ରକ୍ଷଣାବେକ୍ଷଣ ଅଭାବରୁ ରାଜସ୍ବ ବଙ୍ଗଳା ପାଲଟିଛି ଭୂତକୋଠି: ମରାମତି, ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ଦାବି
ଖଣ୍ଡପଡ଼ା,୩୧ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ସହରଠାରୁ ଅନତି ଦୂରରେ ରାଜସ୍ବ ବିଭାଗର ଡାକ ବଙ୍ଗଳା ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଦୀର୍ଘ ୭୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଖଣ୍ଡପଡ଼ା-ନୟାଗଡ଼ ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ପାର୍ଶ୍ୱରେ ଅବସ୍ଥିତ…
ରୋଟାରୀ କ୍ଲବର ୩୦ତମ ଅଧିଷ୍ଠାନ ଦିବସ: ସେବା ମନୋଭାବ ରୋଟାରିଆନ୍ଙ୍କ ପରିଚୟ ହେଉ
ନୟାଗଡ଼ ଅଫିସ,୩୦।୭- ଭ୍ରାତୃତ୍ୱ, ବନ୍ଧୁତ୍ୱ, ଭାଇଚାରା ଏବଂ ନିଃସ୍ବାର୍ଥପର ସେବା ରୋଟାରିଆନ୍ମାନଙ୍କ ନିଜସ୍ବ ପରିଚୟ ହେଉ। ସମାଜରେ ଅନ୍ୟସବୁ କିଛି କାର୍ଯ୍ୟ ପାଇଁ ଲୋକେ ଆଗ୍ରହ ଦେଖାଉଥିବା ବେଳେ ସ୍ବତଃପ୍ରବୃତ୍ତ ଭାବେ ସେବା କରିବାର ମାନସିକତାଠାରୁ ଆଜିର ଯୁବପିଢ଼ି ଦୂରେଇ ଯାଉଛନ୍ତି।…
ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ
ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ ସୁଦ୍ଧା ଲୋକମାନେ ଏହା କବଳରେ କବଳିତ ହେଉଛନ୍ତି। ଚୋରି ହେଉ କି ସେଭଳି କିଛି…
ଗାଁମୁହାଁ ବଣୁଆ ହାତୀ, ଲୋକେ ଆତଙ୍କିତ
ନୂଆଗାଁ,୨୯ା୭ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ତଥା ମହିପୁର ବନାଞ୍ଚଳ ଅଧୀନରେ ଥିବା ଜାକେଡା ପଞ୍ଚାୟତର ବିଭିନ୍ନ ଗ୍ରାମ ନିକଟକୁ ଫସଲ ଖାଇବା ପାଇଁ ବଣୁଆ ହାତୀ ପଶି ଆସୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଜାକେଡା ପଞ୍ଚାୟତର ଅନେକ…
ସଦ୍ୟ ନିୟମିତ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ରଣପୁର,୨୯ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରବିବାର ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦ୍ୟ, ନିୟମିତଥିବା ୨୦୧୧ ବ୍ୟାଚ୍ର ୬୧ଜଣ ଶିକ୍ଷା ସହାୟକ,…
କୁଟୁରା ମାଂସ ଜବତ, ୩ ଗିରଫ
ରଣପୁର,୨୯ା୭ (ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ରଣପୁର ବନ ବିଭାଗ ଅଧୀନ ଆଖୁପଦରଠାରେ ବିଭାଗୀୟ କର୍ମଚାରୀମାନେ ରବିବାର ଚଢ଼ାଉ କରି ପ୍ରାୟ ୫ କେଜି କୁଟୁରା ମାଂସ ଓ ଏକ ମୋଟର ସାଇକେଲ ଜବତ କରିଛନ୍ତି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ…
ପ୍ରଚୁର ଜଳ ଉତ୍ସ ସତ୍ତ୍ୱେ ହେଉନି ସଂରକ୍ଷଣ : ଜାରି ରହିଛି ମହାନଦୀ ଜଳ ବିବାଦ
