ଆମ ଜିଲା ଖବର

ଡ୍ରାଇଭିଂ ଟେଷ୍ଟିଂରେ ମଧ୍ୟସ୍ଥଙ୍କ ରାଜୁତି

ଯାଜପୁର ଅଫିସ,୧୪ା୪: ରାଜ୍ୟ ସରକାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମଧ୍ୟସ୍ଥିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହ ସ୍ବଚ୍ଛ ଶାସନ ଚଳାଇବାକୁ ଉଦ୍ୟମ କରିଛନ୍ତି। ହେଲେ ଯାଜପୁର ଜିଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ କେତେଜଣ ମଧ୍ୟସ୍ଥିଙ୍କ ଜରିଆରେ ଡ୍ରାଇଭିଂ ଟେଷ୍ଟିଂ, ଫିଟନେସ…

ଜବରଦଖଲ ଉଚ୍ଛେଦ

କୋରେଇ,୧୪ା୪(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଅନ୍ଧାରି ପଞ୍ଚାୟତ କୋରେଇଗଡ଼ିଆ ଗ୍ରାମରେ ଜବରଦଖଲ ହୋଇଥିବା ଦେବସ୍ଥଳୀ କିସମ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଉକ୍ତ ଜମିକୁ ଜବରଦଖଲ କରିଥିଲେ। ପୂର୍ବରୁ ଏହି ଜମିରେ…

ପୌର ବଜେଟ ଫାଇଲ ଚୋରି ଭିଡିଓ ଭାଇରାଲ

ଯାଜପୁର ରୋଡ,୧୪ା୪(ଡି.ଏନ.ଏ.):ବ୍ୟାସନଗର ପୌରପାଳିକା ତରଫରୁ ଗତ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇଛି। ଏହି ବଜେଟରେ କୌଣସି ବିଷୟରେ ତାଳମେଳ ରହୁ ନ ଥିବା କାଉନସିଲରମାନେ ଅଭିଯୋଗ କରୁଥିବା ବେଳେ କୋରେଇ ବିଧାୟକ ମଧ୍ୟ ଅସନ୍ତୋଷ ଜାହିର…

ଖସିଲା ପ୍ଲାଷ୍ଟର, ଶିଶୁ ରୋଗୀ ଅଳ୍ପକେ ବର୍ତ୍ତିଲେ

କେନ୍ଦ୍ରାପଡ଼ା ଅଫିସ, ୧୪ା୪: କେନ୍ଦ୍ରାପଡ଼ା ସହରର ଶାମଗୁଡିଆସ୍ଥିତ ନବନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟର ଛାତରୁ ଗୁରୁବାର ପ୍ଲାଷ୍ଟର ଖସିଛି। ନ୍ୟୁଟ୍ରେଶନ ରିହାବିଲିଟେଶନ ସେଣ୍ଟରରେ ଥିବା ୧୨ ଶିଶୁ ରୋଗୀ ଓ ସହାୟକମାନେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି। ଶିଶୁଙ୍କୁ ଅନ୍ୟ ଏକ…

ପିଲାଙ୍କୁ ଗୋଇଠା ସହ ବେଲ୍ଟରେ ପିଟିଲେ

ପାଟଣା,୧୪ା୪(ସ୍ବ.ପ୍ର.): ୭ଜଣ ପିଲା ଗଁା ଗାଡ଼ିଆରେ ଗାଧୋଇବାରୁ ୨ରୁ ୩ ଜଣ ଉନ୍ମତ୍ତ ଯୁବକ ମାନବିକତା ଭୁଲିଯାଇ ଗୋଇଠା ମାରିବା ସହ ବେଲ୍ଟରେ ନିର୍ମମ ଭାବେ ପିଟିଛନ୍ତି। ଘଟଣାଟି କେବେର ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ଭିଡିଓ ଭାଇରାଲ…

ବାକିରେ ଡାଲି ମାଗିବାକୁ ନେଇ ହତ୍ୟା ଘଟଣା: ୨ ଦୋଷୀଙ୍କୁ ଆଜୀବନ ଜେଲ

ଆନନ୍ଦପୁର,୧୪।୪ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରଜ୍ୟୋତି ରାଉତ ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।…

ରାଷ୍ଟ୍ରପତିଙ୍କ ଗ୍ରାମରେ ମିଶନ ‘ସୌରାୟଣ’ର ଶୁଭାରମ୍ଭ

ବାରିପଦା ଅଫିସ,୧୪।୪: ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକ୍‌ ବାଦାମପାହାଡ଼ସ୍ଥିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମୃଦ୍ଧ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଅଭିଳାଷପୂର୍ଣ୍ଣ ମିଶନ ‘ସୌରାୟଣ’ର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଅକ୍ଷୟ ଶକ୍ତି ନୀତି-୨୦୨୨ ଓ…

ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

କୋକସରା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସହ ଅନୁବନ୍ଧିତ ବ୍ଲକର ଡାଲଗୁମାଠାରେ ଥିବା ସିଏସପି ଶାଖାରେ ବୃଦ୍ଧା ସତିଦେଈ ଚନ୍ଦନ (୮୦) ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ଖୋଲିଥିବା ଜମାଖାତାରୁ ୮ ହଜାର ୫ ଶହ ଟଙ୍କା ସିଏସପି…

ନିର୍ଦ୍ଦେଶକୁ ବେଖାତିର: ଛୁଟିରେ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ

ବରପାଲି,୧୩।୪(ଡି.ଏନ.ଏ.): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲଗୁଡିକୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବରପାଲି ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ ଗୁରୁବାର ପାଳନ କରାଯାଇଥିବା…

ଜାଳେଣି କାଠ ଆଣିବାକୁ ଯାଇ ଫେରି ନ ଥିଲେ

ନୂଆପଡ଼ା ଅଫିସ,୧୩।୪: ଗତ କିଛିଦିନ ହେବ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି। ପ୍ରଚଣ୍ଡ ଖରାରେ ଦେହମୁଣ୍ଡ ଜଳିପୋଡ଼ି ଯାଉଛି। ଏଭଳି ସ୍ଥିତିରେ ନୂଆପଡ଼ା ଜିଲା ସଦର ବ୍ଲକ ଗୋଡ଼ଫୁଲା ପଞ୍ଚାୟତ ଜୁନାନୀ ଗାଁର ଜଣେ ବ୍ୟକ୍ତିଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର…

ନିଆଁ ଲାଗି ଜଳିଗଲା ଘର

ବାଲିଗୁଡ଼ା,୧୩।୪(ଡି.ଏନ୍‌.ଏ.): ଘରେ ନିଆଁ ଲାଗି ପିଲାଙ୍କ ସାର୍ଟିଫିକେଟ, ଆସବାବପତ୍ର, ସୁନା, ରୁପା, ନଗଦ ଦୁଇ ଲକ୍ଷ ଟଙ୍କା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକର ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡ଼ା…

ଶୁଆ ସହ ଭିଡିଓ କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ୟୁଟ୍ୟୁବର

କେନ୍ଦୁଝର,୧୩ା୪(ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ବେଆଇନ ଭାବେ ବିରଳ ପ୍ରଜାତିର ଶୁଆ ରଖିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ଚିନ୍ମୟ ମହାନ୍ତ (୨୫) ଏବଂ ତାଙ୍କ ଘର ବାଂଶପାଳ ବ୍ଲକ କୁମୁଣ୍ଡି ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?