାୟଗଡ଼ା ଝିଅ ତନିସା
ରାୟଗଡ଼ା,୨୬।୯(ଆଶିଷ ରଞ୍ଜନ ପଣ୍ଡା)- ଶୁକ୍ରବାର ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ରାୟଗଡାର ଝିଅ ତନିସା ବେହୁରା ସଫଳତା ଅର୍ଜନ କରିଛନ୍ତି। ପ୍ରକାଶିତ ଓଏଏସ୍ ପରୀକ୍ଷାରେ ସେ କୃତକାର୍ଯ୍ୟ ହାସଲ କରିଛନ୍ତି। ସେ ରାୟଗଡ଼ାର ଦିଲିପ କୁମାର ବେହୁରା ଓ ନିବେଦିତା…
ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ୪ ଅଭିଯୁକ୍ତ ୨ ବାଇକ୍, ଲୁହା ଛଡ଼ ଜବତ
ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଶୁକ୍ରବାର ପାଟପୁର ଥାନା ଡୋଳବ ଗ୍ରାମର ତୋଫାନ ଗୌଡ଼, ମନୋଜ ରାଉଳ, ଜଗନ୍ନାଥ ପ୍ରଧାନ ଓରଫ ଜଗା ଏବଂ ଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ…
ଘୋଡ଼ାହାଡ଼ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଜାରି, ଯେକୌଣସି ମୁହୂର୍ତ୍ତରେ…
ଦିଗପହଣ୍ଡି,୨୬।୯(ଅଶେଷ ନାଥ ମିଶ୍ର): ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଡ୍ୟାମରୁ ସ୍ପିଲ ୱେ ମୁଖ୍ୟ…
ଜିଲା କଂଗ୍ରେସ ସଭାପତି ହେଲେ ରାୟଗଡ଼ା ବିଧାୟକ, କର୍ମୀ ମହଲରେ ଉତ୍ସାହ…
ରାୟଗଡ଼ା,୨୬।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କଂଗ୍ରେସ ସଭାପତି ହେଲେ ବିଧାୟକ ଆପଲସ୍ବାମୀ କାଡ୍ରାକା । ଏନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ଭେଣୁଗୋପାଳ ବିଧିବଦ୍ଧ ଘୋଷଣା କରିଛନ୍ତି । ପୂର୍ବରୁ ରାୟଗଡ଼ା ଜିଲା ସଭାପତି ପାଇଁ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି…
କେନ୍ଦୁଝରର ୨ ଯୁବ ଭୂବୈଜ୍ଞାନିକ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ
ପାଟଣା ,୨୬ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲାର ୨ ଭୂତତ୍ତ୍ୱବିତ୍ ରାଷ୍ଟ୍ରୀୟ ଭୂ-ବିଜ୍ଞାନ ପୁରସ୍କାର ପାଇଛନ୍ତି। ଦେଶରେ ମୋଟ ୨୨ ଜଣ ଭୂତତ୍ୱବିତ ଏହି ପୁରଷ୍କାର ପଇଥିବା ବେଳେ କେନ୍ଦୁଝରରୁ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କର…
ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ! ସବୁ ଅଧିକାରୀଙ୍କ ଛୁଟି ବାତିଲ୍
କଳାହାଣ୍ଡି,୨୬।୯: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ଏବଂ ଡିପ୍ରେସନ ସୃଷ୍ଟି ହେବ ଯେଉଁଥିପାଇଁ କଳାହାଣ୍ଡି ଜିଲ୍ଲା ପାଇଁ ରେଡ ଆଲର୍ଟ ଘୋଷଣା କରାଯାଇଛି। ତେଣୁ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା…
Archives


