ଆମ ଜିଲା ଖବର

ଦେବଗଡ଼ ପରେ ଅନୁଗୋଳରେ ମହାବଳ ବାଘର ପାଦ ଚିହ୍ନ

ଛେଣ୍ଡିପଦା,୧।୧୦(ଅଜିତ ଧଳ): ଦେବଗଡ଼ ପରେ ଏବେ ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନ୍‌ ଭିନ୍‌…

ଜମୁଛି ଦୁର୍ଗା ପୂଜା: ଗାଁଠୁ ସହର ଉସବ ମୁଖର

ସୁନ୍ଦରଗଡ଼,୧।୧୦(ଜୟନାରାୟଣ ମେଣ୍ଡୁଳି): ଶାରଦୀୟ ଦୁର୍ଗା ପୂଜା ପାଇଁ ଏବେ ସୁନ୍ଦରଗଡ ସହର ଉସବ ମୁଖର। ସହରର ଇବ୍‌ନଗର, ରଙ୍ଗାଢିପା, ରିଜେଣ୍ଟ ମାର୍କେଟ, ବ୍ରାହ୍ମଣପଡା, ହସପିଟାଲ ଛକ, ଦୟା ଧର୍ମଶାଳା ଆଦି ବିଭିନ୍ନ ପୂଜା ମଣ୍ଡପରେ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜନସୋବ ମହାଆଡମ୍ବର…

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ଉଗ୍ରତାରା: ଲକ୍ଷାଧିକ ଭକ୍ତଙ୍କ ସମାଗମ

ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ପ୍ରମୁଖ ଶକ୍ତିପୀଠ ମା’ଉଗ୍ରତାରା ପୀଠରେ ବିଜୟା ଦଶମୀ ଆଡମ୍ବରରେ ଉଦ୍‌ଯାପିତ ହୋଇଛି। ବିଜୟା ଦଶମୀରେ ରାଜରାଜେଶରୀ ବେଶରେ ଦର୍ଶନ ଦେଇଥିଲେ ମା’ଉଗ୍ରତାରା । ମା’ଙ୍କ ଦର୍ଶନ ଲାଗି। ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ପୂଜକ ଯୁଧୁଷ୍ଠୀର…

ବର୍ଷାରେ ଭାଙ୍ଗିଲା ଲାଇଟ୍‌ ଗେଟ୍‌: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ …

କଟକ,୧।୧୦(ଶିଳ୍ପା ପ୍ରିୟଦର୍ଶିନୀ): ବର୍ଷା ଯୋଗୁ କଟକରେ ଭାଙ୍ଗିଲା ତୋରଣ। କଲେଜ ଛକ ପୂଜା କମିଟିର ଲାଇଟ ଗେଟ ଓ ରାଜବଗିଚା ସର୍ବୋଦୟପୁର ପୂଜା କମିଟି ଛାତର ପାରାପିଟ୍ସ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ଯାନବାହାନ ଯାତାୟାତ ଠପ ହୋଇଥିବା ସୂଚନା ମିଳିଛି। ମିଳିଥିବା…

ପୋଲିସ SI ପରୀକ୍ଷା ପୂର୍ବରୁ ଜାଲିଆତି: ୧୧୪ ପରୀକ୍ଷାର୍ଥୀଙ୍କ ସହ ବନ୍ଧା ହେଲେ ୩ ଦଲାଲ, ବଡ଼ ଖୁଲାସା…

ଗୋପାଳପୁର,୧।୧୦(ନବୀନ ରାଜ ଆଚାରୀ): ରାଜ୍ୟରେ ପୋଲିସ ଏସ୍‌ଆଇ ପରୀକ୍ଷା ପୂର୍ବରୁ ବଡ଼ ଜାଲିଆତି ଘଟଣା ସାମ୍ନାକୁ ଆସିଛି। ବୁଧବାର ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ପୋଲିସ ପର୍ଦ୍ଦାଫାଶ କରିବା ସହ ପୋଲିସ ୧୧୪ ପରୀକ୍ଷାଥି ଓ ତିନି ଦଲାଲଙ୍କୁ ଗିରଫ…

ଛତର ଯାତ୍ରାରୁ ଚୋରି କରି ଭାଗ ବାଣ୍ଟୁଥିଲେ, ୯ ଜଣଙ୍କୁ ବାନ୍ଧିଲା ବଲାଙ୍ଗୀର ପୋଲିସ; ୩୯ ମୋବାଇଲ ସହ…

ବଲାଙ୍ଗୀର , ୧।୧୦: କଳାହାଣ୍ଡି ଜିଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ମଙ୍ଗଳବାର ଥିଲା। ସେହି ଯାତ୍ରାରେ ଭକ୍ତ ମାନେ ମା’ଙ୍କ ଦର୍ଶନ କରି ଆସିଥିବାବେଳେ ସେମାନଙ୍କଠାରୁ ନାନାଦି ସାମଗ୍ରୀ ଚୋରି ହୋଇଥିଲା। ଘଟଣାରେ ଚଢାଉ କରି ପୋଲିସ ୩୯ ମୋବାଇଲ,…

ଗାଧୋଇ ବାକୁ ଯାଇ ଆଉ ଫେରିଲେନି , ଶେଷରେ…

ନୂଆପଡ଼ା,୩୦ା୯ (ମକାରୁ ବେମାଲ ): ନୂଆପଡ଼ା ଜିଲା କୋମନା ଥାନା ସଦର ମହକୁମା ସୁନ୍ଦର ନଦୀରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ କୋମନା ସଦରର ଚୈତନ୍ୟ ବନଛୋର (୭୧)। ସୂଚନା ଅନୁସାରେ ଶନିବାର…

ସାର ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ: ଆଇଆଇସି ପହଞ୍ଚି ପ୍ରତିଶ୍ରୁତି ଦେଇ କହିଲେ…

ଦିଗପହଣ୍ଡି/ପାଟପୁର,୧।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ୟୁରିଆ ସାର ଯୋଗାଣ କରାଯାଉନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବୁଧବାର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି – ଆସିକା ୩୨୬…

ଦୁର୍ଘଟଣାରେ ଏକାବେଳକେ ୪ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ୧୬ନମ୍ବର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୃଥକ ଦୃର୍ଘଟଣା ଜଣେ ଯୁବତୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ପିଏନ୍‌ କଲେଜ ରାଜପଥ ଉପରେ ମଧ୍ୟ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ବାଇକକୁ ଏକ…

ପାର୍ବଣରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି: ୨୧ ଗିରଫ

ଛତ୍ରପୁର,୧।୧୦(ସନ୍ତୋଷ ପାଢ଼ୀ): ପାର୍ବଣ ଋତୁରେ ଗଞ୍ଜାମ ପୋଲିସ ଜ଼ିଲାରେ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶରେ ବିଭିନ୍ନ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ମଦ, ବାଣ ଏବଂ ଜୁଆ ଖେଳ ଉପରେ ଚଢ଼ାଉ ଜାରି ରହିଛି। ଏସମ୍ପର୍କରେ ମିଳିଥିବା ସଫଳତା…

ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ତନ୍ତ୍ର ପୂଜା: ଦିଆଗଲା ପଶୁବଳି

ପୁରୀ, ୧।୧୦(ଅଜିତ୍‌ କୁମାର ମହାନ୍ତି):ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବିମଳା। ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା’ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥାଏ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ…

ମୋରଡ଼ା ଚଳ ଚଞ୍ଚଳ

ମୋରଡ଼ା,୧।୧୦(ସ୍ମାରକ ମାଜୀ): ଦୁର୍ଗାପୂଜାକୁ ନେଇ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି। ମା’ ଦୁର୍ଗାଙ୍କ ଆଗମନରେ ବ୍ଲକର ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକର ଚିତ୍ରଡା ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗାପୂଜା ତୋରଣ ବେଶ ଚିତାକର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?