ଆମ ଜିଲା ଖବର

ଘୋଡ଼ାକୋଣ ବ୍ରିଜ ଉପରୁ କାର ସହ ଭାସିଯାଇଥିଲେ ଯୁବକ, ମିଳିଲା…

ଗଜପତି,(ଗିରିଧାରୀ ପରିଛା)୪।୧୦: ପବଳ ବର୍ଷାରେ ରା.ଉଦୟଗିରି କାଳିଆ ତୋଟା ନଦୀରେ ଏକ କାର ଭାସିଯାଇଥିଲା। ତେବେ କାର୍‌ ସହ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପ୍ରତାପ ପଣ୍ଡା। ଆର୍‌. ଉଦୟଗିରି କାଳିଆତୋଟା ନଦୀରୁ କାର୍‌…

ପୋଲ ନିର୍ମାଣରେ ଅହେତୁକ ବିଳମ୍ବ: ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡୁଲୁରୀ ପାଇନ ବଣ ନିକଟ ବୁଲାଣି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ବୁଲାଣି ରାସ୍ତାକୁ ଗତ କିଛି ବର୍ଷ ତଳେ ପୂର୍ତ୍ତ ବିଭାଗ ବ୍ଲକ ସ୍ପଟ ଭାବେ…

ସ୍ତ୍ରୀ ବାପ ଘରକୁ ଯାଇଥିବା ବେଳେ ସ୍ବାମୀଙ୍କ ଅଜବ କାଣ୍ଡ, ଗଳାକାଟି…

ବଲାଙ୍ଗିର,୪।୧୦:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଲଖପାଲି ଗ୍ରାମରେ ଏକ ଅଭୋନୀୟ ଘଟଣା ଘଟିଛି । ପୁଇଁନ୍ତଳା ବ୍ଲକ ଲଖପାଲି (ବିଶ୍ବାଲ ପାଲି) ଗ୍ରାମରେ ରହୁଥିବା ଜଣେ ଯୁବକ (୩୫ ) ଭୀମସେନ ବିଶ୍ବାଳ ନିଜ ଗଳା…

ଭାଜପାରେ ମିଶିଲେ କଂଗ୍ରେସ, ବିଜେଡି କର୍ମୀ

ମାଲକାନଗିରି,୪।୧୦(ଦୁର୍ଯ୍ୟୋଧନ ପାତ୍ର): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ମାଲକାନଗିରି ଦିନିକିଆ ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭାଜପା ଜିଲା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ଋଷିକୂଲ୍ୟାରେ ଭାସିଗଲେ ଯୁକ୍ତ ଦୁଇ ଛାତ୍ର

ଆସିକା,୪।୧୦: ଗଞ୍ଜାମ ଜିଲା ପୋଡ଼ାପଲ୍ଲୀ ଋଷିକୂଲ୍ୟା ନଦୀରେ ଶନିବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଜଣେ ନାବାଳକ ଛାତ୍ର ନଦୀରେ ଭାସି ନିଖୋଜ ହୋଇ ଯାଇଥିବା ଜଣାପଡିଛି। ନିଖୋଜ ଛାତ୍ର ଜଣକ ଯୁକ୍ତ-୨ରେ ପାଠ ପଢୁଥିବା ସୂଚନା ମିଳିଛି। ଖବର…

ମହିଳାଙ୍କୁ ଭଦ୍ରକରୁ ଟେକିନେଇ ଟ୍ରକ୍‌ରେ କରିଥିଲେ ବଳାତ୍କାର: କେନ୍ଦୁଝରରୁ ଧରିଲା ପୋଲିସ

ଭଦ୍ରକ,୪।୧୦(ସନାତନ ରାଉତ): ଭଦ୍ରକ ଚରମ୍ପାରୁ ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲା ଝୁମ୍ପୁରାରୁ ଭଦ୍ରକ ପୋଲିସ ଗିରଫ କରିଛି ।କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ କରି…

ବ୍ଲକ ପ୍ରଶାସନର ବଡ଼ ପଦକ୍ଷେପ: ନୂଆ ଦିବ୍ୟାଙ୍ଗ ହେବେ ଚିହ୍ନଟ, ପୁରୁଣାଙ୍କର ହେବ ଅନ୍‌ଲାଇନ୍‌ ପଞ୍ଜୀକରଣ

ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କେହି ନିଜକୁ ହୀନ ମନେ କରିବେ ନାହିଁ। ଜଣେ ସୁସ୍ଥ ମଣିଷ ଯେମିତି ସମସ୍ତ ସୁବିଧା ପାଉଛନ୍ତି, ସେହିପରି ଜଣେ ଦିବ୍ୟାଙ୍ଗ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେଇପାରିବେ। ଦିବ୍ୟାଙ୍ଗମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର…

ନଦୀ ପାର୍‌ବେଳେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଖପରାପଲ୍ଲୀ ଗ୍ରାମର ବିଶୁ ନାୟକ ଗତ ୨ ତାରିଖ ଦିନ ବଡ଼ନଦୀରେ ଭାସି ଯାଇଥିଲେ। ଶୁକ୍ରବାର ରାତିରେ ତାଙ୍କ ମୃତଦେହକୁ କୁଲାଡ଼ ନିକଟରୁ ଉଦ୍ଧାର କରାଯାଇଛି। ପୋଲିସ ରାତିରେ ମୃତଦେହ ଜବତ…

ଉପ-ଡାକଘରୁ ବଡ଼ ଧରଣର ଚୋରି

କେନ୍ଦୁଝର,୪।୧୦: କେନ୍ଦୁଝର ଜିଲା ଚମ୍ପୁଆ ଉପ-ଡାକଘରୁ ଏକ ବଡ଼ଧରଣର ଚୋରି ହୋଇଛି। ଦୁବୃର୍ତ୍ତମାନେ ଡାକଘର ପଛ ପଟ କବାଟ ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି। ଚୋର ଦଳ ଡାକଘର ଆଲମାରି ଭାଙ୍ଗି ନଗଦ ଟଙ୍କା ସହ ସିସିଟିଭି ଡିଭିଆର୍‌ ମଧ୍ୟ…

ଦୁର୍ଘଟଣାରେ ମୃତ ୩ ଯୁବକଙ୍କ ମିଳିଲା ପରିଚୟ: ଥାନାରେ ପହଞ୍ଚିଲା ମାମଲା

ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡୁଲୁରୀଠାରେ ବାଇକ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମସ୍ତ ମୃତକଙ୍କ ପରିଚୟ ମିଳିଛି ମୃତକ ହେଲେ ବାଲିଗୁଡା ଥାନା ଋତୁଙ୍ଗିଆ ପଞ୍ଚାୟତ କୁଟିଗୁଡା ଗ୍ରାମର ରଙ୍ଗନାଥ…

ଏନଏସି ପ୍ରଶାସନର ଦାୟିତ୍ୱହୀନତା: ପାର୍ବଣରେ ଉଠିଲାନି ଅଳିଆ ଆବର୍ଜନା

ଗଞ୍ଜାମ,୪।୧୦(ବିଦ୍ୟାଧର ସାହୁ ) : ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ। ଦଶହରା ଦୁର୍ଗା ପୂଜା ସରିବା ପରେ ଏବେ କୁମାର ପୂର୍ଣ୍ଣିମା,ଜହିଁ ଓଷା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ । ବଜାର ଜନ ଗହଳିପୂର୍ଣ । ସାନ ବଜାର…

ଭସାଣରେ ଗୋଷ୍ଠୀ ସଂଘର୍ଷ: ଢେଲାପଥର ମାଡ଼ରେ ଡିସିପିଙ୍କ ଆଖି ଫାଟିଲା, ଅଟକିଲା ମେଢ଼

କଟକ,୪ା୧୦: ଦୁର୍ଗାପୂଜା ଭସାଣବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ରାସ୍ତାରେ ମେଢ଼ ଅଟକି ରହିଛି। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡ଼ରେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?