ମୟୂରଭଞ୍ଜ

ସାନ୍ତାଳି ଭାଷାଭାଷୀ ଲୋକମାନେ ନିଜ ଭାଷାକୁ ଲୋକପ୍ରିୟ କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା,୨୦।୧୧: ସାନ୍ତାଳି ଭାଷାଭାଷି ଲୋକମାନେ ପ୍ରଥମେ ନିଜ ଭାଷାକୁ ଭଲ ପାଆନ୍ତୁ ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଆଜି ମୁର୍ମୁ ବାରିପଦାରେ ଅଖିଳ…

ବାରିପଦାରେ ରାଷ୍ଟ୍ରପତି

ମୟୂରଭଞ୍ଜ,୨୦ା୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ପୂର୍ବାହ୍ନରେ ବାରିପଦାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତି ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ବାରିପଦା ପୋଲିସ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ…

ଆଜି ଆସିବେ ରାଷ୍ଟ୍ରପତି

ବାରିପଦା (ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର(ମାନସ ମହାନ୍ତି), ୨୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିଜ ଜନ୍ମ ମାଟିକୁ ଦ୍ୱିତୀୟ ଥର ଆସୁଛନ୍ତି। ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତର ପ୍ରଥମ ଦିବସରେ ବାରିପଦା ଶହୀଦ ସ୍ମୃତି ଭବନରେ ସାନ୍ତାଳୀ ଲେଖକ ସମ୍ମିଳନୀ ଏବଂ…

ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍‌

ଠାକୁରମୁଣ୍ଡା, ୧୯।୧୧ (ତାରାକାନ୍ତ ପଟ୍ଟନାୟକ ): ଠାକୁରମୁଣ୍ଡା ଠାରୁ ୩ କିମି ଦୂର ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ର ଜୁଆଳିକଟା ଛକ ନିକଟରେ ରବିବାର ସକାଳେ ବେଆଇନ ଭାବରେ ଗୋରୁ ବୋଝେଇ କରି ନେଉଥିବା ଏକ ପିକଅଫ ଭ୍ୟାନ ଓଲଟି ଭ୍ୟାନ ର…

ମୁଣ୍ଡ, ହାତ ନ ଥିବା ଶିଶୁ ଜନ୍ମ

ଠାକୁରମୁଣ୍ଡା,୧୯ା୧୧(ତାରାକାନ୍ତ ପଟ୍ଟନାୟକ)ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଜଣେ ଗର୍ଭବତୀ ୨ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମିତ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ କନ୍ୟାର ମୁଣ୍ଡ ଓ ଗୋଡ଼ ନ ଥିବା ଦେଖାଯାଇଛି। ଖବର ପ୍ରଚାର ପରେ ଅଞ୍ଚଳରେ…

କାଳୀ ପୂଜାରେ ଜୁଆଖେଳ:୩ ଅଟକ

ଉଦଳା,୧୩ା୧୧(ସନ୍ତୋଷ କୁମାର ବାଚ୍ଛିନୀ) – ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଗୋଡ଼ା ଗ୍ରାମରେ କାଳୀ ପୂଜା ଉତ୍ସବ ଚାଲିଥିବା ବେଳେ ଜୁଆଖେଳ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କଠାରୁ ନଗଦ ୨୬୩୨୫ଟଙ୍କା, ଜୁଆ ଖେଳର ସରଞ୍ଜାମ ଜବତ…

ଦେଶୀ ଦୀପର ଚାହିଦା

ବାଙ୍ଗିରିପୋଷି, ୧୨।୧୧(ସଞ୍ଜୟ କୁମାର ଅଗ୍ରୱାଲା)-ଆଲୋକର ପର୍ବ ଦୀପାବଳି ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କିଏ ଘର ସାଜସଜ୍ଜା ପାଇଁ ସାମଗ୍ରୀ ତ ଆଉ କିଏ ବିଭିନ୍ନ ପ୍ରକାର ରଙ୍ଗିନ ଦୀପ କିଣିବାରେ ବ୍ୟସ୍ତ। ପ୍ରତିବର୍ଷ ଲୋକେ ବିଦେଶୀ ଦୀପ କିଣିବାକୁ…

ବାଣ ଦୋକାନରେ ଚଢ଼ାଉ

ଗୋପବନ୍ଧୁ ନଗର,୧୦ା୧୧(ଶାନ୍ତନୁ କୁମାର ମଢୁଆଳ): ଗୋପବନ୍ଧୁ ନଗର ବ୍ଲକ ପଶୁଦା ପଞ୍ଚାୟତର ସାନବେଲାକୁଟି ସାପ୍ତାହିକ ହାଟରେ ବେଆଇନ ଭାବେ ବାଣ ବିକ୍ରି କରୁଥିବା ଦୋକାନ ଉପରେ ଖୁଣ୍ଟା ପୋଲିସ ଚଢ଼ାଉ କରିଛି। ଦୁଇ ଦୋକାନରୁ ବାଣ ଜବତ କରିବା ସହ ପୋଲିସ…

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଶିକ୍ଷକ

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ବଡ଼ଭାଲିଆ ପଞ୍ଚାୟତ କୁଲାଦହଣୀ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ବିଦ୍ୟାଳୟର ଶିକ୍ଷକ ସୁଦିବ୍ୟଶକ୍ତି ଦାସ ମାଡ଼ମାରି ଗୁରୁତର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌କୁ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ତଣ୍ଟିରେ ଲାଖିଲା ଗୁଲୁଗୁଲା, ଚାଲିଗଲା ଜୀବନ

ମୋରଡା,୭। ୧୧(ସ୍ମାରକ ମାଜୀ)- ଚ୍ୟାଲେଞ୍ଜ ହେଲା କାଳ। ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାରୁ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ଥାନା…

ହୋଟେଲରୁ ଚୋରିକରି ମହିଳାଙ୍କ ସମେତ ୨ ଗିରଫ

ମୋରଡ଼ା, ୬।୧୧ (ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧାନଶୋଳ-ଛୋଟରାୟପୁର ରାସ୍ତାପାର୍ଶ୍ୱ ଏକ ହୋଟେଲରୁ ଚୋରି ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଯଶିପୁର ଥାନା ଅଧୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri