ଆମ ଜିଲା ଖବର

 କୁନି ବୈଜ୍ଞାନିକ ଖୋଜିବା ଲକ୍ଷରେ…

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ସୋମବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ବନାଥ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ୍‌ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର…

ବର୍ଷାରେ ଭିଜିଲା କଟା ଧାନ , ବଢିଲା ଚାଷୀଙ୍କ ଚିନ୍ତା

ବୁଗୁଡ଼ା,୧।୧୨ (କାଳିଚରଣଦାଶ): ପୂର୍ବରୁ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ମୁତାବକ ବୁଗୁଡ଼ା ଅଞ୍ଚଳରେ ସୋମବାର ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ଆରମ୍ଭ ହୋଇଯାଇଛି । ରବିବାର ଦିନଠାରୁ ପାଗ ମେଘୁଆ ରହିଥିବା ବେଳେ ସୋମବାର ଝିପିଝିପି ବର୍ଷାରେ ଧାନ…

ଭୀଷ୍ମଗିରିରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି

ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଡିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣିରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀ…

୨୨ରୁ ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ

ଭବାନୀପାଟଣା,୧ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ପକ୍ଷରୁ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଭବାନୀପାଟଣା ଟାଉନ ହଲଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ‘ସ୍ମାରକୀ ଜାତୀୟ ନାଟ୍ୟ ମହୋତ୍ସବ-୨୦୨୫’ ଅନୁଷ୍ଠିତ ହେବ।…

ଭଦ୍ରକ ରାଜନୀତି ସରଗରମ: ବିଜେଡିରୁ ଇସ୍ତଫା ଦେଲେ ବ୍ଲକ ଅଧ୍ୟକ୍ଷ

ଭଦ୍ରକ, ୧।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଇସ୍ତଫା ପର୍ବ ଚାଲିଥିଲା ବେଳେ ସୋମବାର ବିଜେଡି ସମର୍ଥିତ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଅନ୍ୟମାନଙ୍କ ପରି ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କର ଇସ୍ତଫା…

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ ବୋଲି ଛାତ୍ରମାନେ କହିଛନ୍ତି। କିନ୍ତ ଏହି ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୋ…

ଧାନ ଖଳାରୁ ଫେରୁଥିଲେ ମହିଳା: ଛକି ରହିଥିବା ବିଲୁଆ…

ମୋହନା,୧।୧୨( ମନ୍ମଥ ମିଶ୍ର ): ବିଲୁଆ କାମୁଡ଼ିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୋମବାର ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡ଼ା ଗାଁର ତାରସିଲା ମାଝୀ(୪୫) ଘର ପାଖ ଖଳାରୁ ଧାନ ଆଣିବା ସମୟରେ…

କାମସାରି ଫେରୁଥିବା ବେଳେ ଓଲଟିଲା ବୋଲେରୋ, ପରେ…

ଥୁଆମୂଳ ରାମପୁର, ୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦରରେ ରବିବାର ରାତିରେ ଏକ ବୋଲେରୋ ଓଲଟିବାରୁ ଏଥିରେ ଥିବା ୮ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ରାତି ପ୍ରାୟ ସାଢେ ୮ଟା ସମୟରେ ଓଡି୦୮କେ-୮୮୫୫…

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା ପାର ବେଳେ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କା ଦେଇଥିଲା । ରଘୁନାଥପୁର ପରେ କଟକ…

ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଡିପିଆର ପ୍ରସ୍ତୁତ

ଗଞ୍ଜାମ ,୧।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠକୁ ଗତ ୨୪ ତାରିଖରେ ଜିଲାପାଳ ଭି କୀର୍ତ୍ତି ଭାସନ ପରିଦର୍ଶନ କରିଥିଲେ। ମନ୍ଦିର ଉନ୍ନତିକରଣ ପାଇଁ କ’ଣ କ’ଣ ସମସ୍ୟା ରହିଛି…

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର କୁଆଡେ ଚାଲି ଯାଇଥିବା ସୂଚନା ମିଳିଛି। ଛାତ୍ରବାସ ଆଗରେ ନିଖୋଜ ଛାତ୍ରଙ୍କ ଅଭିଭାବକମାନେ ଖୋଜାଖୋଜି…

ବିଧାୟକଙ୍କୁ ହତ୍ୟା ଧମକ:ଦୁବୃର୍ତ୍ତଙ୍କୁ ଗିରଫ ଦାବିରେ ପ୍ରତିବାଦ ସଭା

କେସିଙ୍ଗା,୧।୧୨(ତୁମେଶ୍ୱର ସାହୁ):ଭବାନୀପାଟଣା ନିର୍ବାଚନ ମଣ୍ଡଳୀର କଂଗେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ ଦିଆଯାଇଛି। ଦେପୂର ଜୋନର କଂଗ୍ରେସ ସଭାପତି ଦେବାନନ୍ଦ ଯୋଶୀଙ୍କୁ ମାଧ୍ୟମରେ ଏହି ଧମକ ଦିଆଯାଇଛି। କେସିଙ୍ଗା ଟାଉନ ସଭାପତି ସୁବାଷ ଜୈନଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri