ମୟୂରଭଞ୍ଜ

ହଠାତ୍‌ ହାଟରେ ପଶିଲା ହାତୀ: ଯାହାକଲା ଭିଡିଓ ହୋଇଗଲା ଭାଇରାଲ

ମୋରଡ଼ା,୧୨ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଛି। ୪ ଦିନ ତଳେ ଉକ୍ତ ରେଞ୍ଜ ଅଧୀନ ଗାଁ ଅମର୍ଦା ସାପ୍ତାହିକ ହାଟ ଚାଲିଥିବା ବେଳେ ଏକ ଦନ୍ତା ହାତୀ ପଶି ଉପଦ୍ରବ ଚଳାଇବା ଭିଡିଓ…

ଅଲିମ୍ପିଆଡ ପୁରସ୍କାର: ପ୍ରତ୍ୟୁଷ ବେହେରାଙ୍କୁ ଗୋଲ୍ଡ ମେଡାଲ

ମୋରଡ଼ା,୯ା୯(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ବିଦ୍ୟଜ୍ୟୋତି ପବ୍ଲିକ ସ୍କୁଲରେ ଅଲିମ୍ପିଆଡ ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଡାଇରେକ୍ଟର ସଞ୍ଜୟ କୁମାର ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…

ଚଢ଼ାଉ କରି ଜଣଙ୍କ ପରେ ଜଣଙ୍କୁ ଧରିଲା ଅବକାରୀ ଟିମ୍‌

ମୋରଡ଼ା,୯ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ, ଅବକାରୀ ବିଭାଗ…

ଭିନ୍ନ ଭିନ୍ନ ଜନ୍ମତାରିଖ, ଚାକିରିରୁ ବିଦା ହେଲେ ଅଙ୍ଗନଓ୍ବାଡ଼ି ଦିଦି

ଉଦଳା,୪ା୯(ସନ୍ତୋଷ କୁମାର ବାଛିନି): ଜଣେ ମହିଳାଙ୍କର ଗୋଟିଏ କି ଦୁଇଟି ନୁହେଁ, ରହିଛି ଭିନ୍ନ ଭିନ୍ନ ଜନ୍ମ ତାରିଖ। ଯାହା ଆଜି ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଚାକିରିରୁ ବିଦା ହୋଇଛନ୍ତି ଜଣେ ଅଙ୍ଗନଓ୍ବାଡ଼ି ଦିଦି। ଜିଲା ସମାଜ କଲ୍ୟାଣ ବିଭାଗ…

ବିଦ୍ୟାଳୟ ପରିସରରେ ମଦ୍ୟପାନ ଅଭିଯୋଗ: ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଝାରସୁଗୁଡ଼ା,୩।୯: ଝାରସୁଗୁଡ଼ା ଜିଲାର କୋଲାବୀରା ବ୍ଲକ ଅନ୍ତର୍ଗତ ସନ୍ନ୍ୟାସୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପଟେଲଙ୍କୁ ବୁଧବାର ବିଦ୍ୟାଳୟ ପରିସରରେ ରାତିରେ ମଦ୍ୟପାନ କରୁଥିବା ଅଭିଯୋଗରେ ନିଲମ୍ବନ କରାଯାଇଛି। ସୋସିଆଲ ମିଡିଆରେ ଉପେନ୍ଦ୍ର ପଟେଲ, ବିଦ୍ୟାଳୟ ପରିଚାଳନା…

ରାସ୍ତାରେ ବସି ପାଠ ପଢ଼ିଲେ ପିଲା, ଯାତାୟାତ ଠପ୍‌

ଗୋପବନ୍ଧୁ ନଗର,୩ା୯(ଶାନ୍ତନୁ କୁମାର ମଢୁଆଳ): ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ବିପଦପୂର୍ଣ୍ଣ ଶ୍ରେଣୀ ଗୃହକୁ ନେଇ ମଙ୍ଗଳବାର ଅଭିଭାବକମାନେ ନିଜ ନିଜ ପିଲାମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପାଠପଢ଼ା ବ୍ୟାହତ ହୋଇଛି।…

ନଦୀରେ ଭାସିଗଲେ ଗାଈ ଚରାଳି

ଉଦଳା,୧।୯: ମୟୂରଭଞ୍ଜ ଜିଲା ଦେଓ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ନଦୀପାର୍‌ ବେଳେ ଭାସିଯାଇ ଜଣେ ନିଖୋଜ ହୋଇଯାଇଛନ୍ତି। ବ୍ୟକ୍ତିଜଣକ କାଳିମେଘା ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତବକ, ବ୍ୟକ୍ତିଜଣକ ଗାଈ ଚରାଇବାକୁ ନଦୀ ପାର୍‌ ହେଉଥିଲେ। ହେଲେ…

ଉଗ୍ରରୂପ ନେଲା ଦୁଇଜଣଙ୍କ ଝଗଡ଼ା, ଧସ୍ତାଧସ୍ତି ସମୟରେ…

ବୈଶିଙ୍ଗା,୩୦ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଗ୍ରାମରେ ଶୁକ୍ରବାର ଦୁଇ ଜଣଙ୍କ ଝଗଡ଼ା ଶନିବାର ସନ୍ଧ୍ୟାରେ ପ୍ରତିଆକ୍ରମଣର ରୂପ ନେଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇ ଜଣେ ବୈଶିଙ୍ଗା ଡାକ୍ତରଖାନାରେ ଆଉ ଜଣେ ରୂପ୍‌ସା ଡାକ୍ତରଖାନାରେ…

ଗାଡ଼ି ଭିତରେ ଯୁବତୀଙ୍କୁ ବଳାତ୍କାର କଲେ ୬ ଯୁବକ,  ଚିତ୍କାର କରିବାରୁ…

ଉଦଳା,୩୦ା୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ରାସ୍ତାକଡରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଉଦଳା ଥାନାରେ ଅଭିଯୋଗ…

ଶିମିଳିପାଳ ଲୁଲୁଙ୍ଗ ବୁଲିବା ପାଇଁ ବାହାରିଥିଲେ ୨ ନାବାଳକ, ବାଟରେ ଘଟିଲା…

ବାରିପଦା,୨୮ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା-ଲୁଲୁଙ୍ଗ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାଙ୍ଗରିପୋଷି ଥାନା ଅଧିନ ଭବାଡିହା ଗ୍ରାମର ନବୀନ ନାଏକଙ୍କ ପୁଅ ରାକେଶ (୧୩) ଓ ଦିବାକର…

ବାଇକ୍‌-ମୋବାଇଲ ଲୁଟେରାଙ୍କୁ କାବୁ କଲା ବୈଶିଙ୍ଗା ପୋଲିସ, ଗଣେଶ ପୂଜା ସୁଯୋଗରେ…

ବୈଶିଙ୍ଗା,୨୮।୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନ ୧ଟା ସମୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ବେତନଟୀ ଓ ବୈଶିଙ୍ଗା ଥାନା ଅଞ୍ଚଳରେ ବାଇକ ଓ ମୋବାଇଲ ଲୁଟେରା ଗ୍ୟାଙ୍ଗ ସକ୍ରୀୟ…

ସ୍ବାମୀ ଘରୁ ଗୋଡ଼କାଢ଼ୁ କାଢ଼ୁ , ମହିଳାଙ୍କ ମୁଣ୍ଡରୁ ଗଣ୍ଡି କରିଦେଲେ ଅଲଗା

ବାରିପଦା,୨୪।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଦେଓଗାମ ଅଞ୍ଚଳରେ ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି । ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତ ମହିଳା ଜଣକ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri