ମୟୂରଭଞ୍ଜ

ମଟନ୍‌ କହି କିଲୋପିଛା ୧୫୦ ବିକୁଥିଲେ ଗୋ’ମାଂସ: ମାଡ଼ ମାରି ଦେହ ସାରା ଗୋବର ବୋଳିଦେଲେ ଲୋକେ

ମୋରଡା,୩।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଦୁଇଜଣ ଗୋ ମାଂସ ବେପାରୀଙ୍କୁ ଧରି ନିସ୍ତୁକ ଉତ୍ତମ ମଧ୍ୟମ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନା ମୁତାବକ, ବଜରଙ୍ଗ ସେନା ସଦସ୍ୟ ଯୁଧିଷ୍ଠିର ଭଦ୍ର,...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଫାଇନାଲ ସେମିଷ୍ଟାର ପରୀକ୍ଷାଫଳ ପ୍ରକାଶିତ, ଜାଣନ୍ତୁ କିଭଳି ଜାଣିବେ…

ବାରିପଦା,୩୦।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଅନୁମୋଦନକ୍ରମେ +୩ ଫାଇନାଲ ସେମିଷ୍ଟାର (ସି.ବି.ସି.ଏସ୍‌.) ୨୦୨୫ ମସିହାର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ମୟୁରଭଞ୍ଜ...

ଓ୍ବାଟ୍‌କୋ-କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରାଉ

ବାରିପଦା,୨୮ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ବିଶୁଦ୍ଧ ପାନୀୟ ଜଳଯୋଗାଣକୁ ନେଇ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବୁଧବାର ଓ୍ବାଟ୍‌କୋ ଓ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଭାଗୀୟ ଖାମଖିଆଲି ନୀତି...

ବୁଲିଲା ବୁଲ୍‌ଡୋଜର, ପାଲବଣିରୁ ମେଡିକାଲ କଲେଜ ରାସ୍ତା ଉଚ୍ଛେଦ

ବାରିପଦା,୨୮ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପ୍ରଶାସନ ଓ ବାରିପଦା ପୌରପରିଷଦ ପକ୍ଷରୁ ସରକାରୀ ଜମି ଉପରେ ବୁଲଡୋଜର ବୁଲୁଛି। ପାଲବଣିରୁ ପିଆରଏମ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଜଳିଗଲା ଇଲେକ୍ଟ୍ରି ଦୋକାନ: ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ହୋଇଗଲା ପାଉଁଶ

ବାରିପଦା,୨୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ବାରିପଦା ସହର ସ୍ଥିତ କେ.କେ. ଏଂଟରପ୍ରାଇଜେଶ ଇଲେକ୍ଟ୍ରି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିଜଳି ପାଉଁଶ ହୋଇଯାଇଛି । ଗୁରୁବାର ଭୋର ୫ଟା ସମୟରେ ସଟସର୍କିଟକୁ ନେଇ ନିଆଁ ଲାଗିଥିଲା ।...

୯୭ କୋଟି ଅନୁମୋଦନ କଲେ ରାଜ୍ୟ ସରକାର, ଏହି ଜିଲାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର,୧୪।୫: ଓଡ଼ିଶା ସରକାର ରାଜ୍ୟରେ ଜଳସେଚନ ତଥା ଶିଳ୍ପ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀମଣ୍ଡଳୀ ବୈଠକରେ ମୟୂରଭଞ୍ଜ ଜିଲାର ଜଶୀପୁର...

୪୨୦ କୋଟିରୁ ଉର୍ଦ୍ଧ୍ୱ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ...

ଓଲଟିଲା ଯାତ୍ରୀବାହୀ ବସ୍‌: ୧୫ ଆହତ, ୭ ଗୁରୁତର

ରାଇରଙ୍ଗପୁର,୧୦ା୫: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଁଳାଯୋଡ଼ି ଜିଆଲଦା ଗାଁରେ ଭାରସାମ୍ୟ ହରାଇ ଶନିବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳେରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ରାଇରଙ୍ଗପୁର...

ମଦ ଦୋକାନ ମାଲିକଙ୍କୁ ଗୁଳି ମାଡ଼

ରାଇରଙ୍ଗପୁର,୬।୫: ମୟୁରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା କୁଲେଇଶିଳା ଗ୍ରାମରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ରେ ଜଣେ ମଦ ଦୋକାନ ମାଲିକ ଗୁରୁତର ଆହତ ହୋଇଛନ୍ତି। ଦୋକାନ ମାଲିକଙ୍କ ଜଙ୍ଘରେ ୨ଟି ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ...

ବସ୍‌-ହାଇଓ୍ବା ମୁହାଁମୁହିଁ: ୧୦ ଆହତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ବାରିପଦା,୫ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳ ସାତକୋଶିଆ ଘୋଡ଼ାଘାଟିରେ ଏକ ଯାତ୍ରୀବାହୀ ବସ୍‌ ସହିତ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଖବର ଦେବାରୁ ଦମକଳ ବାହିନୀ ଓ ପୋଲିସ...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ପୁଅ ଗୁରୁତର

ଉଦଳା,୨ା୫(ସନ୍ତୋଷ କୁମାର ବାଛିନି): ଆଉ ମାତ୍ର କେଇ ମିନିଟ୍‌ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ। ମହୁଲ ଗଛରେ ବାଇକ୍‌ ବାଡ଼େଇ ହେବାରୁ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅଙ୍କ ଜୀବନ। ଏଭଳି ହୃଦୟ ବିଦାରକ ଘଟଣା...

ଡାହାଣୀ ସନ୍ଦେହରେ ମହିଳାଙ୍କୁୁ ହତ୍ୟା

ବିଶୋଇ(ଅମିତ ଦାସ)/ରାଇରଙ୍ଗପୁର (ମାନସ ମହାନ୍ତି),୩୦।୪ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଜୁଡ଼ିଆ ଗ୍ରାମରେ  ଅପରାହ୍ନ ୩ଟାରେ ଡାହାଣୀ ସନ୍ଦେହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ପୁତୁରା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଖୁଡ଼ୀଙ୍କୁୁ ଟାଙ୍ଗିଆରେ ହାଣି ହତ୍ୟା କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri