ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ମାଲକାନଗିରି,୨୫ା୭(ଡି.ଏନ୍.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ରାତିଦିନ କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ…
ପୋଲିସ-ମାଓବାଦୀ ଗୁଳି ବିନିମୟ
ମାଲକାନଗିରି,୨୫ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାର ଚିନ୍ତାଗୁମ୍ଫା ଅଞ୍ଚଳ ନିକଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଓବାଦୀମାନଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଯବାନମାନେ ସେହି ଅଞ୍ଚଳରେ କମ୍ବିଂ ଅପରେଶନ କରୁଥିବା ବେଳେ…
ବିରୋଧ ସତ୍ତ୍ୱେ ଆନ୍ଧ୍ରର ଭ୍ରୂକ୍ଷେପ ନାହିଁ
ମାଲକାନଗିରି/କାଲିମେଳା,୨୪।୭(ଡି.ଏନ୍.ଏ.): ଆନ୍ଧ୍ର ସରକାର ସବୁବେଳେ ଓଡ଼ିଶା ବିରୋଧୀ ମନୋଭାବ ପ୍ରଦର୍ଶନ କରିଆସୁଛି। କୋଟିଆ ଅଧିବାସୀଙ୍କୁ ପ୍ରଭାବିତ କରି ନିର୍ବାଚନ କରିବା ହେଉ ଅବା ନିଜ କର୍ମଚାରୀ ପଠାଇ ସୀମାନ୍ତରେ ରାଶନ ସାମଗ୍ରୀ ବାଣ୍ଟିବା ହେଉ ସବୁଥିରେ ଆନ୍ଧ୍ରର ଓଡ଼ିଶା ବିରୋଧୀ ମନୋଭାବ…
ନକଲି ଡାକ୍ତର ନେଲେ ନାବାଳିକାଙ୍କ ଜୀବନ
ମାଲକାନଗିରି,୧୯ା୭: ମାଲକାନଗିରି ଜିଲା ମାଥିଲି ଥାନା ସଦର ମହକୁମା ଆମ୍ବାଗୁଡ଼ା ପଞ୍ଚାୟତ ମାର୍କାମ୍ଗଡ଼ା ଗ୍ରାମରେ ଜଣେ ନକଲି ଡାକ୍ତରଙ୍କ ପାଇଁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାମ ବାରିକଙ୍କ ଝିଅ ଲଳିତା (୧୪)। ଝିଅର ପେଟ ଯନ୍ତ୍ରଣା ହେବାରୁ…
ଶଟ୍ସର୍କିଟ୍ରେ ଜଳିଗଲା ଘର, ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ
କୋରୁକୋଣ୍ଡା,୧୮ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍ଏସିରେ ରବିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଶଟ୍ସର୍କିଟ ଯୋଗୁ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, ବାଲିମେଳା ଏନ୍ଏସିସ୍ଥିତ ୧ନଂ. ଓ୍ବାର୍ଡର ବାସିନ୍ଦା ମାଧବ ବାଜିଙ୍ଗଙ୍କ…
୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୧୮ା୭(ଡି.ଏନ୍.ଏ.): ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆସିଥିବା ବେଳେ ଏନେଇ ତେମୁରପାଲିଠାରେ ବିଏସ୍ଏଫ୍ କ୍ୟାମ୍ପର ମାଓବାଦୀଙ୍କ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହି ଦୁଇ ମାଓବାଦୀଙ୍କ ମଧ୍ୟରେ…
ପୁଣି ଏନ୍କାଉଣ୍ଟର: ଟଳିଲେ ୩ ମାଓବାଦୀ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ମାଲକାନଗିରି,୧୬ା୭(ଡି.ଏନ୍.ଏ.): ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦନ୍ତେଓ୍ବାଡା ଜିଲାରେ ପୁଣି ଏନ୍କାଉଣ୍ଟର ହୋଇଛି । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ…
ଭାଲୁ ଆକ୍ରମଣରେ ମା’, ଝିଅ ଗୁରୁତର
ମାଲକାନଗିରି,୧୬।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ କିଷାନୀପଡ଼ା ଗ୍ରାମରେ ଭାଲୁ ଆକ୍ରମଣରେ ମା’, ଝିଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମାଳକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗ୍ରାମର ସମ୍ବାରୀ ଶିଶା ଓ ତାଙ୍କ ୧୦ ବର୍ଷର ଝିଅ ସରିତା…
ଏସ୍ପିଙ୍କ ବଦଳିକୁ ବିରୋଧ କରି ଏକାଠି ହେଲେ ସ୍ବାଭିମାନ ଅଞ୍ଚଳବାସୀ
ଚିତ୍ରକୋଣ୍ଡା,୧୧ା୭(ଡି.ଏନ୍.ଏ.): ମାଲକାନଗିରି ଏସ୍ପିଙ୍କ ବଦଳି ପ୍ରତିବାଦରେ ଶନିବାର ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି ହୋଇଛି। ସ୍ବାଭିମାନ ଅଞ୍ଚଳର ଯଡାମ୍ବଠାରେ ୩ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକାଠି ହୋଇ ଏସ୍ପିଙ୍କ ବଦଳିକୁ ବିରୋଧ କରିଥିଲେ। ମାଲକାନଗିରି ଏସ୍ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କର ମୟୂରଭଞ୍ଜ ଜିଲାକୁ…
ଯୁବତୀଙ୍କୁ ବଳାତ୍କାର କରି ଗିରଫ ହେଲେ ବନପାଳ
ମାଲକାନଗିରି,୪।୭: ମାଲକାନଗିରି ଜିଲା ଓର୍କେଲ ଥାନା ଅଞ୍ଚଳର ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆଙ୍କୁ ରବିବାର ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଯୁବତୀଙ୍କ ସହ ମୁରଲୀଙ୍କ ପୂର୍ବରୁ ପରିଚିତ…
ରାଜସ୍ବ ଅମଲାମାନଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ମାଲକାନଗିରି,୩ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ଅମଲା ସଂଘ ପକ୍ଷରୁ ଶନିବାର ଜିଲାପାଳ ବିଶାଳ ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ଲକ୍ଡାଉନ ଶଟ୍ଡାଉନ ଚାଲିଥିବା ବେଳେ ଅମଲାମାନେ ପ୍ରତ୍ୟକ୍ଷ ଭାବେ…
ଚାଷ କରୁଛନ୍ତି ଅତିରିକ୍ତ ତହସିଲଦାର
ମାଲକାନଗିରି/ଚିତ୍ରକୋଣ୍ଡା,୨ା୭(ଡି.ଏନ.ଏ.): ସେ ଯେତେବେଳେ ସମୟ ପାଆନ୍ତି ଗାଁକୁ ଚାଲିଯାନ୍ତି। ଆଉ ଗାଁରେ ନିଜ ଚାଷଜମିରେ ଚାଷ କରନ୍ତି। ଚାଷ କାମ ଯାହାର କି ଆନନ୍ଦ ତାହାର ଉକ୍ତିକୁ ଅନୁଭବ କରି ନିଜ ଜୀବନରେ ତା’ର ପ୍ରୟୋଗ କରିଛନ୍ତି ଏହି ବ୍ୟକ୍ତି ଜଣକ।…
Archives