ଖଣ୍ଡପଡ଼ା,୨୯ା୭-ଦେଶ ସ୍ବାଧୀନ ହେବାର ୧ ବର୍ଷ ପରେ ଅର୍ଥାତ୍ ୧୯୪୮ ମସିହାରୁ ଓଡିଶାରେ କୃଷିର ଉନ୍ନତି ପାଇଁ ଜଳସେଚନ ଏବଂ ବିଦ୍ୟୁତ୍ ଦେଖାଦେଇଛି। ଉତ୍ପାଦନ ଲକ୍ଷ୍ୟରେ ମହାନଦୀର ଉପର ମୁଣ୍ଡରେ ହିରାକୁଦ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ…
ରାସ୍ତା ଉପରେ ପଥର ଗଦା, ଯାତାୟାତରେ ସମସ୍ୟା
ଗଣିଆ,୨୮ା୭(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତାର ମଣିଭଦ୍ରାଠାରେ ରାସ୍ତା ଉପରେ ପଥର ଗଦା ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି ା ଏଥିସହ ରାସ୍ତାରେ ପଟୁମାଟି ପଡିରହିଥିବାରୁ ଲୋକେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମଣିଭଦ୍ରା ପାଦଦେଶ ତଥା ମହାନଦୀ କୂଳରେ ଯାଇଥିବା…
ପଥରଚକଡା ପଞ୍ଚାୟତରେ କିଡ୍ନୀ ରୋଗ ଆତଙ୍କ: ୨ବର୍ଷରେ ଗଲାଣି ୪୦ରୁ ଊର୍ଦ୍ଧ୍ୱ ଜୀବନ, ଏବେ ଆକ୍ରାନ୍ତ ଅଛନ୍ତି ୫୦ରୁ ଅଧିକ
ଖଣ୍ଡପଡ଼ା,୨୮ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ପଥରଚକଡା ପଞ୍ଚାୟତର ମାଧପୁର ଓ ପଥରଚକଡା ଗ୍ରାମରେ ଗତ ୨ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କିଡ୍ନୀ ରୋଗରେ ଜୀବନ ହାରିଛନ୍ତି। ଶନିବାର ମାଧପୁର ଗ୍ରାମର ଆଉ ଜଣେ ବ୍ୟକ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ…
ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ଶଙ୍ଖେଇ ଗ୍ରାମବାସୀ ହନ୍ତସନ୍ତ
ନୟାଗଡ଼ ଅଫିସ,୨୮।୭-ସମସ୍ତ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ରାସ୍ତା ତିଆରି କରାଯାଉଛି। ନୟାଗଡ଼ ଜିଲା ସଦର ବ୍ଲକ ନୋତର ପଞ୍ଚାୟତ ଶଙ୍ଖେଇ ଗ୍ରାମରେ ରାସ୍ତା କାମ ଅଧାପନ୍ତରିଆ ହୋଇ ପଡିରହିଛି। କାମ…
ଅଶାନ୍ତ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ: କଲେଜ ଅନିର୍ଦ୍ଦିଷ୍ଟ କାଳ ସାଇନ-ଏ-ଡାଏ
ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.),୨୮।୭-ଅଶାନ୍ତ ପାଲଟିଛି ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ । ଏ ନେଇ ଅଧ୍ୟକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ମହାବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି। ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରି…
ନିମ୍ନମାନର କାର୍ଯ୍ୟ : ଗହୀର ମଝିରେ ଭାଙ୍ଗିପଡ଼ିଲା ୮ ବିଦ୍ୟୁତ୍ ଖୁଣ୍ଟ
ବାଲିଆ,୨୭।୭: ଫନୀ ବାତ୍ୟା ପରେ ବିଦ୍ୟୁତ୍ ଖୁଣ୍ଟ, ତାର ଆଦି ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ କିପରି ନିମ୍ନମାନର ହୋଇଛି ତାହାର ଉଦାହରଣ ଦେଖିବାକୁ ମିଳିଛି ରଘୁନାଥପୁର ବିଦ୍ୟୁତ୍ ସେକ୍ସନ ଅଧୀନ ମାଣପୁରରେ। ଏହି ଗଁାର ଗହୀର ମଝିରେ ୧୧ କେଭି…
Archives


