ବିଦ୍ୟୁତ୍ କାଟ୍କୁ ନେଇ ତେଜୁଛି ଅସନ୍ତୋଷ
ବାରିପଦା ଅଫିସ,୨୧ା୪; ମୟୂରଭଞ୍ଜ ଜିଲା ବାରିପଦା ସହରରେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପ୍ରବଳ ଗୁଳୁଗୁଳି ଗରମ ଓ ତାତି ଅସହ୍ୟ ହୋଇପଡୁଛି। ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି। ଝାଞ୍ଜି ପବନ ଯୋଗୁ ଲୋକେ ଡହଳବିକଳ…
ବାରିପଦା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଆସନ୍ତା ମେ’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ଆସିବେ। ମେ’ ୯ରେ ବାରିପଦା ଏମ୍ଏସ୍ସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି ଲେଖିଥିବା ସୂଚନା ମିଳିଛି।
ପୁନରୁଦ୍ଧାର ହେବ ଉତ୍କଳମଣିଙ୍କ ବାସଭବନ
ବାରିପଦା ଅଫିସ,୨୦ା୪: ମୟୂରଭଞ୍ଜ ଜିଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାସଭବନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବୁଧବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ଷେତ୍ର ପରିଦର୍ଶନରେ…
ପୁନରୁଦ୍ଧାର ହେବ ଉତ୍କଳମଣି ଗୋପବନ୍ଧୁଙ୍କ ଭବନ: କ୍ଷେତ୍ର ପରିଦର୍ଶନ କଲେ ଅତିରିକ୍ତ ଶାସନ ସଚିବ
ବାରିପଦା ଅଫିସ,୧୯୪: ମୟୂରଭଞ୍ଜ ଜିଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସରକାରୀ ବାସଭବନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବୁଧବାର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ଷେତ୍ର ପରିଦର୍ଶନରେ…
କାର୍ଯ୍ୟକ୍ଷମ ହେଉନି ବସୁଧା ପାନୀୟ ଜଳ ବ୍ୟବସ୍ଥା
ମୋରଡ଼ା,୧୯।୪(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡିଗଁ। ପଞ୍ଚାୟତର ଫୁଲବାଡ଼ିଆ ଗ୍ରାମରେ ନିର୍ମାଣ ହୋଇଥିବା ବସୁଧା ଯୋଜନା ପାନୀୟଜଳ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ସାଗର ପାଲୋଙ୍କୁ ଲିଖିତ ଅଭିଯୋଗ ପତ୍ର…
ଧାରଣାରେ ବସିଲେ ଛାତ୍ରୀଛାତ୍ର
ବାରିପଦା ଅଫିସ,୧୯।୪: ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମ୍ଏସ୍ସିବି) ବିଶ୍ୱବିଦ୍ୟାଳୟର ସମ୍ମିଳିତ ବିଇଡି ଏବଂ ଏମ୍ଇଡି ପାଠ୍ୟକ୍ରମ ମାର୍କଶିଟକୁ ନେଇ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରମାନେ ମଙ୍ଗଳବାର ବିଶ୍ବବିଦ୍ୟାଳୟର ପ୍ରଶାସନିକ ଭବନକୁ ବନ୍ଦ କରିଥିଲେ।…
ନାବାଳକଙ୍କୁ ଉଦ୍ଧାର କଲା ପ୍ରଶାସନ
ମୋରଡା,୧୯।୪(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକର ସୀମାନ୍ତ ସୁବର୍ଣ୍ଣରେଖା କେନାଲ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହେବା ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଛି। ପ୍ରଶାସନିକ ଅଧିକାରୀମାନେ ଚଢ଼ାଉ କରି ମଙ୍ଗଳବାର ନିର୍ମାଣସ୍ଥଳରୁ ଜଣେ…
ନମୁନା ସଂଗ୍ରହ କଲା ବନବିଭାଗ
ମୋରଡା,୧୯।୪(ଡି.ଏନ.ଏ)ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ରେଞ୍ଜ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ଅସନବଣି ଜଙ୍ଗଲରୁ ହାତୀଛୁଆର ଗଳିତ ମୃତଦେହ ଜବତ ପରେ ବନ ବିଭାଗ ତଦନ୍ତ ଜାରି ରଖିଛି। ମଙ୍ଗଳବାର ମୃତ ହାତୀର ନମୁନା ସଂଗ୍ରହ କରିଛି। ଡିଏଫ୍ଓ ସନ୍ତୋଷ…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ରାଇରଙ୍ଗପୁର,୧୭ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ କଇଁପୁର ଗ୍ରାମର ଜଣେ ମହିଳାଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସାଉନା ମୁର୍ମୁଙ୍କ ସ୍ତ୍ରୀ ଥୁଲି(୩୦)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ…
ଅସନବଣି ସଂରକ୍ଷିତ ଜଙ୍ଗଲରୁ ଗଳିତ ହାତୀଛୁଆ ମୃତଦେହ ଜବତକଲା ବନ ବିଭାଗ
ମୋରଡ଼ା/ବେତନଟୀ,୧୭ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ଅସନବଣି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଗଳିତ ମୃତଦେହ ବନ ବିଭାଗ ଜବତ କରିଛି। ଉକ୍ତ ହାତୀର ବୟସ ୧ ବର୍ଷ ହେବ। ସପ୍ତାହେ ପୂର୍ବରୁ…
ଶିଶୁଶ୍ରମିକ ନିୟୋଜିତ କରୁଛି ଠିକା ସଂସ୍ଥା
ମୋରଡ଼ା,୧୬ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକ୍ରେ ଚାଲିଥିବା ସୁବର୍ଣ୍ଣରେଖା କେନାଲ ନିର୍ମାଣରେ ଶିଶୁ ଶ୍ରମିକ କାମ କରୁଛନ୍ତି। କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ସରକାରୀ ନିୟମ ଉଲ୍ଲଘଂନ କରି ନାବାଳକଙ୍କୁ ଡମ୍ପର ଡ୍ରାଇଭର ଓ ହେଲପର ଭାବେ ନିୟୋଜିତ କରିଥିବା ଓ…
ରାଷ୍ଟ୍ରପତିଙ୍କ ଗ୍ରାମରେ ମିଶନ ‘ସୌରାୟଣ’ର ଶୁଭାରମ୍ଭ
ବାରିପଦା ଅଫିସ,୧୪।୪: ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକ୍ ବାଦାମପାହାଡ଼ସ୍ଥିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମୃଦ୍ଧ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଅଭିଳାଷପୂର୍ଣ୍ଣ ମିଶନ ‘ସୌରାୟଣ’ର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଅକ୍ଷୟ ଶକ୍ତି ନୀତି-୨୦୨୨ ଓ…
Archives


