ଆମ ଜିଲା ଖବର

ଧୂଳି ଉଡ଼ି ନଷ୍ଟ ହେଉଛି ପରିଶ୍ରମର ଫସଲ

ଉମରକୋଟ, ୨୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଉମରକୋଟ ଦେଇ ରାଇପୁରରୁ ବିଶାଖାପାଟଣା ଭାରତମାଳା ରାସ୍ତାର ନିର୍ମାଣ କାମ ଜୋର୍‌ସୋରରେ ଚାଲିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଦୈନିକ ଏହି ରାସ୍ତା କାର୍ଯ୍ୟରେ ୫୦୦ରୁ…

ପିଇଓ ଗିରଫ, ୨ ପୂର୍ବତନ ସରପଞ୍ଚ ଫେରାର

ନବରଙ୍ଗପୁର,୨୪।୧୨(ବି.ପ୍ର.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଓ ଗମ୍ଭାରିଗୁଡ଼ା ପଞ୍ଚାୟତରେ କାମ ନ ହୋଇ ବିଲ୍‌ ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥଲା। ପରେ ଦୁଇଟି ୩୮/୨୨ ଓ ୩୯/ ୨୨ରେ ପୃଥକ୍‌ ମାମଲା ରୁଜୁକରି ତତ୍କାଳୀନ ପଞ୍ଚାୟତ…

କଲମ ଛାଡ଼ିଲେ ଅଙ୍ଗନୱାଡି କର୍ମୀ

ପରଜଙ୍ଗ, ୨୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ୮ ଦଫା ପୂରଣ ଦାବିରେ ଶୁକ୍ରବାରଠାରୁ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ୨୦୯ ଅଙ୍ଗନଓ୍ବାଡି କର୍ମୀ ଏବଂ ୧୭୦ ସହାୟିକା ହନୁମାନ ବାଟିକାଠାରୁ ଶୋଭାଯାତ୍ରାରେ…

‘ନିଷ୍ଠାର ସହ ଶିକ୍ଷାଦାନ କର’

ଢେଙ୍କାନାଳ ଅଫିସ, ୨୪।୧୨: ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୁରୁଣା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ…

ଜେଏସ୍‌ପି ପ୍ଲାଣ୍ଟ ପରିଦର୍ଶନ କଲେ ରେଲ୍‌ୱେ ଜିଏମ୍‌

ଅନୁଗୋଳ ଅଫିସ, ୨୪ା୧୨: ଇଷ୍ଟକୋଷ୍ଟ ରେଲ୍‌ୱେ ଜିଏମ୍‌ ଆର୍‌.ଏନ୍‌. ଶୁନକରଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର ବୃହତ୍‌ ଷ୍ଟିଲ ୟୁନିଟ୍‌ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଇସ୍ପାତ କାରଖାନାର…

ସୁନା ଅଳଙ୍କାର ନେଲା ତାମିଲନାଡ଼ୁ ଆୟକର ବିଭାଗ

ଗୋପାଳପୁର,୨୪ା୧୨(ଡି.ଏନ.ଏ.): ଗତ ଅକ୍ଟୋବର ୨ ତାରିଖରେ ଟିକସ ଫାଙ୍କି ସୁନା ଓ ରୁପା ଅଳଙ୍କାର ତାମିଲନାଡ଼ୁରୁ କାରରେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ପୋଲିସ ଧରିଥିଲା। ଉକ୍ତ ସୁନା ଓ ରୁପା ଅଳଙ୍କାରକୁ ହେପାଜତରେ ରଖି ସିଟି ଆଣ୍ଡ ଜିଏସଟି…

ବଡଦିନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା

ଫୁଲବାଣୀ ଅଫିସ/ରାଇକିଆ(ଡି.ଏନ.ଏ.)୨୪ା୧୨: ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସେମାନଙ୍କ ପ୍ରମୁଖ ପର୍ବ ବଡଦିନ ପାଳନ କରିବେ। ଏଥିଲାଗି ଜିଲାର ସମସ୍ତ ଚର୍ଚ୍ଚ ଚଳଚଞ୍ଚଳ ହୋଇଉଠିଛି। ବଡ଼ଦିନକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ପୌରସଂସ୍ଥାର ଗେଷ୍ଟ ହାଉସ ଲିଜ୍‌ ବାତିଲ ହେଉ

ବ୍ରହ୍ମପୁର ଅଫିସ,୨୪ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ୪ ମାସ ପରେ ହୋଇଥିବା ଏହି ବୈଠକରେ ପୂର୍ବ ପୌର ପରିଷଦ ଅମଳରେ ୧୯୬୦ ଦଶକରେ ନିର୍ମିତ ଗେଷ୍ଟ ହାଉସ (ଅତିଥି ନିବାସ) ପୌର ଇତିହାସର…

ଲୁହାପଥର ପରିବହନକୁ ନେଇ ବିବାଦ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ପକ୍ଷରୁ ହୋଇଥିବା ନିଲାମ ପରେ ଏକ ସଂସ୍ଥା ଶୁକ୍ରବାର ପରିବହନ ଆରମ୍ଭ କରିଥିଲା। ଉକ୍ତ ଲୁହାଗୁଣ୍ଡ ବହୁ ବର୍ଷ…

ଜ୍ୟାକେଟରୁ ଚିହ୍ନଟ ହେଲେ ଅଭିଯୁକ୍ତ

ବାସୁଦେବପୁର,୨୪।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ମୁଖ୍ୟ ସହରସ୍ଥିତ କଲେଜ ରୋଡ୍‌ରୁ ଗତ ୧୬ ତାରିଖ ରାତିରେ ଚନ୍ଦନ ଜୁଏଲେରୀ ଓ ୱାର୍କସପ୍‌ରୁ ଚୋରି ହୋଇଥିଲା। ସପ୍ତାହ ପରେ ବାସୁଦେବପୁର ପୋଲିସ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ…

ପଞ୍ଜାବ କରାଟେ ଚାମ୍ପିୟନଶିପ୍‌କୁ ଉପାସନା ମନୋନୀତ

ଯୋଡ଼ା,୨୪ା୧୨(ଡି.ଏନ.ଏ.): ପଞ୍ଜାବ ରାଜ୍ୟରେ ହେବାକୁ ଥିବା ଜାତୀୟସ୍ତରୀୟ କରାଟେ ଚାମ୍ପିୟନଶିପରେ ଭାଗ ନେବା ପାଇଁ କେନ୍ଦୁଝର ଓଏମ୍‌ସି ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଉପାସନା ପୋଦାର ମନୋନୀତ ହୋଇଛନ୍ତି। ଚଳିତମାସ କରାଟେ ଗ୍ରେଡେସନ ପାଇଁ ଓଏମ୍‌ସି ମଲଟି କମ୍ପ୍ଲେକ୍ସଠାରେ ଏକ ପ୍ରଶିକ୍ଷଣ…

ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୪।୧୨: ନାବାଳିକାଙ୍କୁ ବଳାତ୍କାର କରି ୭ ମାସ ଗର୍ଭବତୀ କରିବା ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତ ତାଙ୍କ ବଡ଼ବାପା ପୁଅଙ୍କୁ ଦୋଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?