ମୋରଡ଼ା,୨୦ା୯(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପୁରୁଣାପାଣି-ଗଡ଼ିଗାଁ ରାସ୍ତାର ଟିଆଁସି ନିକଟ ରାସ୍ତାକଡ଼ରେ ବୁଧବାର ଅପରାହ୍ନରେ ଜନୈକ ବୃଦ୍ଧଙ୍କ ମୃତଦେହ…
ମୋରଡ଼ା,୨୦ା୯(ସ୍ମାରକ ମାଜୀ): କୁଡୁମୀ ସମାଜର ଉନ୍ନତି ତଥା କୁଡୁମୀ ସମାଜକୁ ଆଦିବାସୀ ମାନ୍ୟତା ଦାବି ଏବଂ କୁଡୁମାଲି ଭାଷାକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବି ନେଇ ବୁଧବାର…
ରାଇରଙ୍ଗପୁର,୨୦ା୯: ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଟାଣୁଆ ଆଦିବାସୀ ନେତା ତଥା ତିରିଂ ବ୍ଲକ୍ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼୍ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର…
ବୈଶିଙ୍ଗା,୧୮ା୯(ରତନ ଦାଶ): ଟିଭି ଚ୍ୟାନେଲ ଜି ସାର୍ଥକରେ ପ୍ରସାରିତ ‘ଦିଦି ନଂ. ୧’ ରିଅଲ୍ଟି ଶୋ’ରେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର କୁନି ଝିଅ ଆହାନା ନିଜର…
ବୈଶିଙ୍ଗା(ରତନ ଦାଶ)/ବେତନଟୀ(ଧରଣୀଧର ମହାନ୍ତି),୧୯ା୯: କବାଟ ପାଖରେ ଜଗି ରହିଥିଲା ମୃତ୍ୟୁ। ଘରକୁ ଫେରି କବାଟ ଖୋଲିବା ମାତ୍ରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ମୟୂରଭଞ୍ଜ ଜିଲା…
ରାଇରଙ୍ଗପୁର,୧୮ା୯ (ମନୋରଞ୍ଜନ ତିରିଆ): ମଙ୍ଗଳବାର ଶ୍ରୀଗଣେଶ ଚତୁର୍ଥୀ। ବିଭିନ୍ନ କ୍ଲବ୍, ସାହି ପକ୍ଷରୁ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି। ସାଧାରଣତଃ ବିଭିନ୍ନ ଶିକ୍ଷାନୁଷ୍ଠାନ ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା…
ବାରିପଦା,୧୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ବାରିପଦା ସହରର ତୁଳସୀଚଉରାରେ ଫ୍ରେଣ୍ଡସ ୟୁନିୟନ କ୍ଲବ୍ର ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରୁଛନ୍ତି। ଚଳିତବର୍ଷ ୧୫…
ମୋରଡ଼ା,୧୪।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ କାର୍ଯ୍ୟରତ ୪ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଶୁକ୍ରବାର ସାମୁହିକ ଛୁଟିରେ ରହିବେ। ଏନେଇ ଏକ ଦାବିପତ୍ର…
ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଜନସ୍ବାସ୍ଥ୍ୟ ବିଭାଗ-୧ ସହକାରୀ ଯନ୍ତ୍ରୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି…
ଉଦଳା,୧୩।୯(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ହାଇସ୍କୁଲସ୍ଥିତ ହଷ୍ଟେଲରେ ବାସି ପଖାଳ ଖାଇ ୧୫ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ…