ନୟାଗଡ଼

ପାଣିଘେରରେ ବିଦ୍ୟାଳୟ

ରଣପୁର,୨୬।୧୦(ସ୍ବ.ପ୍ର.): ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ୩ଦିନ ଧରି ଲାଗି ରହିଥିବା ବର୍ଷାରେ ବହୁ ଘରର କାନ୍ଥ ଭାଙ୍ଗିପଡିଛି। ଏକର ଏକର ଜମିର ଧାନ ଫସଲ ଉଜୁଡି ଯାଇଛି । ସ୍କୁଲ ଗୃହରେ ପାଣି ପଶିଯାଇଥିବାରୁ ପିଲାମାନେ ଅସୁବିଧାର...

ନିଷ୍କାସନ ପଥ ବନ୍ଦ : ବିଦ୍ୟାଳୟ ପରିସରରେ ବର୍ଷା ପାଣି

ଖଣ୍ଡପଡା,୨୬।୧୦(ସ୍ବ.ପ୍ର.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠ ପରିସରରେ ବର୍ଷାପାଣି ଜମି ରହି ଲହଡି ମାରୁଥିବା ପରିଲକ୍ଷିତ ହୋଇଛି। ବିଦ୍ୟାଳୟ ପୂର୍ବ ପାର୍ଶ୍ୱ ମାଳବନ୍ଧରେ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗକାରୀ ପରିବାରକୁ ମାଡ଼

ନୟାଗଡ଼ ଅଫିସ, ୨୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି ହୋଇଥିବାନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ଅଭିଯୋଗକାରୀଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଶୁକ୍ରବର ଉକ୍ତ ପରିବାର ଜିଲାପାଳ ଓ...

ଆସିଲେନି ବନବିଭାଗ କର୍ମଚାରୀ,ଘରେ ପଶିଥିବା ଅହିରାଜକୁ ମାରିଦେଲେ ଲୋକେ

ରଣପୁର,୨୫।୧୦(ସ୍ବ.ପ୍ର.) : ବର୍ଷା ସମୟରେ ଘରେ ପଶିଗଲା ଅହିରାଜ। ଭୟଭୀତ ହୋଇଗଲେ ପରିବାର ସଦସ୍ୟ। ସ୍ନେକ୍‌ ହେଲ୍‌ପଲାଇନ ସଦସ୍ୟଙ୍କୁ ଫୋନ କରାଗଲେ ମଧ୍ୟ ମିଳିଲାନି ସହଯୋଗ। ଗୋପାଳପୁର ଫରେଷ୍ଟରଙ୍କୁ ଫୋନ କରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ବନବିଭାଗର...

ଲଗାଣ ବର୍ଷା : ରାଜପଥ ପାର୍ଶ୍ୱ ଗାର୍ଡୱାଲ ଧସିିଲା

ଖଣ୍ଡପଡ଼ା,୨୫।୧୦(ସ୍ବ.ପ୍ର.): ଅବିଶ୍ରାନ୍ତ ବର୍ଷା ଲାଗି ରହିବା ଫଳରେ ବାଘମାରୀ-କଣ୍ଟିଲୋ ୪୮ ନଂ. ରାଜପଥର ନୟାଗଡ଼ ଜିଲା କଣ୍ଟିଲୋ ପଲଟନ ପଡ଼ିଆ ନିକଟରେ ନିର୍ମିତ ଗାର୍ଡୱାଲଟି ଗୁରୁବାର ମୂଳରୁ ସମ୍ପୂର୍ଣ୍ଣ ଧସିପଡିଛି। ଗତ ୨ବର୍ଷ ପୂବେ ଏହା ନିର୍ମିତ ହୋଇଥିଲା। ପୂର୍ତ୍ତ...

