ଚିନ୍ତା ବଢ଼ାଉଛନ୍ତି ସୁରଟ ଫେରନ୍ତା: ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି
ବାରିପଦା ଅଫିସ,୯।୫: ମୟୁରଭଞ୍ଜ ଜିଲାରେ ଶନିବାର ସକାଳେ ଆଉ ୩ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ କପ୍ତିପଦା ବ୍ଲକର ହୋଇଥିବା ବେଳେ ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ଜିଲାପାଳ…
ଚାଲି ଚାଲି ଝାଡଖଣ୍ଡ ଗଲେ ୧୫ ଶ୍ରମିକ
ଉଦଳା,୯ା୫(ଡି.ଏନ୍.ଏ.)- ରେଡ୍ ଜୋନ୍ରେ ରହିଥିବା ବାଲେଶ୍ୱର ଜିଲାର ଔପଦା ଅଞ୍ଚଳରୁ ୧୫ ଶ୍ରମିକ ଚାଲି ଚାଲି ନିଜ ରାଜ୍ୟ ଝାଡଖଣ୍ଡ ବାହୁଡ଼ିଛନ୍ତି । ଔପଦାଠାରେ କେନାଲ କାମ କରୁଥିବା ଏହି ଶ୍ରମିକମାନେ ଗୁରୁବାର ନିଜର ଆସବାବପତ୍ର ଧରି ସକାଳୁ ଚାଲି ଚାଲି…
ଆଶା କର୍ମୀ, ୱାର୍ଡ ମେମ୍ବରଙ୍କୁ ଆକ୍ରମଣ
ଉଦଳା,୯ା୫(ଡି.ଏନ୍.ଏ.)- ସାରା ଦେଶ ଏବେ କରୋନା ସହିତ ମୁକାବିଲା କରୁଛି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ। ମାତ୍ର ସେମାନଙ୍କୁ ଅନେକ ସ୍ଥାନରେ ଦୁର୍ବ୍ୟବହାର କରାଯିବା ସହିତ ମାଡ଼ ମରାଯାଉଥିବା କଥା ସାମ୍ନାକୁ ଆସୁଛି ା…
ବର୍ଷକ ପରେ ମିଳିଲା ଫନି ସହାୟତା: ବ୍ଲକ ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ
ବେତନଟୀ,୯ା୫(ଡି.ଏନ୍.ଏ.)- ୨୦୧୯ରେ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାକୁ ଦୃଷ୍ଟିରେ କ୍ଷତିଗ୍ରସ୍ତମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ମୁକ୍ତାପୁର ପଞ୍ଚାୟତ ଅଧୀନ ଛଚିନାପଦା ଓ ଛୋଟରାୟପୁର ଗ୍ରାମର କୁମ୍ଭକାରମାନେ…
ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ପ୍ରଦାନ ଦାବି
ବାରିପଦା ଅଫିସ, ୭ା୫- ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀ ପକ୍ଷରୁ ବାରିପଦା ନିକଟସ୍ଥ ସୋଡ଼ଇମଠାରେ ସାନ୍ତାଳୀ ଭାଷା ଅଲ୍ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲା ସଭାପତି ମୁକେଶ ମାରାଣ୍ଡିଙ୍କ ପୌରାହିତ୍ୟରେ ଅନୁଷ୍ଠିତ…
ଶିମିଳିପାଳରୁ ଶିକାରୀ ଗିରଫ
ଖୁଣ୍ଟା, ୭।୫(ଡି.ଏନ.ଏ.)-ଡୁକୁରା ରେଞ୍ଜ ଅଧୀନ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଗତ ବୁଧବାର ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ସେ ହେଲେ ଉକ୍ତ ରେଞ୍ଜ ତଥା ଉଦଳା ଥାନା ଅଧୀନ କାଶୀକୁଣ୍ଡଳ ଗ୍ରାମର ମଧୁ ନାଏକ( ୪୦)।…
CORONAVIRUS UPDATE: ମୟୂରଭଞ୍ଜରେ ଆଉ ଜଣେ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି
ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ ମୟୂରଭଞ୍ଜର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ପୂର୍ବାହ୍ନରେ ଜିଲାରେ ୩…
ଚାଲିଚାଲି ଘରକୁ ଫେରୁଛନ୍ତି ରାଜ୍ୟ ଭିତର ଶ୍ରମିକ
ଠାକୁରମୁଣ୍ଡା,୭ା୫(ଡି.ଏନ୍.ଏ.) : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ ହେଉଛନ୍ତି। ଲକ୍ଡାଉନ୍ର ୪୩ ଦିନ ପରେ ଯିଏ ଯେଉଁଠାରେ ଥିଲେ ଚାଲିଚାଲି ଘରକୁ ଫେରି…
ମୟୂରଭଞ୍ଜକୁ ଛୁଇଁଲା କରୋନା: ଜିଲାରେ ୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୭।୫(ବ୍ୟୁରୋ): ମୟୂରଭଞ୍ଜକୁ ଛୁଇଁଲା କରୋନା। ପ୍ରଥମ ଥର ପାଇଁ ଗୁରୁବାର ଜିଲାରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏବେ ରାଜ୍ୟର ୧୮ ଜିଲା କୋଭିଡ-୧୯ କବଳକୁ ଆସିଛି। ପ୍ରକାଶ ଯେ, ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା…
ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗଞ୍ଜାମକୁ ରେଡ୍ ଜୋନ୍; ମୟୂରଭଞ୍ଜ, ଜଗତସିଂହପୁରକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା
ଭୁବନେଶ୍ୱର,୭।୫(ବ୍ୟୁରୋ): ଗୋଟିଏ ଦିନରେ ଗଞ୍ଜାମରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୁବ୍ଶୀଘ୍ର ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବାରୁ ରାଜ୍ୟ ସରକାର ଜିଲାକୁ ଗୁରୁବାର ରେଡ୍ ଜୋନ୍ ଭାବେ ଘୋଷଣା କରିଛନ୍ତି। ସେହିଭଳି ମୟୂରଭଞ୍ଜ ଓ ଜଗତସିଂହପୁରକୁ ମଧ୍ୟ ଅରେଞ୍ଜ ଜୋନ୍…
ବାଲୁକା କଳାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ
ବାରିପଦା ଅଫିସ, ୭ା୫- ବାଲୁକା କଳାରେ କରୋନା ଯୋଦ୍ଧାକୁ ସଲାମ ଜଣାଇଛନ୍ତି ଠାକୁରମୁଣ୍ଡାର ବାଲୁକା କଳାଶିଳ୍ପୀ ଦଶରଥ ମହାନ୍ତ। ବୁଧବାର ସେ ଠାକୁରମୁଣ୍ଡା ବ୍ଲକ ବାଉଁଶଡିହା ଗ୍ରାମରେ ବାଲୁକା କଳା ମାଧ୍ୟମରେ ପୋଲିସ, ଡାକ୍ତର ଓ ସାମ୍ବାଦିକମାନଙ୍କୁ ସ୍ଥାନିତ କରି ତାଙ୍କୁ…
ଅମାନିଆଙ୍କୁ ଜରିମାନା
କୁଆମରା, ୬।୫(ଡି.ଏନ.ଏ.)-ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ବିନା ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ ଚାଳକଙ୍କ ଉପରେ ବୁଧବାର ପୁରୁଣା ବାରିପଦା ବଜାରଠାରେ ଜୋରଦାର ଚେକିଂ କରାଯାଇଥିଲା। ଏସଆଇ ସୌମ୍ୟ…
Archives


