ଆମ ଜିଲା ଖବର

ମାଛ ଧରିବାକୁ ଯାଉଥିବାବେଳେ ଭାଲୁ ହାବୁଡରେ ପଡ଼ିଲେ ଶଙ୍କର୍ଷଣ: ଆଉ ତା’ପରେ ଘଟିଲା…

ପାଟଣା ୬/୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପଲାଣଘାଟି ପଞ୍ଚାୟତ ପଲାଣ ଘାଟି ଗ୍ରାମର ଶଙ୍କର୍ଷଣ ମହାନ୍ତ (୬୨) ଶନିବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ଶନିବାର ଭୋରରୁ ବିଲରୁ କହଣିଆରୁ ମାଛ ଧରିବା ପାଇଁ...

ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ କର୍ମ ନିଯୁକ୍ତିର ସୁଯୋଗ ଦେଉଛି ଉତ୍କଳ ବାଳାଶ୍ରମ ଖଡିଆଳ

ଖଡ଼ିଆଳ,୬।୯(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ସ୍ଥିତ ଉତ୍କଳ ବାଳାଶ୍ରମ ଏକ ଅନୁଷ୍ଠାନ, ବାପା ମା ନ ଥିବା ସନ୍ତାନ ସହ ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ ନେଇ ଶିକ୍ଷା ପ୍ରଦାନ କରିବାରେ ଏକ ମହତ୍‌ କାର୍ଯ୍ୟ ସମ୍ପାଦନ...

ଧାନଚାଷ ନଷ୍ଟ କଲେ ହାତୀପଲ: ଚିନ୍ତାରେ ଚାଷୀ

ଅମରପଲି,୬।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ରେଞ୍ଜ ଅଞ୍ଚଳରୁ ଯାଉ ନାହାଁନ୍ତି ହାତୀପଲ। ଅଞ୍ଚଳର ବିଭିନ୍ନ ଗ୍ରାମରେ ପ୍ରାୟ ଚାରିଦିନ ହେଲା ଉକ୍ତ ହାତୀପଲ ବ୍ୟାପକ ଧାନଚାଷ ନଷ୍ଟ କରୁଛନ୍ତି। ଉକ୍ତ ହାତୀପଲରେ ପ୍ରାୟ ୧୦ ଟି ହାତୀ ଥିବା...

ମାମୁ ଘରକୁ ଆସିଥିଲେ ଭଣଜା, ଚାଲିଗଲା ଜୀବନ

ନୟାଗଡ, ୬।୯(ଲୋକନାଥ ମିଶ୍ର) : ମାମୁ ଘରକୁ ଆସି ଭଣଜାର ମୃତ୍ୟୁ। ଏଭଳି ଘଟଣା ଦଶପଲ୍ଲା ଥାନା ଶ୍ରୀରାମପୁରରେ ଘଟିଛି। ଶ୍ରୀରାମପୁରର ପୂର୍ଣ୍ଣ ସାହୁ ତୀର୍ଥକୁ ଯିବା ନିମନ୍ତେ ମାମୁଁ ଘରକୁ ଜାନିସାହି ଗ୍ରାମର ଭଣଜା ଆସିଥିଲେ। ରାତିରେ ଶ୍ରୀରାମପୁର...

ନୃପରାଜ ଯାଦବ ହେଲେ ନଗର ବିଜେଡି ସଭାପତି: ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନାମ ଘୋଷଣା କଲେ ବିଧାୟକ

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ନଗର ବିଜେଡି ସଭାପତି ଭାବରେ ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନାମ ଗତକାଲି ଘୋଷଣା ହେବା ପରେ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ନୃପରାଜ ଯାଦବ ବର୍ତ୍ତମାନ କେସିଙ୍ଗା ଏନଏସିର...

ବାଦାମବାଡ଼ି ଲିଙ୍କରୋଡ଼ରେ ଚାଞ୍ଚଲ୍ୟ: ରାସ୍ତାରେ ମିଳିଲା କଟା ଗୋଡ଼

କଟକ,୬।୯(ପ୍ରଭୁ କଲ୍ୟାଣ ପାଲ): କଟକରେ କଟା ଗୋଡ଼। ବଢ଼ିଲା ଚର୍ଚ୍ଚା । ଏହା ଦୁର୍ଘଟଣା ନାଁ ଆକ୍ରମଣ। ତାକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଦାମବାଡ଼ି ଲିଙ୍କରୋଡ଼ ରାସ୍ତା ମଧ୍ୟରେ ଘଟିଥିଲା ଏହି ଘଟଣା...

ମା’ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସବ: ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…

ଗଞ୍ଜାମ,୬।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ସ୍ଥିତ ପର୍ବତ ଶିଖରେ ତ୍ରିଗୁଣଆତ୍ମିକ ସ୍ବରୂପା ଜଗତ ଜନନୀ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠ ଅବସ୍ଥିତ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଷୋଡଶ...

ବହୁ ସମସ୍ୟା ଦେଇ ଗତି କରୁଛି ଶିକ୍ଷକ ସମାଜ: ସମାନ କାମକୁ ସମାନ ଦରମା ଦାବି

ଦାରିଙ୍ଗବାଡି, ୬।୯ (ଅରୁଣ ସାହୁ):ବିଦ୍ୟାଳୟରେ ବିଭିନ୍ନ ବର୍ଗର ଶିକ୍ଷକ ରହିଛନ୍ତି। ସେମାନେ ସମାନ କାମ କରୁଛନ୍ତି। ତେଣୁ ସମାନ କାମକୁ ସମାନ ଦରମା ଦେବାକୁ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ପୂର୍ବତନ ମହାସଚିବ ଶେଖ ଅବଦୁଲ ଖାଲିକ ଦାବି କରିଛନ୍ତି।...

ସରକାରୀ ଯୋଜନାର ଲାଭ ଉଠାନ୍ତୁ ଯୁବ ଚାଷୀ: କୁକୁଡ଼ା ପାଳନ ଉପରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁକୁଡ଼ା ପାଳନ ଉପରେ ୫ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଚାଲିଥିଲା। ତାହା ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଜିଲାର ବିଭିନ୍ନ ବ୍ଲକରୁ ୪୦ ଜଣ...

କଳାହାଣ୍ଡି ରେଳ ଯାତ୍ରୀ ସଂଘର ମୁଖ୍ୟପରାମର୍ଶ ଦାତାଙ୍କ ୧୩ ଦଫା ଦାବି: ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶ ଦାତା ତଥା କେସିଙ୍ଗା ସିଟିଜନ ଫୋରମ ସଭାପତି ଡାକ୍ଟର ହେମସାଗର ସାହା ଭୁବନେଶ୍ବରରେ ଅନୁଷ୍ଠିତ ଜେଡ.ଆର୍‌.ୟୁ.ସି.ସି ବୈଠକରେ ଯୋଗ ଦେଇଥିଲେ। ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୧୩ ଦଫାଦାବି ପତ୍ର...

ସାର ପାଇଁ ହନ୍ତସନ୍ତ: ଆଧାରକାର୍ଡ ପକାଇ ଲାଇନ୍‌ ଦେଉଛନ୍ତି ଚାଷୀ, ୨୬ ପ୍ୟାକ୍ସକୁ ମିଳିଲା ମାତ୍ର…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତରେ ଚାଷୀଙ୍କୁ ୟୁରିଆ ସାର ମିଳି ନ ଥିବାରୁ ଧାନ ଚାଷରେ ଘୋର ସମସ୍ୟା ଦେଖା ଦେଉଥିଲା। କୃଷିବିଭାଗ ପକ୍ଷରୁ ୟୁରିଆ ସାର ଯୋଗାଣରେ ଅବ୍ୟବସ୍ଥା ନେଇ ଚାଷୀ...

ଘରେ ପଶି ଗର୍ଭବତୀଙ୍କୁ ଆକ୍ରମଣ, ସ୍ବାମୀ ପହଞ୍ଚିବା ପରେ ବନ୍ଧୁକ ଧରି ହତ୍ୟା ଉଦ୍ୟମ; ଜେଲ ଗଲେ…

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ପୂର୍ବ ଶତ୍ରୁତାରୁ ଘଟିଥିବା ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇଗୁଡା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri