ଆମ ଜିଲା ଖବର

ବନ୍ତଳା ବନାଞ୍ଚଳରେ ଥମୁନି ଦନ୍ତା ଦୌରାତ୍ମ୍ୟ

ଅନୁଗୋଳ ଅଫିସ,୮।୫: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଦନ୍ତା ଦୌରାତ୍ମ୍ୟ ଥମିବାର ନାଁ ନେଉନାହିଁ। ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଶୁଣ୍ଢରେ ପିଟି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୃତା ହେଲେ ତଳଗଡ଼ ଗ୍ରାମର ବିଜୁଳି ସାହୁ (୬୨)। ମହିଳାଙ୍କୁ…

ଜଳବାୟୁ ସହ ସମନ୍ବିତ ବିକାଶକୁ ଗୁରୁତ୍ୱ

ରାଉରକେଲା ଅଫିସ,୮।୫:ରାଉରକେଲା ବନଖଣ୍ଡ ଅଫିସ ସମ୍ମିଳନୀ କକ୍ଷରେ ରବିବାର ଜୈବ ଅର୍ଥନୀତି ସମ୍ପର୍କିତ ତ୍ରିଦିବସୀୟ ଜାତୀୟସ୍ତରର ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି ଆଲୋଚନାଚକ୍ର ନୂଆଦିଲ୍ଲୀ ସ୍ଥିତ କେସି ଫାଉଣ୍ଡେଶନ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ ଓ ରାଉରକେଲା ବନଖଣ୍ଡର ମିଳିତ…

କଳାକୃତି ଗ୍ରାମରେ ହେବ ଓ୍ବାଟରପାର୍କ

ଢେଙ୍କାନାଳ ଅଫିସ,୮।୫: ଢେଙ୍କାନାଳ ଜିଲା ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏଥିଲାଗି ତତ୍ପରତା ପ୍ରକାଶ ପାଇଛି। ବିଶେଷକରି କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ…

ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୮ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି। ମାତ୍ର ଆଲୁମିନିୟମ, କଂସା ଓ ପିତ୍ତଳର ବ୍ୟବହାର ଆଗ ଭଳି ହେଉ…

ସ୍କୁଲ ଉନ୍ନତି ପାଇଁ ଦାନ କଲେ ପେନ୍‌ସନ ଟଙ୍କା

ଭଦ୍ରକ ଅଫିସ,୮।୫: ଦିନେ ଯେଉଁ ସ୍କୁଲରେ ସେ ପଢ଼ୁଥିଲେ, ତାହାର ଉନ୍ନତି ପାଇଁ ନିଜର ପେନ୍‌ସନ ଟଙ୍କା ଦାନ କରିଛନ୍ତି। ବିଦ୍ୟାଳୟର ବିକାଶ ନିମନ୍ତେ ପେନ୍‌ସନ ଟଙ୍କାରୁ ୧ ଲକ୍ଷ ସହାୟତା ପ୍ରଦାନ କରି ଏବେ ଚର୍ଚ୍ଚାରେ ରହିଛନ୍ତି ଭଦ୍ରକ ଜିଲା…

୨ ୱାର୍ଡରେ ପାନୀୟଜଳ ସମସ୍ୟା

ମଙ୍ଗୁଳି-ଜଗତପୁର,୮ା୫(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କୟଳପଡା ପଞ୍ଚାୟତର ୨୦ ଓ ୨୧ ନମ୍ବର ୱାର୍ଡରେ ପ୍ରାୟ ଏକବର୍ଷ ହେବ ପାନୀୟଜଳ ସମସ୍ୟା ଲାଗିରହିଛି। ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଡିଓ ଆଶୁତୋଷ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିପାରି…

ତାଲିକାରେ ନାଁ ନାହିଁ, ଅନେକ ବ୍ୟବସାୟୀ ନିରାଶ

ପୁରୀ ଅଫିସ,୮ା୫: ପୁରୀ ସହରରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ବେଆଇନ ଭାବେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ହାତେଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ମାର୍କେଟ ଛକସ୍ଥିତ ଦଇତାପଡ଼ାସାହି ମାର୍କେଟ କମ୍ପ୍ଲେକ୍ସ, ମୋଚି ସାହିସ୍ଥିତ ମହୋଦଧି ମାକେର୍ଟ…

ନିର୍ମାଣାଧୀନ ଟାଙ୍କିରୁ ବୋହିଯାଉଛି ପିଇବା ପାଣି

ଗୋପ,୮।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଇବା ପାଣି ସମସ୍ୟା ଦୂରୀଭୂତ କରିବାକୁ ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କ ଖର୍ଚ୍ଚରେ ପାଣି ଯୋଗାଉଛନ୍ତି। ମାତ୍ର ଗୋପ ଗ୍ରାମପଞ୍ଚାୟତ ଗୋପ ନିଗମାନନ୍ଦ ସ୍ମାର୍ଟ ସ୍କୁଲ ନିକଟରେ ନିର୍ମାଣଧୀନ ବସୁଧା ପିଇବା ପାଣି…

ସଫେଇ ହେଉନି ଡ୍ରେନ୍‌, ରାସ୍ତାରେ ଜମୁଛି ପାଣି

ଜଟଣୀ,୮ା୫(ଡି.ଏନ୍‌.ଏ.): ଜଟଣୀ ପୌରାଞ୍ଚଳରେ ଡ୍ରେନ୍‌ ସଫେଇ ନ ହେବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ। ଅସରାଏ ବର୍ଷା ହେଲେ ସହରର ସାହିବସ୍ତିରୁ ଆରମ୍ଭକରି ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହୁଛି। ଗତ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ…

ସରକାରୀ ନିୟମକୁ ଅଣଦେଖା, ଖରାରେ କାମ କରୁଛନ୍ତି ଶ୍ରମିକ

ନିରାକାରପୁର,୮ା୫(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାରଙ୍କ ଶ୍ରମ ନିୟମ ଅନୁଯାୟୀ ଏପ୍ରିଲ ପହିଲାରୁ ସମସ୍ତ ଶ୍ରମିକ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାରେ କାମ କରିବା ପାଇଁ ବାରଣ କରାଯାଇଛି। ତେବେ କେତେଜଣ ଅସାଧୁ ଠିକାଦାର ଏହି ନିୟମ…

ମାନ୍ୟତା ସତ୍ତ୍ୱେ ଅବହେଳିତ ‘ମଣ୍ଡନଗିରି’

ଖୋର୍ଦ୍ଧା ଅଫିସ,୮ା୫: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ସଂପୁର ଗ୍ରାମ ନିକଟରେ ରହିଛି ମୁଣ୍ଡିଆପଡ଼ା ବା ମଣ୍ଡନଗିରି ପାହାଡ଼। ପ୍ରାକୃତିକ ସବୁଜିମା ଭରା ପରିବେଶ ମଧ୍ୟରେ ଏହି ପାହାଡ଼ ଉପରେ ଶ୍ରୀରଘୁନାଥ ଜୀଉଙ୍କ ପୀଠ ଅବସ୍ଥିତ। ଏହା…

ମହଜୁଦକାରୀଙ୍କ ଲୁହାପଥର ଗୁଣ୍ଡର ଷ୍ଟକ୍‌ ଯାଞ୍ଚ ଦାବି

କେନ୍ଦୁଝର,୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଞ୍ଚଳରେ ବହୁ ବର୍ଷ ଧରି ବିଭିନ୍ନ କ୍ରଶର ଏବଂ ରେଲବାଇ ସାଇଡିଂରେ ଗଚ୍ଛିତ ଥିବା ଲୁହାପଥର ବିକ୍ରି ପାଇଁ ଖଣି ବିଭାଗ ତପତ୍ରତା ଦେଖାଇଛି। ଖଣିଜ ପଥର ଚୋରି ହୋଇ ଯାଉଥିବାରୁ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?