ବାରିପଦା ଅଫିସ,୫।୪: ମୟୂରଭଞ୍ଜ ଜିଲା ଶୁଲିଆପଦା ବ୍ଲକ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମର ମୁଖ୍ୟ କେନାଲର ଖଇକିଆଠାରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ କେନାଲର…
ଠାକୁରମୁଣ୍ଡା,୨।୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ନିହଣଗଣ୍ଡି ଗ୍ରାମ ଭିତରକୁ ଶନିବାର ସକାଳେ ହରିଣପଲ ପଶି ଆସିଥିଲେ। ସେଥିମଧ୍ୟରୁ ଗୋଟିଏ ହରିଣକୁ ଗ୍ରାମବାସୀ…
ବାରିପଦା ଅଫିସ,୨ ।୪ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ ନିୟମ ଉଲ୍ଲଂଘନକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟ)ରେ ମାମଲା ରୁଜୁ ହୋଇଛି।…
ବିଶୋଇ,୨ା୪(ଡି.ଏନ.ଏ.): ମାତ୍ର ୨ ବର୍ଷ ୭ ମାସ ବୟସରେ ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସଓ ୩ ବର୍ଷ ବୟସରେ ଇଣ୍ଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ…
ବାରିପଦା ଅଫିସ,୩୧।୩: ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଉପଭୋକ୍ତାଙ୍କୁ ବାର୍ଷିକ ବିଦ୍ୟୁତ୍ ବିଲ୍ ପ୍ରଦାନରେ ବିଳମ୍ବ କରାଯିବା ଓ ବିଲ୍ ପୈଠ ନ କରିବାରୁ ବିଭାଗ…
ଖୁଣ୍ଟା/କୁଆମରା,୩୧।୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଖୁଣ୍ଟା ନିକଟ ବାଲିଡ଼ିହା ଗ୍ରାମ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳରେ ଥିବା ବାବା ଢୁଢେଶ୍ବର ମହାଦେବଙ୍କ…
ଠାକୁରମୁଣ୍ଡା,୩୦ା୩(ଡି.ଏନ୍.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଓ ଧନୁତୀର ଆକ୍ରମଣରେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ,…
ବାରିପଦା ଅଫିସ,୩୦।୩: ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଜନୈକ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ ଉକ୍ତ…
ବାରିପଦା ଅଫିସ/ବାଙ୍ଗିରିପୋଷି,୩୦।୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉତ୍ତର ଶିମିଳିପାଳ ଅଭୟାରଣ୍ୟର ନଅଁଣା ରେଞ୍ଜରେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ୫ଶିକାରୀଙ୍କୁ ବନବିଭାଗ ଗିରଫ ପରେ କୋର୍ଟ ଚାଲାଣ କରିଛି।…
ବାରିପଦା ଅଫିସ, ୨୮।୩: ଶିମିଳିପାଳ ଅଭୟାରଣ୍ୟରେ ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ଚାରିଟି ଜାଗାରେ ନିଆଁ ଲାଗିଛି। ତେବେ…