ଏସ୍ଏଚ୍ଜି ମହିଳାଙ୍କ ତାଲିମ ଅର୍ଥ ଆତ୍ମସାତ୍
ରସୁଲପୁର,୧୭ା୧୦(ଡି.ଏନ.ଏ.): ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଉଦ୍ଦିଷ୍ଟ। ଏହି ବିଭାଗ ଜରିଆରେ ଗ୍ରାମାଞ୍ଚଳ ମହିଳାଙ୍କୁ ବିଭିନ୍ନ ସରକାରୀ ସୁବିଧା କାର୍ଯ୍ୟକାରୀ କରିବା ପାଇଁ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ତାଲିମ ପ୍ରଦାନ…
ପୋଲିସ-ନକ୍ସଲ ଗୁଳିବିନିମୟ, ଏଏସ୍ଆଇ ଆହତ
ମାଲକାନଗିରି,୧୭ା୧୦(ଡି.ଏନ୍.ଏ.): ପୋଲିସ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏଏସ୍ଆଇ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ତେରମ ଥାନା ଅଞ୍ଚଳରେ ଯବାନମାନେ କମ୍ବିଂ ଅପରେଶନ ସାରି ବେସ୍ କ୍ୟାମ୍ପକୁ ଫେରୁଥିବା ସମୟରେ ପୂର୍ବରୁ…
ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ଘଟଣା: କୁଶୁପୁରରେ ଖନନ କାର୍ଯ୍ୟ ଆରମ୍ଭ
ଗୋପ,୧୭ା୧୦(ଡି.ଏନ୍.ଏ.): ପୁରୀ ଜିଲା ଗୋପ ବ୍ଲକ୍ ଅନ୍ତର୍ଗତ କୁଶୁପୁର ଠାରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ରବିବାର ଠାରୁ ପ୍ରାଥମିକ ଭାବେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ୪ ଇଞ୍ଚର ବୋରିଂ…
କ୍ଲୋକ୍ ରୁମ୍ ସଙ୍କୁଚିତ: ଶ୍ରଦ୍ଧାଳୁ ହନ୍ତସନ୍ତ
ପୁରୀ ଅଫିସ,୧୭ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ବେରେଜ୍ ଲାଇନ୍ ସମେତ ଅନ୍ୟ ଭୂତଳ ସୁବିଧା ପାଇଁ ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା କ୍ଲୋକ୍ ରୁମ୍ ଓ ଜୋତାଷ୍ଟାଣ୍ଡକୁ ସଙ୍କୁଚିତ କରିଦିଆଯାଇଛି। କ୍ଲୋକ୍ ରୁମ୍ ପଛ ପଟେ ଜମି ଅଧିଗ୍ରହଣ ପରେ ପୁରୁଣା କ୍ଲକ୍…
ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ
ଯାଁଳା,୧୭ା୧୦(ଡି.ଏନ୍.ଏ.): ସରକାର ଶିକ୍ଷାର ବିକାଶ ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାରେ ଲାଗିପଡିଛନ୍ତି। ବିଦ୍ୟାଳୟକୁ ସ୍ମାର୍ଟରେ ରୂପାନ୍ତରଣ କରି ପିଲାଙ୍କ ପାଠପଢା ସ୍ମାର୍ଟ କରାଉଛନ୍ତି। ହେଲେ ଜଟଣୀ ବ୍ଲକ ମୁଣ୍ଡମୁହାଣ କୃଷ୍ଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରରେ ଏହାର ବାସ୍ତବ ରୂପ…
ଧାମନଗର ଉପନିର୍ବାଚନ: ଆଜି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ
ଭଦ୍ରକ ଅଫିସ,୧୭ା୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ। ତେବେ ଆଜି ସାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ କେଉଁ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ନିର୍ବାଚନ ମଇଦାନରେ କଡ଼ା ମୁକାବିଲା…
ଫମ୍ପା ପ୍ରତିଶ୍ରୁତି ପାଲଟିଛି ପିଏମ୍ଏଓ୍ବାଇ
ସମ୍ବଲପୁର,୧୭ା୧୦(ବ୍ୟୁରୋ): କଚ୍ଚାଘର ସବୁ ପକ୍କା ହୋଇଯିବ। ସମସ୍ତଙ୍କ ଘରେ କଂକ୍ରିଟ ଛାତ ରହିବ। ୨୦୨୨ ମସିହା ସୁଦ୍ଧା ଆଉ କେହି ବାସହରା ହୋଇ ରହିବେ ନାହିଁ। କେନ୍ଦ୍ର ସରକାର ୫ ବର୍ଷିଆ ଦୀର୍ଘମିଆଦୀ ଯୋଜନା କରିଛନ୍ତି। ଏଭଳି ନାରାବାଜି ଓ ନିର୍ବାଚନୀ…
ଅଜଣା ରୋଗପୋକରୁ ଉଜୁଡ଼ିବ ଫସଲ
ସମ୍ବଲପୁର,୧୭ା୧୦(ବ୍ୟୁରୋ): ଧାନକେଣ୍ଡା ବାହାରି କ୍ଷୀର ଢୋକିବା ସମୟ ଚାଷୀଙ୍କୁ ବେଶ୍ ଖୁସି ଆଣିଦେଇଥାଏ। ବିଲରେ ଧାନ କେଣ୍ଡା ବାହାରୁଥିବା ଫସଲକୁ ଦେଖି ସେ ତା’ର ସବୁ ଦୁଃଖକଷ୍ଟ ଭୁଲି ଯାଇଥାଏ। ହେଲେ କିଛିବର୍ଷ ହେଲା କେତେକ ଅଜଣା ରୋଗ ପୋକକୁ ନେଇ…
ପରିତ୍ୟକ୍ତ ଖଣିରୁ ଖଣିଜ ଚୋରି
ଯୋଡ଼ା,୧୭ା୧୦(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗଠାରେ ଥିବା ଏକ ପରିତ୍ୟକ୍ତ ଖଣିରୁ ବିପୁଳ ପରିମାଣର ଲୁହାପଥର ଚୋରି ହୋଇଛି। ମେଶିନ ଯୋଗେ ହଜାର ହଜାର ମେଟ୍ରିକ୍ ଟନ୍ ଖଣିଜ ଖୋଳି ଚୋରି ହୋଇଥିଲେ ସୁଦ୍ଧା ଖଣି ବିଭାଗ ନିକଟରେ…
ଗାଡ଼ି ଗଡ଼ିବାରୁ ଡେଇଁ ପଡ଼ିଲେ: ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ୨ ଭାଉଜ ମୃତ
ଚଣ୍ଡିଖୋଲ/ଛତିଆ,୧୭ା୧୦(ଡି.ଏନ୍.ଏ.): ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ବିରଜା କ୍ଷେତ୍ରକୁ ବାହାରିଥିଲେ ଭୁବନେଶ୍ୱର ଶହୀଦନଗର ଅଞ୍ଚଳର ଏକ ପରିବାର। ହେଲେ ମା’ଙ୍କ ଦର୍ଶନ ପୂର୍ବରୁ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ଅକାଳରେ ଚାଲିଗଲା ୨ ଯାଆଙ୍କ ଜୀବନ। ମୃତ ୨…
ବିକଳ୍ପ ଖୋଜିବେ ଖଣି, ଶିଳ୍ପ ସଂସ୍ଥା
ଯାଜପୁର ଅଫିସ,୧୭ା୧୦: ରାଜ୍ୟର ଖଣି ଓ ଶିଳ୍ପାଞ୍ଚଳର ଲୋକେ ପାଣି ପାଇଁ ହାହାକାର। ଭୂତଳ ଜଳ ହ୍ରାସ ପାଇଚାଲିଛି। ଏହାର ସଂରକ୍ଷଣ ଏବଂ ଭରଣା ପାଇଁ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଭୂତଳ ଜଳ ନିମ୍ନଗାମୀ ହେବା ଅଣାୟତ୍ତ…
ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର
ଭୋଗରାଇ, ୧୭ା୧୦: ୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଥାନାଛକଠାରେ ଏକ ସଭାରେ ସମ୍ବୋଧିତ କରି ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣ ଭୋଗରାଇର କୀର୍ତ୍ତନିଆଠାରେ ୫ହଜାର କୋଟି ଟଙ୍କା ବ୍ୟୟରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ପ୍ରତିଶ୍ରୁତି…

