୪ ଗ୍ରାମକୁ ରାଜସ୍ବ ମାନ୍ୟତା
ଠାକୁରମୁଣ୍ଡା,୧୩।୩ (ଡି.ଏନ.ଏ.): ମୟୂରଭଞ୍ଜ ଜିଲାରେ ପ୍ରଥମ ଥର ପାଇଁ ୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଭାଗୀୟ ସ୍ବୀକୃତି ପାଇଛି। ଠାକୁରମୁଣ୍ଡା ବ୍ଲକ୍ର ଭଳିଆଡ଼ାଳ ପଞ୍ଚାୟତରେ ୪ ଗ୍ରାମ ଅବସ୍ଥିତ। ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ରାଜସ୍ବ…
ଦିବ୍ୟାଙ୍ଗଙ୍କ ବଗିଚା, ପରିବା ଚାଷ ନଷ୍ଟ
ପାଟଣା,୧୩ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଧନୁର୍ଯ୍ୟୟପୁର ଗାଁର ପଟାସ ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ମାଡ଼ିଯାଇଛି। ନିଆଁ ଲାଗି ଗ୍ରାମର ଦିବ୍ୟାଙ୍ଗ ଚାଷୀ ରଇବୁ ମହାନ୍ତଙ୍କ କଦଳୀ ବଗିଚା ସହ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ଏଥିସହ ଆଖୁ…
ଜଳୁଛି କୁଲଡ଼ିହା, ଦେବଗିରି
ନୀଳଗିରି/ସୋର, ୧୩।୩(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଓ ସୋର ତହସିଲ ଅଧୀନ ଦେବଗିରି ପାହାଡ଼ରେ ନିଆଁ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି ବନବିଭାଗ। ଆଜକୁ ୩ଦିନ ହେବ ନିଆଁ ଲାଗି କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫…
ଅସହାୟ ଯୁବତୀଙ୍କୁ ସହାୟତା ମିଳିଲା ନାହିଁ
ନୟାଗଡ଼ ଅଫିସ,୧୩।୩:ନୟାଗଡ଼ ସହରରେ ରବିବାର ଜଣେ ୧୮ ରୁ ୨୦ ବର୍ଷର ଯୁବତୀ ଉଲଗ୍ନ ହୋଇ ଘୁରି ବୁୁଲୁଥିଲେ । ସମସ୍ତେ ଦେଖୁଥିଲେ ମଧ୍ୟ ମୁହଁ ଫେରାଇ ଚାଲି ଯାଉଥିଲେ ା ଏଭଳି ପରିସ୍ଥିତିରେ ଓମ୍ ପ୍ରସାଦ ଖାଦ୍ୟ ରଥର ସ୍ବେଛାସେବୀ…
ପିଏମ୍ଏୱାଇ ଅନୁଦାନରେ ପାତରଅନ୍ତର
ଯାଜପୁର ଅଫିସ,୧୩ା୩:ଯାଜପୁର ଜିଲାରେ ୨ଟି ପୌରାଞ୍ଚଳ ରହିଛି। ତା’ହେଲା ଯାଜପୁର ଓ ବ୍ୟାସନଗର। ଯାଜପୁରରେ ୧୮ ଏବଂ ବ୍ୟାସନଗରରେ ୨୬ ୱାର୍ଡ ରହିଛି। ୱାର୍ଡ ଓ ଜନସଂଖ୍ୟା ଦୃଷ୍ଟିରୁ ବ୍ୟାସନଗର ଜିଲାର ସବୁଠାରୁ ବଡ଼ସହର ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ…
ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ ଦାବି
ରସୁଲପୁର,୧୩ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରିହାତି ଆମ୍ବୁଲାନ୍ସ ସେବାକୁ ପୁନଃ ଆରମ୍ଭ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ସନ୍ତୋଷଜନକ ହୋଇପାରୁ ନ ଥିବାରୁ ଏଭଳି ଦାବି କରାଯାଉଛି।…
ବିପଦରେ ବିରୂପା ନଦୀବନ୍ଧ
ଚଣ୍ଡିଖୋଲ,୧୩ା୩(ଡି.ଏନ୍.ଏ.):ବନ୍ୟା ଦାଉରୁ ରକ୍ଷା ପାଇଁ ନଦୀବନ୍ଧ ନିର୍ମାଣ କରାଯାଇଥାଏ। ଏହି ନଦୀବନ୍ଧର ସୁରକ୍ଷା ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ହିଁ ରହିଥାଏ। ମାତ୍ର ବିରୂପା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ପ୍ରତି ବିପଦ ଦେଖାଦେଇଛି। ଏବେ ଉକ୍ତ ନଦୀବନ୍ଧର ସୁରକ୍ଷା ନେଇ…
ଇଟାଭାଟି ଧୂଆଁରେ ଅଞ୍ଚଳବାସୀ ଅଣନିଃଶ୍ୱାସୀ
ପଟ୍ଟାମୁଣ୍ଡାଇ,୧୩ା୩(ସ୍ବ.ପ୍ର.):ଚଳିତ ବର୍ଷ ମାର୍ଚ୍ଚ ଆରମ୍ଭରୁ ତାତି ଅସହ୍ୟ ହେଲାଣି । ସର୍ବୋଚ୍ଚ ତାପମାତ୍ର ୩୮ ଡିଗ୍ରୀ ସେଲ୍ସିୟସକୁ ଛୁଇଁଲାଣି ା ଆଗାମୀ ଦିନରେ ତାହା ଭୟଙ୍କର ହେବ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ା ତାତିର ଏହି ଭୟଙ୍କର ରୂପ…
ଓଲଟିଲା ଯାତ୍ରୀବାହୀ ବସ୍
ବାରିପଦା ଅଫିସ,୧୩ା୩: ମୟୂରଭଞ୍ଜ ଜିଲା ୧୮ନଂ. ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ଏକ ଘରୋଇ ବସ୍ ରବିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ୨୦ରୁ ଊଦ୍ଧର୍ବ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ…
ବଢୁଛି ବେଆଇନ ମଦ କାରବାର
ଖୁଣ୍ଟୁଣୀ,୧୩ା୩(ଡି.ଏନ୍.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବେଆଇନ ଭାବେ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ସମେତ ଅନେକ ସ୍ଥାନରେ ଦେଶୀମଦ ପ୍ରସ୍ତୁତ କରାଯାଇ ବିକ୍ରି ପାଇଁ କଟକ, ଚୌଦ୍ୱାର, ଢେଙ୍କାନାଳ ଓ ବାରଙ୍ଗ ଅଞ୍ଚଳକୁ ପଠାଯାଉଛି। ଏହାଦ୍ୱାରା…
ପୁନଃ ନିର୍ମାଣ ଅପେକ୍ଷାରେ ଶୀତଳ ଭଣ୍ଡାର
କଟକ ସଦର,୧୩ା୩ (ଡି.ଏନ୍.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ଅଞ୍ଚଳରେ ଥିବା ସମବାୟ ଶୀତଳ ଭଣ୍ଡାର ୧୯୯୯ ମହାବାତ୍ୟା ପରଠାରୁ ଅଚଳ ଅବସ୍ଥାରେ ରହିଛି। ଏହାକୁ ପୁନଃ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପଡୁଛି।…
ପେଣ୍ଠକଟା ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ
ପୁରୀ ଅଫିସ,୧୩ା୩: ପୁରୀ ସମୁଦ୍ରକୂଳରେ ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପରେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସୁରକ୍ଷିତ ସ୍ଥାନ ମଣୁଥିବା ବେଳାଭୂମିରେ ଅଣ୍ଡା ଦେଉଛନ୍ତି। ମୁଖ୍ୟତଃ ଓଡ଼ିିଶା ଉପକୂଳରେ ଅଲିଭ୍ ରିଡ୍ଲେ କଇଁଛମାନେ ଅଣ୍ଡା ଦେଇଥାନ୍ତି।…

