ନୟାଗଡ଼

୮୯ ପ୍ରତିଶତ ଜମି ପଡ଼ିଆ ପଡ଼ିଛି

ନୟାଗଡ,୨୦।୬(ଲୋକନାଥ ମିଶ୍ର)ଆକାଶରେ ଘଡ଼ଘଡ଼ି ମାରୁଛି ଓ ବିଜୁଳି ଦେଖା ଦେଉଛି । ହେଲେ ବର୍ଷା ହେଉନି । ମୌସୁମୀ ଆଗମନରେ ବିଳମ୍ବ କାରଣରୁ ରଜ ଯିବା ପରେ ବି ବର୍ଷା ହେଉ ନ ଥିବାରୁ ଧାନ ଚାଷ ପ୍ରାରମ୍ଭରୁ ଚାଷୀର ଚିନ୍ତା…

ଦଳ ଛାଡ଼ିଲେ ଓଡ଼ଗାଁ ବ୍ଲକ ବିଜେଡି ସଭାପତି

ଓଡ଼ଗାଁ,୧୮ା୬(ଆଦର୍ଶ କୁମାର ପଟ୍ଟନାୟକ): ଓଡ଼ଗାଁ ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ ସୂର୍ଯ୍ୟନାରାୟଣ ଚୌଧୁରୀ ସୋମବାର ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା…

ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ ସିଜରିଂ ଓ ପ୍ରସୂତି ମହିଳା ଛଟପଟ ହେଉଛନ୍ତି। ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଶନିବାର…

୨ ହସ୍ପିଟାଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ

ନୟାଗଡ଼,୧୫।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ, ସେଫ୍ଟିକ ୱାର୍ଡ, ମେଡିସିନ ୱାର୍ଡ, ଶିଶୁ ୱାର୍ଡ, ପୁରୁଣା ଆଉଟଡୋରରୁ ୬୦ରୁ ଊର୍ଦ୍ଧ୍ୱ ଏସି ଗାଏବ, ଖତ ଖାଉଛି ୧୫୦ରୁ ଊର୍ଦ୍ଧ୍ୱ ନୂଆ ଓ ପୁରୁଣା ବେଡ, ୨ ହସ୍ପିଟାଲ…

ରାତାରାତି କଟା ପୋଖରୀ ହୁଡ଼ା ବନ୍ଧାଗଲା

ଓଡ଼ଗାଁ,୧୩ା୬(ଆଦର୍ଶ କୁମାର ପଟ୍ଟନାୟକ)ଗ୍ରୀଷ୍ମରେ ଲୋକେ ପାଣି ଗରାଏ ପାଇଁ ବ୍ୟସ୍ତ ହେଉଥିବା ବେଳେ ମୌସୁମୀର ଆଗମନ ହୋଇଛି ା ହେଲେ ପଡୋଶୀ ଜିଲାରେ ପ୍ରାକ୍‌ ମୌସୁମୀ ବର୍ଷା ଅନୁଭୁତ ହୋଇଥିବା ବେଳେ ନୟାଗଡ଼ ଜିଲା ଓଡ଼ଗାଁରେ ଏଯାବତ୍‌ ବର୍ଷା ହୋଇନାହିଁ। ଏପରିସ୍ଥଳେ…

ଜଗନ୍ନାଥଙ୍କ ଅବଢ଼ା ନିଲାମରେ ଅନିୟମିତତା

ନୟାଗଡ଼,୧୩।୬(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ଟେଣ୍ଡରରେ ଅନିୟମିତତା ହୋଇଛି । ନିଲାମଧାରୀଙ୍କ ଠାରୁ ୧ ଲକ୍ଷ ବା ତାଠାରୁ ଅଧିକ ଲାଞ୍ଚ ନେଇ ସେମାନଙ୍କୁ ନିଲାମ ଟଙ୍କା ନ ଦେବା ପାଇଁ ଅନୁକମ୍ପା ଦେଖା…

ବିଜେଡି ହାରିବାରୁ ୪ କି.ମି. ଗଡ଼ିଲେ

ନୟାଗଡ଼/ରଣପୁର,୮ା୬(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ମହାପ୍ରଭୁ ଶ୍ରୀଜଗନ୍ନାଥ ମାନସିକ ପୂରଣ କରି ବିଜେଡିକୁ ଓଡ଼ିଶାରେ ପରାଜିତ କରିବା ପରେ ଡହ ଡହ ଖରାରେ ୪ କିମି ରାସ୍ତାରେ ଗଡ଼ି ଗଡ଼ି ଜଣେ ଯୁବକ ଯାଇଛନ୍ତି। ଏଭଳି ଘଟଣା ନୟାଗଡ଼ ଜିଲା ରଣପୁର…

ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ଭଉଣୀ-ଭାଇ

ନୟାଗଡ଼,୬ା୬(ଲୋକନାଥ ମିଶ୍ର): କୁସୁମୀ ନଦୀରେ ବୁଡ଼ି ଗୁରୁବାର ପୂର୍ବାହ୍ନରେ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ଏଭଳି ଅଘଟଣ ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ଘଟିଛି। ବାଉଁଶିଆପଡ଼ା ଗାଁର ଦୁତିକୃଷ୍ଣ ସେଠୀଙ୍କ ଝିଅ ପୁଅ ଅନ୍ୟ ଜଣେ ନାବାଳକ ନିକଟସ୍ଥ…

ଏତିକି କମ୍‌ ଭୋଟରେ ଜିତିଲେ ଅରୁଣ ସାହୁ

ଭୁବନେଶ୍ୱର,୪।୬:ନୟାଗଡର ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ହୋଇଛନ୍ତି। ୮୧,୪୭୦ ଭୋଟ ପାଇ ସେ ଭାଜପାର ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପରାସ୍ତ କରିଛନ୍ତି। ହେଲେ ସେଠାରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଅରୁଣ ମାତ୍ର ୩୯୬ ଭୋଟରେ ବିଜୟୀ…

ନିର୍ବାଚନ ବେଳେ ଭଲ ରୋଜଗାର ଦେଉଛି ଢାବା

ନୟାଗଡ଼,୨।୬ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ନକଲି ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ଚାଲିଛି। ଗଁା ଓ ସହରର ଗଳିକନ୍ଦିରେ ପାଣି ପାଉଚ୍‌ ପରି ମଦ ମିଳୁଛି। ଜିଲାର ବିଭିନ୍ନ ଢ଼ାବାଗୁଡିକରେ ମଦର ଅବାଧ କାରବାର ଚାଲିଛି। ନିର୍ବାଚନ ବିଜ୍ଞପ୍ତି…

ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ଚମ୍ପତିପୁରରେ ଜଣେ ଶିକ୍ଷୟିତ୍ରୀ ପଦ୍ମିନୀ ସ୍ବାଇଁ(୩୨)ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ସ୍ବାମୀ ତପନ କୁମାର ସ୍ବାଇଁ(୩୫)କୁ ଅଟକ ରଖି ପଚରାଉଚରା କରିଛି। ଅଧିକ ଯୌତୁକ ନ ଦେବାରୁ ହତ୍ୟା କରାଯାଇଥିବା…

ହ୍ରାସପାଉଛି ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା

ନୟାଗଡ଼,୩୦।୫(ଲୋକନାଥ ମିଶ୍ର)ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି ଘଟୁନି। ୪୬ବର୍ଷ ଭିତରେ ପ୍ରାୟ ୮୮୦ ଘଡିଆଳ କୁମ୍ଭୀର ମହାନଦୀର ସାତକୋଶିଆ ଗଣ୍ଡ ଅଞ୍ଚଳରେ ଛଡାଯାଇଛି। ତେବେ ୨୦୨୩ କୁମ୍ଭୀର ଗଣନା ରିପୋର୍ଟ କହୁଛି ୮ଟି ଘଡିଆଳ କୁମ୍ଭୀର ଅଛନ୍ତି। ଘଡିଆଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri