ମୟୂରଭଞ୍ଜରୁ ୬ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଛୁଇଁଲା
ବାରିପଦା ଅଫିସ, ୮।୬: ମୟୂରଭଞ୍ଜ ଜିଲାରୁ ସୋମବାର ନୂଆ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଶୁଲିଆପଦା ବ୍ଲକର…
କୁକୁଡ଼ାଯୋଡ଼ି ଗ୍ରାମରେ ହାତୀ ଆତଙ୍କ: ବୃଦ୍ଧଙ୍କୁ ଦଳି ମାରିଦେଲା
ବାରିପଦା ଅଫିସ ୭।୬- ମୟୁରଭଞ୍ଜ ଜିଲା ବାରିପଦା ବ୍ଲକ ରଜାବସା ପଞ୍ଚାୟତ କୁକୁଡାଯୋଡ଼ି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ ଘଟିଛି। ବୃଦ୍ଧଜଣଙ୍କ ହେଲେ କୁକୁଡାଯୋଡି ଗ୍ରାମର ଚତୁର୍ଭୁଜ ନାୟକ। ମିଳିଥିବା ସୂଚନା ଅନୁସାରେ, ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ କୁକୁଡାଯୋଡ଼ି…
ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କ ପ୍ରତିବାଦ ସଭା
ବେତନଟୀ, ୭ା୬(ଡି.ଏନ.ଏ)-ବେତନଟୀ ମହାବିଦ୍ୟାଳୟ ନିକଟ ରେଳଫାଟକରୁ ମହୁଲିଆକୁ ଯାଇଥିବା ରାସ୍ତାପାର୍ଶ୍ୱରେ ଦେବତ୍ତୋର ବିଭାଗର କେତେକ ଜମି ରହିଛି। ପ୍ରାୟ ଏକ ସପ୍ତାହ ମଧ୍ୟରେ ୨୦ଏକରରୁ ଊର୍ଦ୍ଧ୍ୱ ଦେବତ୍ତୋର ଜମିକୁ ବାଡ଼ ବସାଇବା ସହିତ ହିଡ଼ ମଧ୍ୟ ଦେଉଥିଲେ l ଏହି ଖବର…
ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ
ବହଳଦା,୬।୬(ଡି.ଏନ୍.ଏ.): ମୟୁରଭଞ୍ଜ ଜିଲା ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ ଜଣଙ୍କ ଶଶ ଗାଁ ର ଜଣେ ୨୩ବର୍ଷୀୟା ବିବାହିତା ମହିଳା ବୋଲି ଜଣାପଡିଛି। ଗତ ମେ ୯ ତାରିଖରେ ମହିଳା ଜଣକ ସ୍ବାସ୍ଥ୍ୟ ଖରାପ୍…
କୋଭିଡ୍- ୧୯ ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଗସ୍ତ
ବାରିପଦା ଅଫିସ,୬।୬- କୋଭିଡ୍-୧୯ର ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ସେ ଜିଲାର ବେତନଟୀ ଓ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା ଅସ୍ଥୀୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସେଠାରେ…
୨ ଘଣ୍ଟା ବିଳମ୍ବରେ ହେଲା ଅବକାଶ ନୀତି
ବାରିପଦା ଅଫିସ,୫।୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀଶ୍ରୀ ହରିବଳଦେବ ଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ପାଳିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଭୋର ୪ ଘଟିକାରେ ଶ୍ରୀଜୀଉମାନେ…
ଗରା,ବାଲ୍ଟି ଧରି ବିକ୍ଷୋଭ କଲେ ଗ୍ରାମବାସୀ
ଉଦଳା,୫ା୬(ଡି.ଏନ୍.ଏ.)- ଜଳକଷ୍ଟ ସମସ୍ୟା ନେଇ ମୟୂରଭଞ୍ଜ ଜିଲା ଉଦଳା ଏନଏସି ଅଧୀନ ମେଣ୍ଢାଖାଇ ଗ୍ରାମବାସୀ ଶୁକ୍ରବାର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଗ୍ରାମର ଶତାଧିକ ମହିଳା ପୁରୁଷ ହାତରେ ଗରା ଓ ବାଲ୍ଟି ଧରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଥାନା ପରିସରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର
ଠାକୁରମୁଣ୍ଡା, ୫ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଡ୍ରାଇଭର ଥାନା ପରିସରରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୫୪/୨୦) ରୁଜୁ କରିବା ସହ ଅଭିଯୁକ୍ତ ଡ୍ରାଇଭର ଏମ.ଡି.ଅଜାରୁଦ୍ଦିନଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,…
ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ନ ମିଳିବାରୁ ପଞ୍ଚାୟତ ଅଫିସରେ ଉତ୍ତେଜନା
ଚିତ୍ରଡ଼ା,୫।୬(ଡି.ଏନ୍.ଏ.): ମୟୁରଭଞ୍ଜ ଜିଲାର ମୋରଡା ବ୍ଲକ ଅଧିନ ହଲଦୀପାଳ ପଞ୍ଚାୟତ ଅଫିସରେ ଶୁକ୍ରବାର ଅପରାହ୍ନରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ସରପଞ୍ଚ ଜାଣି ମଧ୍ୟ ପଞ୍ଚାୟତ ଅଫିସକୁ ଆସି ନ ଥିବାରୁ ଲୋକମାନେ…
ଆଜି ଦେବସ୍ନାନ ପୂର୍ଣ୍ଣିମା: ବିନା ଭକ୍ତରେ ସ୍ନାନମଣ୍ଡପରେ ବିଜେ ଶ୍ରୀଜିଉ, ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ୨ ଘଣ୍ଟା ବିଳମ୍ବରେ ହେଲା ଅବକାଶ ନୀତି
ବାରିପଦା ଅଫିସ,୫ା୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ତେବେ ୨ ଘଣ୍ଟା ବିଳମ୍ବରେ ନୀତିକାନ୍ତି ହୋଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ହୋଇଥିବା…
ଧାନ କିଣାରେ ଅନିୟମିତତା : ଚାଷୀଙ୍କ ଆନ୍ଦୋଳନ ଚେତାବନୀ
ଖୁଣ୍ଟା, ୫।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ଲ୍ୟାମ୍ପରେ ଚାଷୀଙ୍କ ଠାରୁ ଧାନ କିଣାରେ ଅନିୟମିତତା କରାଯାଇଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ…
ବିନା ଭକ୍ତରେ ହେବ ଦେବସ୍ନାନ ନୀତି : ସକାଳ ୫ରୁ ସନ୍ଧ୍ୟା ୭ ଯାଏ ୧୪୪ ଧାରା ଜାରି
ବାରିପଦା ଅଫିସ,୪ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରି ବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପରିସରରେ ସ୍ନାନମଣ୍ଡପ ସଜେଇ ହୋଇଛି। ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରି…
Archives


