ଭାରତର ଐତିହାସିକ ବିଜୟ: ଗିଲ୍ଙ୍କ ଅଧିନାୟିକତ୍ୱରେ ପ୍ରଥମଥର ଘଟିଲା ଏମିତି…
ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜକୁ ୭ ଉଇକେଟ୍ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ସିରିଜକୁ ୨-୦ରେ ଜିତିଛି। ଦ୍ୱିତୀୟ ଇନିଂସ୍ରେ, ଭାରତ ସମ୍ମୁଖରେ ୧୨୧ ରନ୍ର ଲକ୍ଷ୍ୟ ରଖାଯାଇଥିଲା, ଯାହାକୁ…
କୃଷି ଋଣ ଠକେଇର ଶିକାର ହେଲେ ପକ୍ଷାଘାତ ପୀଡ଼ିତ ଚାଷୀ
ଲୋଇସିଂହା,୧୪।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ବୁର୍ଡା ଗ୍ରାମର ଜଣେ ପକ୍ଷାଘାତ ପିଡୀତ ଚାଷୀ କୃଷି ଋଣ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି ା ଠକେଇର ଶିକାର ଚାଷୀ ମୁକୁନ୍ଦ…
ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ, ଗ୍ରାମବାସୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ
ବୁଗୁଡ଼ା,୧୪।୧୦(କାଳିଚରଣଦାଶ): ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମରେ ଏବେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ଏଲ ଏଣ୍ଡ ଟି ଠିକା ସଂସ୍ଥା ଦାରା ଏହି ପ୍ରକଳ୍ପ କାର୍ଯ୍ୟ ଅବ୍ୟବସ୍ଥିତ ଢଙ୍ଗରେ ଚାଲିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି ।…
ସିକପାଟାରେ ଜଳ ସମସ୍ୟା, ସୋଲାର ପମ୍ପ କାର୍ଯ୍ୟ ଅଧାରେ ଅଟକିଲା: ବର୍ଷା ଦିନରେ ପାଣି ପାଇଁ ଡହଳବିକଳ
ଦାରିଙ୍ଗବାଡି, ୧୪ /୧୦ (ଅରୁଣ ସାହୁ ): ବର୍ଷା ଦିନରେ ପିଇବା ପାଣି ପାଇଁ ଡହଳବିକଳ। ଗତ ୪ ମାସ ହେଲା ବର୍ଷା ଲାଗିରଗିଥିବାବେଳେ ଗାଁ ରେ ପିଇବା ପାଣି ପାଇଁ ଗ୍ରାମବାସୀ କସରତ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ…
ଆଉ ଯିବାକୁ ପଡ଼ିବନି ଆର୍ଟିଓ: ୨୪ ପ୍ରକାର ଇ-ଚାଲାଣକୁ ରିହାତି
କଟକ,୧୪ା୧୦(କାର୍ତ୍ତିକ ସାହୁ):ବକେୟା ଥିବା ଟ୍ରାଫିକ ଇ-ଚାଲାଣର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଏକକାଳୀନ ପୈଠରେ ରିହାତି ଘୋଷଣା କରାଯାଇଛି। ପୂର୍ବରୁ ମୋଟର ଯାନ ଆଇନର ୧୭ଟି ଧାରା ପାଇଁ ରିହାତି ସୁବିଧା ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୭ଟି ଧାରା…
ତାରାପଦର-ନୁନରେଶ ରାସ୍ତା ବେହାଲ: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ଦାବି
ଥୁଆମୂଳ ରାମପୁର,୧୪ା୧୦ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତାରାପଦର-ନୁନରେଶ ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାୟଗଡ଼ା ଜିଲା ସୀମାନ୍ତ…
ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା
ବରଗଡ଼,୧୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଜମୁର୍ଡା ଟାଙ୍ଗରଟିକ୍ରାର ଭୀମ ବିଶ୍ବାଳ ବୋଲି ସୂଚନା ମିଳିଛି। ୨ଦିନ ତଳେ ଅତିବିରା ଥାନା ଗୋଡଭଗା…
ନୂଆପଡ଼ା ବିଧାନସଭା ଉପନର୍ବାଚନ: ସୀମାବର୍ତ୍ତୀ ଜିଲା ପ୍ରଶାସନର ସହାୟତା ଲୋଡ଼ିଲା ନୂଆପଡ଼ା ପ୍ରଶାସନ
ନୂଆପଡ଼ା,୧୩ା୧୦ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନର୍ବାଚନକୁ ଅବାଧ ନିରପେକ୍ଷ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସୀମାନ୍ତ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଓ ଗରିଆବନ୍ଧ ଜିଲା ପ୍ରଶାସନର ସହାୟତା ଲୋଡିଛି ନୂଆପଡା ଜିଲା ପ୍ରଶାସନ। ଏହି ଅବସରରେ ନୂଆପଡା ଓସ୍ବାନ ହଲ୍ଠାରେ…
ନୂଆପଡ଼ା ଉପନିର୍ବାଚନ ତ୍ରିମୁଖୀ ନୁହେଁ ଭାଜପା, କଂଗ୍ରେସ ମଧ୍ୟରେ ଲଢ଼େଇ: ଭକ୍ତ
ନୂଆପଡ଼ା,୧୩ା୧୦ (ମକାରୁ ବେମାଲ)ନୂଆପଡ଼ା ଉପନିର୍ବାଚନରେ ତ୍ରିମୁଖୀ ନୁହେଁ, ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ଏବଂ କଂଗ୍ରେସ ବହୁମତରେ ବିଜୟୀ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସୋମବାର ସ୍ଥାନୀୟ ଏବିଟି ସମ୍ମିଳନୀ କକ୍ଷରେ କଂଗ୍ରେସ…
ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି: ୪୮୫ ଅଭିଯୋଗ …
ଦିଗପହଣ୍ଡି/ପାଟପୁର, ୧୩/୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପରିସରରେ ସୋମବାର ଗଞ୍ଜାମ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ସାନଖେମୁଣ୍ଡି ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ…
୨୫ରେ ଖୋଲିପାରେ କଳିଙ୍ଗା ଘାଟି ରାସ୍ତା: ୧୭ରେ ବିଧାୟକ,ଉପଜିଲାପାଳ କରିବେ ବାଇପାସ୍ ରାସ୍ତା ଅନୁଧ୍ୟାନ
ଭଞ୍ଜନଗର,୧୩ା୧୦(ବାବୁଲା ପ୍ରଧାନ)- ଆଜିକୁ ୩୦ ଦିନ ହେବ ଗମନା ଗମନ ପାଇଁ ବନ୍ଦ ଥିବା କଳିଙ୍ଗା ଘାଟି ଜାତୀୟ ରାଜପଥ ରାସ୍ତାକୁ ଆସନ୍ତା ୨୫ ତାରିଖରେ ପରୀକ୍ଷାମୂଳକ ଭାବେ ଖୋଲିବା ଲାଗି ଯୋଜନା କରାଯାଇଛି। ବର୍ଷା ଯଦି ନ ହୁଏ ତେବେ…
ବାସୁଦେବପୁର ପଞ୍ଚାୟତରେ ମିଳିତଅଭିଯୋଗ ଶୁଣାଣି
ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ସୋମବାର ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ବିଡିଓ ଉମେଶ କୁମାର ସେଠୀ,…
Archives