ଅନ୍‌ଲାଇନ୍‌ରେ ଠକେଇ: ଆକାଉଣ୍ଟରୁ ଉଠାଇନେଲେ ୨.୫ ଲକ୍ଷ ଜେଲ୍‌ ଗଲେ ଯୁବକ

ନୟାଗଡ଼ ଅଫିସ,୨୫ା୧୦: ଅନ୍‌ଲାଇନ୍‌ରେ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଟାଉନ ଥାନା ପୁରୁଣା ସହର ରଥଗାଡ଼ିଆ ସାହିର ସିଦ୍ଧାର୍ଥ ପାଣିଗ୍ରାହୀ। ଥାନାରୁ ମିଳିଥିବା ସୂଚନା...

ଲଘୁଚାପ ବର୍ଷା: ଜୀବନଯାତ୍ରା ବ୍ୟାହତ, ଜମିରେ ଲୋଟିଛି ଧାନ ଫସଲ

ନୟାଗଡ଼ ଅଫିସ,୨୫ା୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗିରହିଛି। ନୟାଗଡ଼ ଜିଲାରେ ଏହି ବର୍ଷା ପ୍ରଭାବରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେତେବେଳେ ଜୋର୍‌ ତ ଆଉ କେତେବେଳେ ଝିପିଝିପି ବର୍ଷା ଯୋଗୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବାରେ ପ୍ରଥମ: ଓଡ଼ଗାଁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ କୃଷି ମନ୍ତ୍ରୀ

ଓଡଗାଁ, ୨୪।୧୦(ସ୍ବ.ପ୍ର.)-ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଭୁବନେଶ୍ୱରରୁ ନୟାଗଡ଼ ଟ୍ରେନରେ ଆସିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଘଟଣାର ଦିନଟିଏ ନ ପୁରୁଣୁ ଗୁରୁବାର ଓଡଗାଁ ଆହାର କେନ୍ଦ୍ରରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଛନ୍ତି...

ନାଳରେ ଭାସିଯାଇ ଜଣଙ୍କ ଜୀବନ ଗଲା

ଓଡ଼ଗାଁ,୨୪।୧୦(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳରେ ଦୁଇଦିନ ଧରି ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ନଦୀ ନାଳରେ ବର୍ଷା ଜଳ ବୃଦ୍ଧି ପାଇଛି। ଏପରିସ୍ଥଳେ ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତର ନାଳରେ ଭାସିଯାଇ ଗୁଆନ୍ଦ ଗ୍ରାମର ଗଣେଶ...

ଓଡଗାଁ ଏନ୍‌ଏସି: ଜବରଦଖଲରେ ସରକାରୀ ଜମି, ରାସ୍ତା

ଓଡ଼ଗାଁ,୨୪ା୧୦(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଦିନକୁ ଦିନ ଘରୋଇ ଜାଗାବାଡି କିଣାବିକାରେ ଅହେତୁକ ଦଲାଲି ବୃଦ୍ଧି ପାଇଛି। ଏଥିଯୋଗୁ ସରକାରୀ ଜାଗାବାଡି, ରାସ୍ତା ପାର୍ଶ୍ୱ, ସରକାରୀ ଅଫିସ ଓ କଲେଜ ସଂଲଗ୍ନ ବହୁ ମୂଲ୍ୟବାନ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ...

କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା,୨୪ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବିଦ୍ୟୁତ୍‌ କାର୍ଯ୍ୟାଳୟ (ଫିଡ୍‌କୋ)ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଦେବଦତ୍ତ ସ୍ବାଇଁଙ୍କ ଝୁଲନ୍ତା ମୃତଦେହ ବୁଧବାର ସେ ରହୁଥିବା ଭଡାଘରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦେବଦତ୍ତ ଓ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଟେକ୍‌ନିସିଆନ୍‌...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର

ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ ଜିଲା ଖଣ୍ଡପଡା ବ୍ଲକ କିଆଝର ପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାବାରୀ ଗ୍ରାମର ହରିହର ବେହେରା(୬୫)।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri