ଛାତ୍ର ସଂସଦ ନିର୍ବାଚନ ନେଇ ମନ୍ତ୍ରୀଙ୍କ ବଡ଼ ସଂକେତ
ଭୁବନେଶ୍ୱର,୧୫।୯: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୋମବାର ବଡ଼ ସଂକେତ ଦେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ବର୍ତ୍ତମାନ ମଧ୍ୟ କଲେଜ ନିର୍ବାଚନ ନେଇ ସରକାର…
ପ୍ରଧାନଶିକ୍ଷକ-କମିଟି ସଭାପତି କଳି, ୫ ଦିନ ହେଲା ମଧ୍ୟାହ୍ନଭୋଜନରୁ ବଞ୍ଚିତ ପିଲା
ଧର୍ମଶାଳା,୧୫ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ କଳି ଲାଗିବା ଫଳରେ ଗତ ବୁଧବାର ଦିନରୁ ଆଜି ଯାଏ ମଧ୍ୟାହ୍ନଭୋଜନ ବନ୍ଦ ରହିଛି । ଯାହାକୁ ନେଇ…
ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାର ନେଇ ଧାରଣା,
ମୋରଡ଼ା,୧୫ା୯(ସ୍ମାରକ ମାଜୀ): ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାରକୁ ନେଇ ଅଭିଭାବକମାନେ ବିଦ୍ୟାଳୟ ଶ୍ରେଣୀ ଗୃହ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଡାକୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାଳବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୩୮…
ଘାସିରାମଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା, ଭକ୍ତ କହିଲେ ଦଳର ହାଇକମାଣ୍ଡ…
ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଏକପ୍ରକାର ଇସାରା ଦେଇଛି। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି। ଗତ ନିର୍ବାଚନରେ ସ୍ବାଧୀନ ଭାବେ…
ଝୁମର ତାଳେ ତାଳେ ନାଚିଲେ ଧର୍ମେନ୍ଦ୍ର ପ୍ରଧାନ: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video
ବାରିପଦା, ୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝୁମର ତାଳେ ତାଳେ ହାତକୁ ହାତ ଧରି ନାଚିଛନ୍ତି । ବାରିପଦା ଛଉ ପଡିଆର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ…
ଶୋଇଥିବାବେଳେ ଘରେ ଲାଗିଲା ନିଆଁ: ଆସବାବପତ୍ର ସହ ଜଳିଗଲା ନଗଦ ଟଙ୍କା, ସୁନାଗହଣା
ସାକ୍ଷୀଗୋପାଳ,୧୫ା୯(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ଚନ୍ଦନପୁର ଥାନା ବାଲିପଡ଼ା ପଞ୍ଚାୟତ ଅଧୀନ କାଳିଆକେରା ଗ୍ରାମର ବାବୁଲି ନାୟକ ଓ ମାନସ ନାୟକଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମସ୍ତ ଆସବାବପତ୍ର ଏବଂ ବିଡ଼ା ବିଡ଼ା…
ହୋମ୍ଗାର୍ଡ ନିଯୁକ୍ତିରେ ଅନିୟମିତତା: କମିଟି ଦେଲା ଅଭିଯୋଗ ଦାଖଲର ସୁଯୋଗ
ଗଞ୍ଜାମ,୧୫ା୯(ଅଖିଳ ତରାଇ): ଗଞ୍ଜାମ ଜିଲାର ହୋମ୍ଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତାର ଅଭିଯୋଗ ଉଠିଥିଲା। ରମ୍ଭା ଥାନା ଅଧୀନରେ ଆୟୋଜିତ ପରୀକ୍ଷାରେ ପ୍ରାର୍ଥୀଙ୍କ ଆବେଦନ ଫର୍ମରେ ଉଲ୍ଲେଖିତ ପସନ୍ଦର ପଦବୀକୁ ଜାଣିଶୁଣି ବଦଳାଇ ଦିଆଯାଇଥିବା ଆଶାୟୀମାନେ ଅଭିଯୋଗ କରିଥିଲେ। ଏହି ଘଟଣା…
ପୋଲିସର ଏନ୍କାଉଣ୍ଟର: ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ନେତା ନିହତ
ବଣାଇ,୧୫ା୯(ପ୍ରଦୀପ ତ୍ରିପାଠୀ): ଝାଡ଼ଖଣ୍ଡରେ ପୁଣି ଥରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଏନ୍କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ଝାଡ଼ଖଣ୍ଡ ପାଲାମୁ ଜିଲା ମାନାଟୁ ଥାନା ଅଞ୍ଚଳର ବାନ୍ସି ଗାଁ ଜଙ୍ଗଲରେ ମାଓବାଦୀ ସଂଗଠନର ଶତ୍ରୁପକ୍ଷ ବିବେଚିତ…
ଅଙ୍ଗନଓ୍ବାଡ଼ି କେନ୍ଦ୍ର ସମ୍ମୁଖରେ ଆଣ୍ଠୁଏ ପାଣି, କୁନିକୁନି ପିଲା ପାଠ ପଢ଼ିବାକୁ ଆସି…
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କସୃପଡ଼ା ପଞ୍ଚାୟତର ଏନ୍ଏଚ୍ ୨୬ ପାର୍ଶ୍ୱରେ ସ୍ଥାପିତ ହୋଇଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ବର୍ଷାପାଣି ଜମି ରହୁଥିବାରୁ କୋମଳମତି ଛାତ୍ରୀଛାତ୍ରଙ୍କ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇ ଥିବାରୁ ଏହାର…
ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରକାଶ ପାଇବ ଭୋଟର ତାଲିକା
ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ସୋମବାରଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି। ଅକ୍ଟୋବର ୭ ତାରିଖରେ ଦାବି ଓ ଆପତ୍ତି ନିଷ୍ପତ୍ତି ସରିବ। ଅକ୍ଟୋବର ୯ରେ ନୂଆ…
ଗ୍ୟାରେଜରେ ବାଇକ୍ ଖୋଲି ଚେକ୍ କରୁଥିଲେ ମାଲିକ, ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମରେ ଥିବା ମାଝୀ ଗ୍ୟାରେଜ୍ରେ ମାଲିକ ବାଇକ୍ ଖୋଲି ଚେକ୍ କରୁଥିଲେ। ଏହି ସମୟରେ ଶଟ୍ସର୍କିଟ୍ ଯୋଗୁ ନିଆଁ ଲାଗି ବାଇକ୍ ଦୁଇଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ,…
ଏନ୍ପିଏସ୍ ଶିକ୍ଷକଙ୍କୁ ଅଣଦେଖା, ତେଜୁଛି ଅସନ୍ତୋଷ
ବରଗଡ,୧୫।୯(ପ୍ରେମାନନ୍ଦ ଖମାରୀ): ନୂତନ ପେନ୍ସନଭୁକ୍ତ(ଏନ୍ପିଏସ୍) ଶିକ୍ଷକଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶନିବାର ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନ୍ସନଭୁକ୍ତ ଶିକ୍ଷକ ସଂଘ, ବରଗଡ଼ ଜିଲା…

