ଆମ ଜିଲା ଖବର

୨ ରେଳ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର, ୨୦।୭(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ନୀଳଗିରି ରୋଡ୍‌ ଷ୍ଟେଶନ ନିକଟରେ ଭଦ୍ରକ-ବାଲେଶ୍ୱର ମେମୁ ଟ୍ରେନ୍‌ ଲୁପ୍‌ଲାଇନ୍‌ ଭିତରକୁ ପଶି ଆସିବା ଘଟଣାରେ ରେଲଓ୍ବେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ୨ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ…

ବନ୍ଧା ହେଲେ ପୁରୁଷ ବନ୍ଧୁ ନୟନ

ସୁନ୍ଦରଗଡ଼,୨୦ା୭(ଜୟନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ତେଲେନଡିହି ସବ୍‌ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ସ୍ନିଗ୍‌ଧା ପ୍ରଧାନ(୨୪)ଙ୍କ ହତ୍ୟା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ…

ମଦ ବେପାରୀଙ୍କଠାରୁ ଲାଞ୍ଚ ନେଇ ଆଇଆଇସି, ଏଏସ୍‌ଆଇ ଗିରଫ

ବାଲେଶ୍ୱର, ୨୦।୭(ମାନସ ବିଶ୍ୱାଳ)୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତି। ଉଭୟେ ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ବଟି ବାବଦରେ ନେଉଥିବା ଭିଜିଲାନ୍ସ…

କଟକ ଡ୍ରେନ୍‌ ପୁଣି ଜୀବନ ନେଲା

କଟକ,୨୦ା୭(କାର୍ତ୍ତିକ ସାହୁ)ପୁଣି କାଳ ହୋଇଛି ମୁକୁଳା ଡ୍ରେନ୍‌। ଗତ ଶନିବାର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ବୁଧବାର ଅପରାହ୍ନରେ ଡ୍ରେନ୍‌ରୁ ଅଳିଆ ସଫା କରୁଥିବାବେଳେ ବୁଡ଼ିଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ ବକ୍ସିବଜାର ଅନ୍ତର୍ଗତ ବାରପଥର ଅଞ୍ଚଳରେ…

ଭାଙ୍ଗିଲା ଗାର୍ଡଓ୍ବାଲ୍‌

କର୍ଲାମୁଣ୍ଡା,୧୯ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଉତେଇ କେନାଲର ଡୁକେରମାଲ ଡିଷ୍ଟ୍ରିବୁଟାରୀ ଅନ୍ତର୍ଗତ ରାଜପୁର କେନାଲରେ ନିର୍ମାଣ ହୋଇଥିବା ସାଇଡ ଓ୍ବାଲ୍‌ର ଗୋଟିଏ ପଟର ପ୍ରାୟ ୨୦୦ ମିଟର ଯାଏ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସରକାର କୋଟି…

ରାସ୍ତା ଉନ୍ନତିକରଣ ନାଁରେ ସରକାରୀ ଅନୁଦାନ ବାଟମାରଣା

କୋକସରା,୧୯ା୭(ଦୁଷ୍ମନ୍ନ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଡାଲଗୁମା ପଞ୍ଚାୟତରୁ ବାଙ୍କୀମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତା ଏହି ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ଯାତାୟାତର ମାଧ୍ୟମ ହୋଇଥିବା ବେଳେ ଦଶନ୍ଧି ପରେ ମଧ୍ୟ ଏହି ରାସ୍ତା ଉପରେ ପ୍ରଶାସନର ନଜର ପଡୁନାହିଁ…

ନାବାଳିକାଙ୍କୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣା: ଜେଲ୍‌ ଗଲେ ଯୁବକ

କୋକସରା,୧୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ନାବାଳିକାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ମିଛ ବିବାହର ପ୍ରତିଶ୍ରୁତି ଦେଇ କୋକସରା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା କୋକସରା ଥାନାରେ ଗତ ଜୁନ୍‌ ୨୨ରେ ଝିଅ ନିଖୋଜ…

ମହାବଳ ବାଘର ସୁରକ୍ଷା ନେଇ ପିସିସିଏଫ୍‌ଙ୍କ ସମୀକ୍ଷା

କେନ୍ଦୁଝର,୧୯ା୭(ନରେଶ ପଟ୍ଟନାୟକ): ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ମହାବଳ ବାଘର ସୁରକ୍ଷା ଉପରେ ସମୀକ୍ଷା କରିବା ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି ବୁଧବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଅଟେଇ ଜଙ୍ଗଲ…

ବିଡିଓଙ୍କୁ ଅଟକାଇଲେ ମହିଳା

ବାଲିଗୁଡ଼ା,୧୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ବ୍ରାହ୍ମଣପାଦ ପଞ୍ଚାୟତ ପରିଦର୍ଶନରେ…

ତହସିଲଦାରଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୭(ଉତ୍ତମ କୁମାର ଦାଶ): ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଧାରଣାରେ ବସିଛନ୍ତି କୋଟାଗାଁର ଚାଷୀ। କୋଟା ଗାଁ ଧାନ ମଣ୍ଡିକୁ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି।…

ସ୍ବଳ୍ପ ବର୍ଷା, ଆଗେଇ ପାରୁନାହିଁ ଚାଷକାର୍ଯ୍ୟ

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ସମଗ୍ର କେସିଙ୍ଗା ବ୍ଲକରେ ୨୯ ହଜାର ୭୩୦ ହେକ୍ଟର ଚାଷ ଜମି ରହିଛି। ଏଥି ମଧ୍ୟରୁ ଚଳିତ ଖରିଫ ଋତୁରେ ୫ ହଜାର…

ଦୁଇ କାର୍‌ରେ କନ୍ଧମାଳରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ: ୪ ଗିରଫ

ନୟାଗଡ଼,୧୯ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା। ଦଶପଲା ଓ ନୂଆଗାଁର ଦୁଇ ସ୍ଥାନରେ ଚଢ଼ାଉ କରି ୬୧ କେଜି ଗଞ୍ଜେଇ ଜବତ କରିବା ସହ ୨ଟି କାର୍‌କୁ ଜବତ କରିଛି। ଦୁଇ ଡ୍ରାଇଭର ବୌଦ୍ଧ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?