ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି…
ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ ଚରଣ ମଳିକଙ୍କ ଘରେ ସମସ୍ତେ ଶୋଇ ଥିବା ବେଳେ ବିଳମ୍ବିତ ରାତିରେ ଯେଉଁ ରୁମ୍ରେ…
ଓଏଫଏସ ପରୀକ୍ଷା ଫଳ ପ୍ରକାଶିତ: ୫୨ତମ ସ୍ଥାନ ଅଧିକାର କରି ଗୌରବ ଆଣିଲେ ସୁମନ
ଫୁଲବାଣୀ, ୨୬। ୧୧(ରାକେଶ କୁମାର ରାଉତ): ପ୍ରକାଶ ପାଇଥିବା ଓଏଫ୍ଏସ୍ ପରୀକ୍ଷା ଫଳରେ ଫୁଲବାଣୀ ଦାଦପାଜୁ ଅଞ୍ଚଳର ସୁମନ ସାହୁ ୫୨ତମ ସ୍ଥାନ ଅଧିକାର କରି ରାଜ୍ୟ ଓ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି। ସୁମନ ନିଜ ସଫଳତାର ଶ୍ରେୟ ଜିଲା…
୨୨ ଏକର ଜମିରେ ଗଞ୍ଜେଇ ଚାଷ, ଅତର୍କିତ ଚଢ଼ାଉ କରି ଗଛ ନଷ୍ଟ କଲା ଜି.ଉଦୟଗିରି ପୋଲିସ
ଜି.ଉଦୟଗିରି,୨୫।୧୧( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଅନ୍ତର୍ଗତ ଗଲାମାହା ପଞ୍ଚାୟତ ପେଟାପାଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଜି.ଉଦୟଗିରି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ୨୨ ଏକର ଜମିରୁ ଗଞ୍ଜେଇ ଗଛ…
ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…
ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ ଭାଜପା ନିଜର ଦବଦବା ଜାହିର କରି ବିଜେଡିକୁ ମୂଳପୋଛ କରିଛି। ପୂର୍ବ ବିଜେଡି…
ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ
ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ ହୋଇ ୧୦ ରୁ ୧୫ ଜଣ ବାଲି ମାଫିଆମାନେ ମିଳିତ ଭାବେ ଆକ୍ରମଣ କରିଥିଲେ।…
ଗ୍ରାମପଞ୍ଚାୟତସ୍ତରୀୟ ଏକାଭିମୁଖୀତା ମେଳା, ଅଞ୍ଚଳର ବିକାଶ-ଆବଶ୍ୟକତା ନେଇ…
ଦାରିଙ୍ଗବାଡି, ୨୫ା୧୧ (ଅରୁଣ ସାହୁ): ଗାଁ ର ବିକାଶ ହେଲେ ପଞ୍ଚାୟତର ବିକାଶ ହେବ। ପଞ୍ଚାୟତ ଏବଂ ବ୍ଲକର ବିକାଶ ହେଲେ ରାଜ୍ୟ ଓ ଦେଶର ପ୍ରଗତି ହେବ। ଏଥିପାଇଁ ଆବଶ୍ୟକ ଲୋକଙ୍କ ଏକାଠି ହେବା ଓ ବସି ଅଞ୍ଚଳପାଇଁ ଆଲୋଚନା…
କଳାହାଣ୍ଡି ପାଇଁ ଗୌରବ ଆଣିଲେ କ୍ୟାଡେଟ୍ ନମିତା ସାହୁ
ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କଳା ତୃତୀୟ ବର୍ଷର ଛାତ୍ରୀ ତଥା ଆର୍ମି ଏନ୍ସିସିର ଜୁନିୟର ଅଣ୍ଡର ଅଫିସର ନମିତା ସାହୁ ଡାଇରେକ୍ଟର ଜେନେରାଲ ପ୍ରଶସ୍ତି ପାଇଁ ମନୋନୀତ ହୋଇଛନ୍ତି। ନବରଙ୍ଗପୁର ୧୩ ଓଡିଶା…
ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଯାଉଥିଲେ: ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା; ଚାଲିଗଲା ସାନଭାଇଙ୍କ ଜୀବନ, ବଡ଼ଭାଇ…
ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟାଟା ଏସିଇ ଗାଡ଼ି ନଂ(ଓଡ଼ି୦୭ ବିବି…
ଓଭରଟେକ୍ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍ ଚୁରମାର, ଡ୍ରାଇଭର…
କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣା ଯୋଗୁ କାର ଚୁରମାର ହୋଇଛି।…
ବରଗଡ଼ର ଏହି ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଲାଗିଲା ରୋକ୍, ମାସେ ଧରି ବଳବତ୍ତର ରହିବ…
ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ବରପାଲି ଗାନ୍ଧିଛକଠାରୁ ରାମପୁର ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଜିଲା ପ୍ରଶାସନ କଟକଣା ଜାରି କରିଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି(ନଂ-୨୮୨୪, ତା-୨୫।୧୧।୨୦୨୫)ରେ ଉଲ୍ଲେଖ ରହିଛି, ବରପାଲି ସହରରେ ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ଏହି…
ବରଗଡ଼ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ବରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୪୫ମିନିଟରେ ସେ ଛତିଶଗଡ଼ ରାଜ୍ୟ ରାୟପୁର ପୋଲିସ୍ ଗ୍ରାଉଣ୍ଡସ୍ଥିତ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ବରଗଡ଼ ଅଭିମୁଖେ ବାହାରିବେ।…
୨ ସାଙ୍ଗଙ୍କ ସହ ମାଛ ଧରିବାକୁ ଯାଇଥିଲେ, ନାଳରେ ଭାସିଲା ଛାତ୍ରଙ୍କ ମୃତଦେହ; ସନ୍ଦେହରେ…
ପାଟଣା,୨୫।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପୋଷି ପଞ୍ଚାୟତ କେତାଙ୍ଗ ଗ୍ରାମ ନାଳରୁ ମଙ୍ଗଳବାର ଜଣେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି କେତାଙ୍ଗ ଗ୍ରାମର ପ୍ରମୋଦ କୁମାର ନାଏକଙ୍କ ପୁଅ…
Archives


